୧୦ ବର୍ଷ ବୟସରେ ହିଁ ମା ହୋଇଯାଇଥିଲା ଏହି ଝିଅ, କାହାଣୀ ଜାଣିଲେ ରୁମ ଟାଙ୍କୁରି ଉଠିବ

ଏହା ଶୁଣିବାକୁ ତ ବହୁତ ଅଜବ ଲାଗିଥାଏ କିନ୍ତୁ ଏହା ସତ ଅଟେ । କୁହନ୍ତି କି ମା ହେବାର ଖୁସି ଏମିତି ହୋଇଥାଏ କି ଯାହାକୁ ଶବ୍ଦରେ କହି ହେବ ନାହିଁ । କିନ୍ତୁ ବର୍ତ୍ତମାନ ଯୁଗରେ ସମସ୍ତଙ୍କ ପାଇଁ ମା’ ହେବା ସୁଖଦାୟକ ନୁହେଁ କାରଣ ଦିନକୁ ଦିନ ରକ୍ଷକ ହିଁ ଭକ୍ଷକ ହୋଇ ଯାଉଛନ୍ତି । ପିତା ଭାଇଙ୍କ ଉପରେ ମଧ୍ୟ ବର୍ତ୍ତମାନ ବିଶ୍ଵାସ କରିବା ବହୁତ କଷ୍ଟ ଅଟେ । ଆଜିର ସମୟରେ ୧୦ ବର୍ଷର ଝିଅମାନେ ପିଲାଙ୍କୁ ଜନ୍ମ ଦେଉଛନ୍ତି, ଯେଉଁଥିରେ ଏମାନଙ୍କର କୌଣସି ଭୁଲ ନାହିଁ ।

ଏମାନଙ୍କର ରେପ କରି ଛାଡି ଦିଆଯାଏ, ଯାହା ଦ୍ଵାରା ଏମାନଙ୍କର ପୁରା ଜୀବନ ବର୍ବାଦ ହୋଇଯାଏ । ଏହି ଝିଅମାନେ ମାତ୍ରା ୧୦ ବର୍ଷ ବୟସରେ ମା’ ହୋଇ ଯାଉଛନ୍ତି । ଜାଣିବା ନିମନ୍ତେ କହିଦେଉଛୁ କି ୨୦୧୧ରେ ୩୫ ଜଣ ଝିଅ ଶିଶୁକୁ ଜନ୍ମ ଦେଇଛନ୍ତି । ଏହା ପରେ ଇଣ୍ଡିଆର ଏକ ସର୍ବେରେ ସାମ୍ନାକୁ ଆସିଛି କି ୨୦୧୨ରେ ୨୧୦୦ ଝିଅ ୧୪ ବର୍ଷ ବୟସରେ ହିଁ ମା ହୋଇ ସାରିଛନ୍ତି ଓ ୨୦୧୩ରେ ୪୩୫୪ ଝିଅ ମା ହୋଇସାରିଛନ୍ତି ।

ଯେଉଁଥିରେ କେତେକ ଝିଅମାନଙ୍କୁ ଏହା ବି ଜଣା ନ ଥିଲା କି ତାଙ୍କର ରେପ ହୋଇଛି କାରଣ ତାଙ୍କୁ ସେକ୍ସ ବିଷୟରେ କିଛି ବି କୁହାଯାଇ ନ ଥିଲା । ଯାହା ଦ୍ଵାରା ତାଙ୍କ ସହିତ ହେଉଥିବା ଅତ୍ୟାଚାର ବିଷୟରେ ତାଙ୍କୁ କିଛି ବି ଜଣା ନ ଥିଲା । ୨୦୧୪ରେ ଏହି ସଂଖ୍ୟା ୫୦୦୦ରୁ ବି ଅଧିକ ବଢି ଯାଇଥିଲା ।

ଯାହା ପରେ ସରକାର ଆଇନ ବାହାର କଲେ ଓ ଏହି ଆଇନ ଅନୁସାରେ ୧୮ ବର୍ଷ ପୂର୍ବେ ଝିଅମାନଙ୍କ ବିବାହ ହୋଇ ପାରିବ ନାହିଁ । ଏହା ପୂର୍ବରୁ ଝିଅମାନଙ୍କ ବିବାହର ବୟସ ସୀମା ୧୪ ପର୍ଯ୍ୟନ୍ତ ଥିଲା ।