Vastu Tips- ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଦରିଦ୍ରତା ଦୂର କରିବା ପାଇଁ ପ୍ରତିଦିନ ସକାଳୁ ନିଶ୍ଚୟ କରନ୍ତୁ ଏହି 1 କାମ

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଲୋକମାନେ ବହୁତ ଭାବରେ ଶାସ୍ତ୍ର କୁ ବିଶ୍ୱାସ କରିଥାନ୍ତି । ହିନ୍ଦୁ ଧର୍ମ ର ଲୋକ ମାନଙ୍କ ପାଇଁ ଶାସ୍ତ୍ର ର ବହୁତ ମହତ୍ୱ ରହିଛି । ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ ବୋଲି ସମସ୍ତେ ବିଶ୍ୱାସ କରିଥାନ୍ତି । ଭଗବାନ ଶିବ ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣ ଙ୍କ ଦ୍ୱାରା ରଚିତ ଶ୍ରୀମଦ ଭଗବତ ଗୀତା କୁ ହିନ୍ଦୁ ଧର୍ମ ର ମୁଖ୍ୟ ଗ୍ରନ୍ଥ ଭାବରେ ଗ୍ରହଣ କରାଯାଇଥାଏ ।

ଦୁନିଆ ରେ ଏପରି କୌଣସି ସମସ୍ୟା ନାହିଁ ଯାହାର ସମାଧାନ ଏହି ଭଗବତ ଗୀତା ରେ ନ ଥିବ । ମନୁଷ୍ୟ ର ସାମାଜିକ ଜୀବନ କଥା ଵସ୍ତୁ କୁ ନେଇ ଭଗବତ ଗୀତା ରଚନା କରାଯାଇଛି । ଏଠି ରେ ମନୁଷ୍ୟ ଜୀବନ ର ପ୍ରତି ଟି କଥା ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।

ମନୁଷ୍ୟ ଜୀବନ ରେ ଦାରିଦ୍ର୍ୟତା ହେଉଛି ସବୁଠାରୁ ବଡ଼ ସମସ୍ୟା । ଏହି ଦାରିଦ୍ର୍ୟତା କୁ ଦୁର କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ଗୀତା ରେ କିଛି କର୍ମ କରିବା ପାଇଁ କହିଛନ୍ତି । ଆମେ ଆଜି ଆପଣଙ୍କୁ ସେହି ଵିଷୟ ରେ ଅନେକ କଥା ଜଣାଇବାକୁ ଯାଉଛୁ । ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ଏହି ଵିଷୟ ରେ ଅନେକ ଅଜଣା କଥା । ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ପରେ କେବେ ମଧ୍ୟ ଆଇନା ଦେଖିବା ଉଚିତ ନୁହେଁ । କାରଣ ଏପରି କରିବା ଦ୍ୱାରା ଆମ ଜୀବନ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ ।

ଶାସ୍ତ୍ର ଅନୁସାରେ ସକାଳୁ ଉଠି ନିଜର ମୁହଁ ଦେଖିବା ଦ୍ୱାରା ଏହା ର ଖରାପ ପ୍ରଭାବ ମନୁଷ୍ୟ ର ଭାଗ୍ୟ ଉପରେ ପଡିଥାଏ । ସକାଳେ ଉଠିବା ସମୟ ରେ ଆମର ମୁହଁ ବହୁତ ବିଦ୍ରୁପ ଦେଖା ଯାଇଥାଏ । ଏହି ମୁହଁ କୁ ଆଇନା ରେ ଦେଖିବା ଦ୍ଵାରା ଆମର ଆତ୍ମବିଶ୍ବାସ କମି ଯାଇଥାଏ ଓ କୌଣସି କାର୍ଯ୍ୟ ରେ ମନ ଲାଗି ନ ଥାଏ । ତେଣୁ କେବେ ମଧ୍ୟ ସକାଳୁ ଉଠି ନିଜର ମୁହଁ ଦେଖିବା ଉଚିତ ନୁହେଁ । ସକାଳୁ ଉଠିବା କ୍ଷଣି କେବେ ମଧ୍ୟ ନିଜର ଛାଇ କୁ ଦେଖିବା ଉଚିତ ନୁହେଁ । କାରଣ ଛାଇ ମନୁଷ୍ୟ ମନ ରେ ଡର ଓ ଭ୍ରମ ସୃଷ୍ଟି କରିଥାଏ ।

ସକାଳୁ ଉଠି ନିଜର ଛାଇ ଦେଖିବା ଦ୍ୱାରା ଆମର ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ସକାଳୁ ଉଠି ଛାଇ ଦେଖିବା ଦ୍ୱାରା ଆମର ବହୁତ କ୍ଷତି ହୋଇଥାଏ । ତେଣୁ ସକାଳୁ ଉଠି କେବେ ମଧ୍ୟ ନିଜର ଛାଇ ଦେଖିବା ଉଚିତ ନୁହେଁ । ସକାଳେ ଉଠିବା ମାତ୍ରେ ନିଜର ହାତ ପାପୁଲି ର ଦର୍ଶନ କରନ୍ତୁ ଏହା ବହୁତ ଶୁଭ ହୋଇଥାଏ । କାରଣ ପାପୁଲି ର ଅଗ୍ର ଭାଗ ରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି ଓ ପାପୁଲି ର ମଧ୍ୟ ଭାଗ ରେ ସରସ୍ୱତୀ ବାସ କରିଥାନ୍ତି ଏବଂ ପାପୁଲି ର ନିମ୍ନ ଭାଗରେ ଭଗବାନ ଶ୍ରୀକୃଷ୍ଣ ବାସ କରିଥାନ୍ତି ।

ସକାଳୁ ଉଠି ପ୍ରତି ଦିନ ନିଜର ହାତ ପାପୁଲି ର ଦର୍ଶନ କରିବା ଦ୍ୱାରା ଆପଣଙ୍କର ବହୁତ ଉନ୍ନତି ହୋଇଥାଏ । ପ୍ରତିଦିନ ସକାଳୁ ଉଠି ଗୋମାତା ଙ୍କର ଦର୍ଶନ କରନ୍ତୁ । ଯଦି ଆପଣ ଗୋମାତା ଙ୍କ ର ଦର୍ଶନ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ବୋଲି ମନା ଯାଇଥାଏ ।

ଯଦି ଆପଣଙ୍କ ଦ୍ୱାର କୁ ସକାଳୁ କୌଣସି ଗାଈ ଆସୁଛନ୍ତି ତେବେ ତାଙ୍କୁ ମାରନ୍ତୁ ନାହିଁ ବରଂ ତାଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ । ଏହା ଦ୍ବାରା ଆପଣଙ୍କର ମାନ ସମ୍ମାନ ଓ ଧନ ରେ ବୃଦ୍ଧି ହୋଇଥାଏ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ । ଭଲ ଲାଗିଲେ ଲାଇକ ଓ ଶେୟାର କରିବେ ଓ ନିଜ ମାତାମତ ଦେବାକୁ ଭୁଲିବେନି । ଧନ୍ୟବାଦ