ଡାକ୍ତର କରିଲେ କିଛି ଏମିତି କି ଏହି ଗାଁରେ ଜନ୍ମ ହେଉଛନ୍ତି ଜୁଡ଼ୱା ପିଲା, ଜାଣନ୍ତୁ ପୁରା ଘଟଣା

ଦୁନିଆ ବହୁତ ବଡ ଅଟେ ଓ ଏଠି କେତେକ ଏମିତି ଜାଗା ଅଛି, ଯାହାକୁ କୌଣସି ନା କୌଣସି ଜିନିଷ ପାଇଁ ଖାସ କୁହାଯାଇଥାଏ । କିଛି ଜାଗାର ଖାସ କଥା ଏମିତି ବି ଅଟେ କି ଯାହାକୁ ଜାଣିବା ପରେ ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି । ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ଗ୍ରାମ ବିଷୟରେ କହିବାକୁ ଯାଉଛୁ, ଯାହାର ସତ୍ୟତା ଜାଣିବା ପରେ ଆପଣଙ୍କ ହୋସ ଉଡିଯିବ । ବ୍ରାଜୀଲର କ୍ୟାନ୍ଡିଡୋ ଗୋଡୋଈ ଏକମାତ୍ର ଏମିତି ଟାଉନ ଅଟେ, ଯାହାକୁ ଟ୍ୱିନ୍ସ ଲ୍ୟାଣ୍ଡ ନାମରେ ବି ଜଣାଯାଏ ।

ଶତୃକୁ ମାତ ଦେବା ପାଇଁ ଆପଣାଇ ଥିଲେ ଭିନ୍ନ ଭିନ୍ନ ପ୍ରକାରର ଉପାୟ :

ଏହା ସହରର ସବୁଠୁ ବଡ କଥା ଏହା ବି ଅଟେ କି ଏହି ଗ୍ରାମରେ ବହୁତ ସଂଖ୍ୟାରେ ଜୁଡ଼ୱା ପିଲାମାନେ ଜନ୍ମ ହୋଇଥାନ୍ତି । ଏଠି ପ୍ରତି ଦଶ ଜଣ ମହିଳାଙ୍କ ମଧ୍ୟରେ ଜଣଙ୍କ ପ୍ରେଗନେଂସୀ ମଲ୍ଟିପଲ ଵାର୍ଥ ହୋଇଥାଏ । ଏଥିପାଇଁ ପ୍ରାୟତଃ ଆବ୍ଜର୍ବର ନାଜିମାନଙ୍କୁ ଦୋଷୀ କୁହଯାଏ । ନାଜିମାନଙ୍କ ସରଦାର ଏଡୋଲ୍ଫ ହିଟଲର ବିଷୟରେ କାହାକୁ ବି କିଛି କହିବା ଜରୁରୀ ନୁହେଁ । ଏଡୋଲ୍ଫ ହିଟଲର ଇତିହାସର ସବୁଠୁ କୃର ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ଥିଲା ।

ଏଡୋଲ୍ଫ ହିଟଲର ନିଜର ଶତୃମାନଙ୍କୁ ମାରିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଉପାୟ ବାହାର କରୁଥିଲା । ଏଡୋଲ୍ଫ ହିଟଲର କଳା ଯାଦୁ ଉପରେ ବି ବହୁତ ବିଶ୍ଵାସ ରଖୁଥିଲା ।

ଏଂଜେଲ ଅଫ ଡେଥ ନାମରେ ଫେମସ ଥିଲା ଏହି ଜର୍ମାନୀ ଡାକ୍ଟର ଜୋସେଫ:

ଏଡୋଲ୍ଫ ହିଟଲର ଲୋକମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଏକ୍ସପେରିମେଂଟ ବି କରୁଥିଲା । ସେହି ଏକ୍ସପେରିମେଂଟ କରୁଥିବା ଡାକ୍ତରମାନଙ୍କ ମଧ୍ୟରେ ଜଣେ ଡାକ୍ତର ୱାର୍ଲ୍ଡ ୱାର ଶେଷ ହେବା ପରେ ଏଠାକୁ ଚାଲି ଆସିଥିଲେ । ଏଠାକୁ ଆସିବା ପରେ ସେ ଏଠି ବି ବିଭିନ୍ନ ପ୍ରକାରର ମେଡିକାଲ ଏକ୍ସପେରିମେଂଟ କରୁଥିଲେ । ଯେଉଁ କାରଣରୁ ଏହିଭଳି ପ୍ରଭାବ ହୋଇଛି ।

ସୂଚନା ନିମନ୍ତେ କହିଦେଉଛୁ କି ଏହି ଗ୍ରାମରେ ୧୯୫୯ରୁ ନେଇ ୨୦୦୯ ପର୍ଯ୍ୟନ୍ତ ୪୩୬ ଜଣ ଲୋକଙ୍କର ଜନ୍ମ ହୋଇଛି, ଯେଉଁଥିରେ ୩୩ ଜଣ ଜୁଡ଼ବାଁ ପିଲା ଥିଲେ । ଏମାନେ ସମସ୍ତେ କେବଳ ୪ କି.ମି ଅଞ୍ଚଳରେ ରହୁଥିବା ଲୋକ ଅଟନ୍ତି । ପ୍ରାୟତଃ ଲୋକମାନଙ୍କର କହିବା ଅଟେ କି ଏହା ପଛରେ ଏଂଜେଲ ଅଫ ଡେଥ ନାମରେ ପ୍ରସିଦ୍ଧ ହିଟଲରଙ୍କ ପାଖାପାଖି ଡକ୍ଟର ଜୋସେଫ ମେଂଗେଲ ଥିଲେ ।

ଟାଉନରେ ଡ. ଜୋସେଫ କରିଥିଲେ ଭୟଙ୍କର ଏକ୍ସପେରିମେଂଟ:

କେତେକ ଇତିହାସକାରଙ୍କ କହିବା ଅଟେ କି ନାଜୀ କ୍ୟାମ୍ପରୁ ଫେରାର ହୋଇ ମେଂଗେଲ ବ୍ରାଜୀଲ ଆସିଥିଲେ ଓ ଏଠି ସେ ବହୁତ ଏକ୍ସପେରିମେଂଟ ବି କରିଥିଲେ । ନିଜର ମେଡିକାଲ ଏକ୍ସପେରିମେଂଟ ପାଇଁ ସେ ସେହି ସମୟରେ ବହୁତ ବଦନାମ ଥିଲେ । ହିଟଲରଙ୍କ ଡେଥ କ୍ୟାମ୍ପରେ କାମ କରୁଥିବା ସମୟରେ ଜୋସେଫ ଅନୁବାଂଶିକ ଜିନକୁ ଖୋଜିବାର ଚେଷ୍ଟା କରିଥିଲେ । ଯେଉଁଥିରୁ ଜୁଡ଼ବାଁ ଶିଶୁ ଜନ୍ମ ହୋଇଥାନ୍ତି । ଏଥିପାଇଁ ସେ ବହୁତ ଭୟଙ୍କର ଏକ୍ସପେରିମେଂଟ ବି କରିଥିଲେ । ଟାଉନର ଲୋକମାନଙ୍କ ଅନୁସାରେ ଡା. ଜୋସେଫ ୧୯୬୦ ଦଶକରେ ବହୁତ ଥର ଟାଉନକୁ ଆସିଥିଲେ ଓ ସେ ଟାଉନର ମହିଳାମାନଙ୍କର ମେଡିକାଲ ଟ୍ରୀଟମେଂଟ କରୁଥିଲେ ।

ଏଠିକାର ଲୋକମାନଙ୍କୁ ଦେଉଥିଲେ ରହସ୍ୟମୟୀ ଔଷଧ:

ଆପଣଙ୍କୁ କହିଦେଉଛୁ କି ଟାଉନ ଲୋକମାନଙ୍କର କହିବା ଅନୁସାରେ ଜର୍ମାନୀ ଡାକ୍ଟର ଯେତେବେଳେ ବି ଆସୁଥିଲେ, ସେ ଏଠିକାର ଲୋକମାନଙ୍କୁ ଏକ ପ୍ରକାରର ରହସ୍ୟମୟୀ ଔଷଧ ଦେଉଥିଲେ । କିନ୍ତୁ ଏହା ସହିତ ଅନ୍ୟ କିଛି ବି ରହସ୍ୟମୟୀ କଥା ବି ଶୁଣା ଯାଇଛି ଏହି ଗ୍ରାମ ବିଷୟରେ । କିନ୍ତୁ ଏହି ସବୁ କଥା କେତେ ଦୂର ସତ ଅଟେ ଏହା ଆଜି ପର୍ଯ୍ୟନ୍ତ ଜଣା ପଡି ନାହିଁ ।