ଦେଖନ୍ତୁ Landfall ସମୟରେ ବାତ୍ୟା Gulab ର କରାଳ ରୂପ, ମଝି ସମୁଦ୍ରରେ ଫସି ରହିଛି ମତ୍ସ୍ୟଜୀବି ଙ୍କ ଟ୍ରଲର, ଦେଖନ୍ତୁ Exclusive Video

ବାତ୍ୟା ଗୁଲାବ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । ଏହି ଘୂର୍ଣ୍ଣିବାତ୍ୟା ପ୍ରଭାବରେ ସମୁଦ୍ର ଅ-ଶା-ନ୍ତ ରହିବା ହେତୁ ପୂର୍ବରୁ ସମୁଦ୍ରକୁ ନଯିବା ପାଇଁ ଚେତାବନୀ ଦେଇଛନ୍ତି ପାଣିପାଗ ବିଭାଗ । ତଳିଆ ଅଞ୍ଚଳ ଲୋକଙ୍କୁ ମଧ୍ୟ ବାତ୍ୟା ଆଶ୍ରୟ ସ୍ଥଳୀ ମାନଙ୍କୁ ସ୍ଥାନାନ୍ତର କରିବା ସହ ରିଲିଫ ବ୍ୟବସ୍ଥା ମଧ୍ୟ କରିଛନ୍ତି ସରକାର । ବାତ୍ୟା ଗୁଲାବ ପାଖେଇ ଆସିବା ବେଳକୁ ଏହାର ପ୍ରଭାବ ଯୋଗୁଁ ଅ-ଶା-ନ୍ତ ହୋଇ ପଡିଛି ସମୁଦ୍ର । ଉଦ୍ଧାର ପ୍ରକ୍ରିୟା ପାଇଁ ଓଡ୍ରାଫ ଏବଂ NDRF ଟିମଙ୍କୁ ମଧ୍ୟ ପ୍ରସ୍ତୁତ କରାଯାଇଛି ।

ତେବେ ଗୋପାଳପୁର ନିକଟରେ ଗୁଲାବ ଲ୍ୟାଣ୍ଡଫଲ୍ କରିବାକୁ ଲାଗିଥିବା ବେଳେ ପୁରୀ ସମୁଦ୍ରରେ ଫସି ରହିଛି ମାଛଧରାଳିଙ୍କ ଗୋଟିଏ ଟ୍ରଲର । ଗତକାଲି ମାଛ ଧରିବାକୁ ସମୁଦ୍ର ଭିତରକୁ ଯାଇଥିଲେ ମତ୍ସ୍ୟଜୀବୀ । ହେଲେ ସମୁଦ୍ର ଅତ୍ୟଧିକ ଜୁଆରିଆ ହୋଇ ପଡିବାରୁ ଟ୍ରଲରର ଇଞ୍ଜିନ ବନ୍ଦ ହୋଇଯାଇଛି । ଆଉ ଟ୍ରଲର ସହ ଅଶାନ୍ତ ସମୁଦ୍ର ମଧ୍ୟରେ ଫ-ସି ରହିଥିବା ମତ୍ସ୍ୟଜୀବୀଙ୍କ ଜୀବନ ବି-ପ-ଦ-ରେ ପ-ଡି-ଛି ।

ବାତ୍ୟା ଗୁଲାବକୁ ଦୃଷ୍ଟିରେ ରଖି ଅଶାନ୍ତ ସମୁଦ୍ର ମଧ୍ୟକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରମ୍ବାର ବାରଣ କରାଯିବା ସତ୍ତ୍ୱେ ମାଛଧରାଳି ମାଛ ମା-ରି-ବା-କୁ ଯାଇ ସମୁଦ୍ରରେ ଫ-ସି ଯାଇଛନ୍ତି । ସମୁଦ୍ର ଅତ୍ୟନ୍ତ ଅଶାନ୍ତ ଥିବାରୁ ସେମାନେ କୂଳକୁ ଆସିୟବା ସମ୍ଭବ ହେଉ ନାହିଁ । ଅନ୍ୟପଟେ ଟ୍ରଲରର ଇଞ୍ଜିନ ମଧ୍ୟ ଅଚଳ ହୋଇ ପଡିଛି । ତେବେ ସେମାନଙ୍କ ଆସିବା ବାଟକୁ ଚାହିଁ ରହିଛନ୍ତି ତାଙ୍କ ଘରଲୋକେ ।

ଅଶାନ୍ତ ସମୁଦ୍ର ମଧ୍ୟ ନଯିବା ପାଇଁ ଚେ-ତା-ବ-ନୀ ମିଳିଥିଲେ ମଧ୍ୟ ଖାତିର ନକରି ଟ୍ରଲର ନେଇ ମାଛ ମା-ରି ଯିବା ଏବେ ମତ୍ସ୍ୟଜୀବୀଙ୍କ ଉପରେ ଭାରି ପଡିଛି । ସରକାରଙ୍କ ଲଗାତାର ଘୋଷଣା ଏବଂ ବାରମ୍ବାର ବାରଣ ସତ୍ତ୍ୱେ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ଯିବା କେତେ ଉଚିତ ଥିଲା ଆପଣ ନିଜେ ବିଚାର କରନ୍ତୁ । ତେବେ ଆପଣ ମଧ୍ୟ ଏଥିରୁ ଶିକ୍ଷା ଗ୍ରହଣ କରି ବାରଣ କରାଯାଉଥିବା କାର୍ଯ୍ୟ କରନ୍ତୁ ନାହିଁ କି ନିଜ ଜୀବନ ବିପଦରେ ପଡିବାକୁ ଦିଅନ୍ତୁ ନାହିଁ ।

ତେବେ ମତ୍ସ୍ୟଜୀବୀ ସୁରକ୍ଷିତ ଭାବେ ଫେରି ଆସନ୍ତୁ ବୋଲି ଆମର କାମନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।