ସାଇକେଲରେ ଯାଉଥିବା ଲୋକର କଟିଗଲା ଚାଲାଣ, ଦେଖନ୍ତୁ ଓ ଜାଣନ୍ତୁ ଏହି ଭିଡିଓର ଅସଲ କଥା

ନୂଆ ଯାତାୟାତ ନିୟମର ଡର ସମସ୍ତ ବାହନ ଚାଳକମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଟୁ ହ୍ଵିଲର ଚଲାଉଥିବା ଲୋକମାନେ ନୂଆ ନିୟମକୁ ନେଇ ବହୁତ ଚିନ୍ତିତ ଅଛନ୍ତି । ବର୍ତ୍ତମାନ ସମୟରେ ନୂତନ ଯାତାୟାତ ନିୟମ ସମସ୍ତ ଲୋକମାନଙ୍କର ମୁହଁରେ ଚର୍ଚାର ବିଷୟ ହୋଇଛି । ଏହା ମଧ୍ୟରେ ଏକ ଅଜବ ଗଜବ ମାମଲା ତାମିଲନାଡୁର ପେନ୍ନାଗରାମ ର ଏରିୟୁର ରୁ ସାମ୍ନାକୁ ଆସୁଛି ।

ଯେଉଁଠି ଏକ ପୋଲିସବାଲା ଚାଲାଣ କାଟିବା ସମୟରେ ଏକ ସାଇକେଲ ବାଲାକୁ ଅଟକାଇ ଦେଲା । ଏହା ପରେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଏହି ଭିଡିଓରେ ଆପଣ ଦେଖି ପାରିବେ କି ଜଣେ ପୋଲିସ ସାଇକେଲରେ ଥିବା ବ୍ୟକ୍ତିକୁ ବି ଛାଡିଲା ନହିଁ ଓ ସେ ତାହାର ସାଇକେଲକୁ ବି ଛଡାଇ ରଖିଦେଲା ।

https://www.facebook.com/100015098733125/videos/675570239622928/

ଫେସବୁକରେ ଜଣେ ୟୁଜର ଏହି ଭିଡିଓକୁ ଶେୟାର କରି ଲେଖିଛି କି –‘ଯିଏ ସବୁଠୁ ଅଧିକ ଚାଲାଣ କାଟିବ ତାକୁ ପ୍ରମୋଶନ ମିଳିବ । ଆପଣଙ୍କୁ କହିଦେଉଛୁ କି ସାଇକେଲକୁ ଧରିବା ଖବର ବିଲକୁଲ ମିଥ୍ୟା ଅଟେ । ମିଡିଆ ରିପୋର୍ଟ ଅନୁସାରେ, ସାଇକେଲକୁ ଧରିବା ଉପରେ ସବ-ଇଂସ୍ପେକ୍ଟର କହିଲେ କି ସେ ଚାଳକକୁ ଏଥିପାଇଁ ଅଟକାଇଥିଲେ, କାରଣ ସେ ଦୁଇଟି ହାତ ଛାଡି ସାଇକେଲ ଚଲାଉ ଥିଲା ।

କିନ୍ତୁ ଲୋକମାନେ ଏହି ଭିଡିଓର ମଜା ନେଉଛନ୍ତି ଓ ଏହି ଭିଡିଓକୁ ଶେୟାର ବି କରୁଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।