ଏମିତି ଝିଅକୁ ସାବଧାନ ! ଯିଏ ପୁଅଙ୍କ ସହିତ କରୁଛି ଏମିତି କାଣ୍ଡ, ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ସୋ-ସି-ଆ-ଲ ମି-ଡି-ଆ-କୁ ମାଧ୍ୟମ କରି ଅନେକ ସା-ଇ-ବ-ର କ୍ରା-ଇ-ମ ଦିନକୁ ଦିନ ବଢି ଚାଲିଛି । ପୋଲିସ ଯେତେ ସା-ଇ-ବ-ର କ୍ରା-ଇ-ମ-କୁ ଶେଷ କରିବାକୁ ଚେଷ୍ଟା କରୁଛି ସା-ଇ-ବ-ର ଅ-ପ-ରା-ଧୀ ମାନେ ଦିନକୁ ଦିନ ସେତେ ପ୍ରକାରର ନୂଆ ନୂଆ ମାଧ୍ୟମ ଆପଣେଇ ଲୋକଙ୍କୁ ଶି-କା-ର କରୁଛନ୍ତି । ପ୍ରତିଦିନ ଅନେକ ପ୍ରକାର ସା-ଇ-ବ-ର ଠ-କେ-ଇ ଏବଂ ବ୍ଲା-କ-ମେ-ଲିଂ ମାମଲା ସାମନାକୁ ଆସୁଛି । ଯାହା ଏବେ ପର୍ଯ୍ୟନ୍ତ ସଠିକ ଭାବେ ଦମନ କରାଯାଇ ପାରିନାହିଁ ।

ବର୍ତ୍ତମାନ ଭି-ଡି-ଓ କ-ଲ୍ ମାଧ୍ୟମରେ ନ-ଗ-ନ ଶ-ରୀ-ର ଦେଖାଇ ଆପଣଙ୍କ ସ୍କ୍ରି-ନ ରେ-କ-ର୍ଡ କରି ବ୍ଲା-କ-ମେ-ଲିଂ ର ଏକ ନୂଆ ପନ୍ଥା ବାଛିଛନ୍ତି ଅ-ପ-ରା-ଧୀ ମାନେ । ଏହିପରି ଅନେକ ମାମଲା ବିଗତ ଦିନ ମାନଙ୍କରେ ଶୁଣିବାକୁ ମିଳିଥିବା ବେଳେ ଏହିପରି ଏକ ବ୍ଲା-କ-ମେ-ଲିଂର ଶି-କା-ର ହୋଇଛନ୍ତି କଟକର ଜଣେ ଯୁବକ । ପ୍ରଥମେ ତାଙ୍କୁ ଏକ ଅଜଣା ଯୁବତୀଙ୍କ ଆ-କା-ଉ-ଣ୍ଟ-ରୁ ଫେ-ସ-ବୁ-କ-ରେ ଫ୍ରେ-ଣ୍ଡ ରି-କ୍ୟୁ-ଏ-ଷ୍ଟ ଆସିଥିଲା । ସେ ତାହା ଆକସେପ୍ଟ କରି ନେଇଥିଲେ ।

ଏହାପରେ ଯୁବତୀ ଜଣକ ତାଙ୍କୁ ମେସେଜ କରିଥିଲେ ଏବଂ ସେମାନେ ମେସେଜରେ କିଛି ସମୟ କଥା ମଧ୍ୟ ହୋଇଥିଲେ । ଏହାପରେ ଯୁବକଙ୍କ ଫୋନ ନମ୍ବର ନେଇ ତାଙ୍କୁ ହ୍ଵା-ଟ୍ସ-ଆ-ପ୍ ରେ ଭି-ଡି-ଓ କ-ଲ୍ କରିଥିଲେ ଯୁବତୀ । ସେହି ସମୟରେ ରାତି ପ୍ରାୟ ୧:୩୦ ରୁ ୨ଟା ମଧ୍ୟରେ ହେବ ।

ଯୁବକ ଭି-ଡି-ଓ କ-ଲ୍ ରି-ସି-ଭ କରିବା ପରେ ଯୁବତୀ ଜଣକ ଅପରପାର୍ଶ୍ଵରେ ସଂପୂର୍ଣ୍ଣ ନ-ଗ-ନ ହୋଇ ଯାଇଥିଲେ ଓ ଅନେକ ସମୟ ଧରି ଯୁବକଙ୍କୁ ତାଙ୍କ ନ-ଗ-ନ ଶରୀର ଦେଖିଥିଲେ । କିନ୍ତୁ ଯୁବକ ଜଣକ ଜାଣି ନଥିଲେ ଯୁବତୀ ଏହି ଭି-ଡି-ଓ କ-ଲ୍ ର ସ୍କ୍ରି-ନ ରେ-କ-ର୍ଡ କରୁଛନ୍ତି ବୋଲି । ଏମିତି କିଛି ସମୟ ପରେ କଲ୍ କାଟି ଦେଇଥିଲେ ଯୁବକ । ଆଉ ତାପରେ ସ୍କ୍ରି-ନ ରେ-କ-ର୍ଡ ପଠାଇ ଯୁବକଙ୍କୁ ବ୍ଲା-କ-ମେ-ଲ କରିଥିଲେ ସେହି ଅଜଣା ଯୁବତୀ ।

ତୁରନ୍ତ ୩୦ ହଜାର ଟଙ୍କା ନଦେଲେ ଏହି ଭିଡିଓକୁ ସବୁ ସୋ-ସି-ଆ-ଲ ମି-ଡି-ଆ-ରେ ଅ-ଫ-ଲୋ-ଡ କରିଦେବେ କହି ଧ-ମ-କା-ଇ-ଥି-ଲେ ଓ ଯୁବକଙ୍କ କିଛି ସମ୍ପର୍କୀୟଙ୍କୁ ମଧ୍ୟ ଏହି ଭିଡିଓ ପଠାଇଥିଲେ । ଯୁବକ ଭ-ୟ-ଭୀ-ତ ହୋଇ ଥାନାରେ ଅ-ଭି-ଯୋ-ଗ ଦାଖଲ କରିବା ପରେ ମାମଲା ସାମନାକୁ ଆସିଛି । ତେବେ ବର୍ତ୍ତମାନ ପୋଲିସ ଏହି ଘଟଣାର ତ-ଦ-ନ୍ତ ଚଳାଇଛି ।

ଆପଣ ଏଥିରୁ ଶିକ୍ଷା ନେଇ ଅଜଣା ଫ୍ରେଣ୍ଡ ରିକ୍ୟୁଏଷ୍ଟ କିମ୍ବା ଅଜଣା କଲ୍ ରିସିଭ କରିବାରୁ ଦୂରେଇ ରୁହନ୍ତୁ । ଏହିପରି ଅପଡେଟ ପାଇବ ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ଓ ପୋଷ୍ଟକୁ ସେୟାର ମଧ୍ୟ କରନ୍ତୁ ।