କୋର୍ଟରେ ହାଜର ହୋଇଛନ୍ତି Aryan, ଆଜି ତାଙ୍କୁ ବେଲ୍ ବେବ ନା ଜେଲ୍ ହେବ ? ଦେଖନ୍ତୁ

ଗତ ଶନିବାର ଦିନ ମୁମ୍ବାଇ ରୁ ଗୋଆ ଯାଉଥିବା କର୍ଡେଲିଆ କୃଜରେ ରେ-ଭ ପା-ର୍ଟି ଚାଲିଥିବା ବେଳେ ସୂଚନା ପାଇଁ N-C-B କୃଜରେ ଚ-ଢ-ଉ କରିଥିଲେ । ସେହି ସମୟରେ କୃଜ ପାର୍ଟିରେ ଉପସ୍ଥିତ ଥିଲେ ବଲିଉଡର କିଙ୍ଗ ଖାନ ତଥା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ । କୃଜରୁ କିଛି ପରିମାଣରେ ଡ୍ର-ଗ୍ସ ସହ ଆର୍ୟନ ଓ ତାଙ୍କ ବନ୍ଧୁଙ୍କ ସମେତ ଅନ୍ୟ କେତେକଙ୍କୁ ନିଜ ହେପାଜତରେ ନେଇଥିଲା N-C-B । ମୁମ୍ବାଇ କୃଜ ରେ-ଭ ପା-ର୍ଟି ମା-ମ-ଲା-ରେ ଆଜି ପୁଣି ଥରେ କୋ-ର୍ଟ-ରେ ହା-ଜ-ର ହେବେ ବଲିଉଡର କିଙ୍ଗ ଖାନଙ୍କ ପୁଅ ଆର୍ୟନ ଖାନ ।

ଆଜି ଆର୍ୟନଙ୍କ ରି-ମା-ଣ୍ଡ ଅବଧି ଶେଷ ହେବା ପରେ ତାଙ୍କ ସହ ଅନ୍ୟ ଆଠ ଜଣଙ୍କୁ ମଧ୍ୟ କୋ-ର୍ଟ-ରେ ହା-ଜ-ର କରାଇବ N-C-B । ତେବେ ଏହି ଡ୍ର-ଗ୍ସ ମା-ମ-ଲା-ରେ ଆର୍ୟନଙ୍କୁ ବେ-ଲ୍ ମିଳିବ ନା ଜେ-ଲ୍ ଯିବେ ସେ ନେଇ ଆଜି ନିଷ୍ପତ୍ତି ନେବେ କୋ-ର୍ଟ । ରେ-ଭ ପା-ର୍ଟି-ରୁ ଆର୍ୟନଙ୍କୁ ଗି-ର-ଫ କରିବା ପରେ ପ୍ରଥମେ ଗୋଟିଏ ଦିନ ନିଜ ହେପାଜତରେ ଆର୍ୟନଙ୍କୁ ନେଇଥିଲା N-C-B । ତେବେ କୋ-ର୍ଟ-ରେ ହା-ଜ-ର ହେବା ପରେ ପୁଣି ଠାରେ ୭ ଅକ୍ଟୋବର ପର୍ଯ୍ୟନ୍ତ N-C-B ହେପାଜତକୁ ତାଙ୍କୁ ପଠାଇ ଦିଆ ଯାଇଥିଲା ।

ଆଜି ଆର୍ୟନଙ୍କୁ ଆଉ ଥରେ କୋ-ର୍ଟ-ରେ ହା-ଜ-ର କରାଯିବ । ତେବେ ତାଙ୍କୁ କିପରି ଶୀଘ୍ର ଜା-ମି-ନ ମିଳିବ ସେନେଇ ତାଙ୍କ ଓକିଲ ସତୀଶ ମାନେସିନ୍ଦେ ଉଦ୍ୟମ ଜାରି ରଖିଛନ୍ତି । ତେବେ ଆର୍ୟନ ବିଦେଶୀ ଡ୍ର-ଗ ପେ-ଡ-ଲ-ର-ଙ୍କ ସମ୍ପର୍କରେ ଥିବା ନେଇ ତାଙ୍କ ହ୍ଵା-ଟ୍ସ-ଆ-ପ୍ ଚା-ଟ୍ ରୁ ଖୁଲାସା ହୋଇଥିବା କୋ-ର୍ଟ-କୁ ଜଣାଇଛି N-C-B ।

ଆମେରିକାର କାଲିଫର୍ଣ୍ଣିଆ ୟୁନିଭରସିଟିରେ ପଢୁଥିବା ସମୟରେ ସେ ଡ୍ର-ଗ ସେ-ବ-ନ କରୁଥିବା N-C-B କୋର୍ଟକୁ କହିଛି । ତେଣୁ ଆଜି ଆର୍ୟନଙ୍କୁ ବେ-ଲ୍ ମିଳୁଛି ନା ଜେ-ଲ୍ ପଠାଇ ଦିଆଯିବ ଏହା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ସ୍କ୍ରି-ନି-ଙ୍ଗ ବେଳେ ଆର୍ୟନଙ୍କ ଠାରୁ କୌଣସି ଡ୍ର-ଗ ନ ମିଳିଥିବା ବେଳେ ସେ କୌଣସି ଡ୍ର-ଗ ସେ-ବ-ନ କରି ନଥିବା ମଧ୍ୟ ଜଣାପଡିଛି । ତେବେ ତାଙ୍କ ହ୍ଵା-ଟ୍ସ-ଆ-ପ୍ ଚାଟ୍ ରୁ ସେ ଡ୍ର-ଗ୍ସ ସମ୍ବନ୍ଧରେ କିଛି କଥା ହେଉଥିବା ଜଣାପଡିଛି ବୋଲି କହିଛି N-C-B ।

ତେବେ ଆର୍ୟନଙ୍କ ପାଖରେ କୃଜର କୌଣସି ଟିକେଟ ନଥିବା ଏବଂ ତାଙ୍କୁ ଅତିଥି ଭାବେ ସେଟାକୁ ଡକା ଯାଇଥିବା କଥା କହିଛନ୍ତି ତାଙ୍କ ଓକିଲ । ତେବେ ଦେଖାଯାଉ କର୍ଟ ଆଜି କଣ ନିଷ୍ପତ୍ତି ନେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।