କଣ ଆପଣ କେବେ ପିଇଛନ୍ତି ଘିଅରେ ତିଆରି କଫି? ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

ବହୁତ ଲୋକ ଅଛନ୍ତି ଯେଉଁମାନେ କି କଫି ପିଇବା ପାଇଁ ବହୁତ ଭଲ ପାଇଥାନ୍ତି । ଅଧିକାଂଶ ଲୋକ ଅଫିସରୁ ଫେରିବା ପରେ କଫି ପିଇଥାନ୍ତି କାରଣ ସେମାନଙ୍କୁ ଟିକେ ହାଲକା ଲାଗିଥାଏ । କିଛି ଲୋକଙ୍କ ପାଇଁ କଫି ପିଇବା ଟିକେ କଷ୍ଟ ହୋଇପାରେ ଏହା ସେମାନଙ୍କର ପେଟର ଏଞ୍ଜାଇମ କୁ ଡିଷ୍ଟ୍ରବ କରିପାରେ ଏଥିପାଇଁ ଖାଲି ପେଟରେ କଫି ପିଅନ୍ତି ନାହିଁ । କିନ୍ତୁ କଫିରେ ଘିଅ ପକାଇ ପିଇବା ଦ୍ଵାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ । ଘିଅ ଏସିଡିଟି କୁ କମ କରିଥାଏ ଏଥିରେ ବ୍ୟୁଟିରିକ ଏସିଡ ଏବଂ ଓମେଗା -୩ ଫ୍ୟାଟି ଏସିଡ ଥାଏ ଯାହା ଆପଣଙ୍କର ଖାଦ୍ୟନଳୀ ଏବଂ ମେଟାବୋଲିଜିମ ପାଇଁ ଭଲ ହୋଇଥାଏ । ଯଦି ଆପଣ ନିଜର ଓଜନ କମାଉଛନ୍ତି ତାହେଲେ ଫ୍ୟାଟକୁ ସଂପୂର୍ଣ୍ଣ ଭାବେ ଛାଡିବା ଠିକ ନୁହେଁ ।

ଏହାଚାଡା ଆପଣ ଭଲ ଉପାୟ ଅପଣାଇ ପାରନ୍ତି ଯେମିତି କି ବହୁତ ଶୀଘ୍ର ଓଜନ କମିଯିବ । ଆପଣ ଯେତବେଳେ ବି କଫିରେ କୌଣସି ଫ୍ୟାଟ ଭଳି ଘିଅ ମିଶାଇ ଥାନ୍ତି ସେତବେଳେ କଫିର ଲାଭ ଦୁଇଗୁଣ ହୋଇଯାଇ ଥାଏ ଏବଂ କଫି ପିଇବା ଦ୍ଵାରା କମ ଭୋକ ଲାଗିଥାଏ ।

ଏକ୍ସପର୍ଟସ ମାନେ କହିଛନ୍ତି କି ଘିଅ ଲୁଣ ଠାରୁ କମ ଲୁଣିଆ ଏବଂ ଅଳ୍ପ ମିଠା କିନ୍ତୁ ହଜମ ପକ୍ରିୟାକୁ ସବୁଠାରୁ ପ୍ରଥମେ ଖାଦ୍ୟ ହଜମ କରିବା ପାଇଁ ପଡିବ ନାହିଁ ଏବଂ ଚର୍ବିରୁ ମଧ୍ୟ ଆପଣଙ୍କୁ ଶକ୍ତି ମିଳିଥାଏ । ଯଦି କଫିର ବାସ୍ନାରେ ହିଁ ଆପଣଙ୍କର ମନ ଖୁସି ହୋଇଯାଇ ଥାଏ ତାହେଲେ ଏହାର ଅଧିକ ଲାଭ ନେବା ପାଇଁ ଏଥିରେ ଘିଅ ମଧ୍ୟ ମିଶାଇ ଦିଅନ୍ତୁ ।

ଘିଅରେ ଥିବା ଚର୍ବି ମସ୍ତିଷ୍କ ପାଇଁ ଭଲ ହୋଇଥାଏ, ସ୍ନ୍ୟାୟୁ ସଂଯୋଗ ଠିକ ରଖିଥାଏ ଏବଂ ମନ ଭଲ ରଖୁଥିବା ହରମୋନ ରିଲିଜ କରିଥାଏ । କେବେ କେବେ କଫି ପିଇବା ଭଲ ହୋଇଥାଏ କିନ୍ତୁ ମନେ ରଖନ୍ତୁ ଶରୀରକୁ ସବୁ ପୋଷକ ତତ୍ଵ ମିଳିବା ନିହାତି ଦରକାର । ଏହାର ଅଧିକ ଲାଭ ନେବା ପାଇଁ ସୁସ୍ଥ ଖାଦ୍ୟ ସହିତ ବାଟର କଫି ପିଅନ୍ତୁ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।