ଏଥିରେ କେବଳ ୧ ଗ୍ଳାସ ପିଅନ୍ତୁ, ଚୁଟକିରେ ଭଲ ହେବ ବାତ, କଫ, ପିତ, ଆଣ୍ଠୁଗଣ୍ଠି ବିନ୍ଧା, ଡାଇବେଟିସ, ଗ୍ଯାସ ଓ ବ୍ଲଡ଼ପ୍ରେସର ଭଳି ରୋଗ, 120 ବର୍ଷ ଯାଏଁ ବଢିଯିବ ଆୟୁ

ଆଜି ଆମେ ଆପଣଙ୍କୁ ଏଭଳି ଏକ ଚମତ୍କାରୀ ଔଷଧ ସମ୍ବନ୍ଧରେ କହିବୁ ଯାହା ଆପଣଙ୍କ ଶରୀରରୁ କଫ, ବାତ, ପିତ ସମ୍ବନ୍ଧିତ ସମସ୍ଯାକୁ ଭଲ କରିବା ସହ ଆହୁରି ଅନେକ ରୋଗକୁ ମଧ୍ୟ ଭଲ କରିଥାଏ । ପ୍ରତିଦିନ ସକାଳେ ଖାଲିପେଟରେ ଏହି ରିମେଡିର ସେବନ କରିବା ଦ୍ଵାରା ଆପଣଙ୍କୁ ଜୀବନରେ କେବେ ଶିର ବ୍ଲକେଜ, ଆଣ୍ଠୁଗଣ୍ଠି ବ୍ଲକେଜ ହେବନାହିଁ ଓ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢିଯିବ । ଆପଣ ଅନେକ ପ୍ରକାର ରୋଗରୁ ବଞ୍ଚିତ ରହିବେ । ତେବେ ଚାଲନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଏହି ଚମତ୍କାରୀ ରିମେଡି ।

ଏବେ ଆପଣଙ୍କ ମନରେ ନିହାତି ଭାବେ ପ୍ରଶ୍ନ ଉଠୁଥିବ କି, ଏହି ଗୋଟିଏ ଉପଚାରରେ ଏତେ ସବୁ ରୋଗ କିଭଳି ଭାବେ ଭଲ ହେବ ! ଆଜ୍ଞା ହଁ, ଯଦି ଆପଣ ଠିକ ଉପାୟରେ ଏହାକୁ ବନେଇ ସେବନ କରିବେ ତେବେ ଏହା ସମ୍ଭବ ହୋଇପାରିବ । ଆମ ପେଟ ଠିକ ରହିଲେ ଆମେ ଅନେକ ରୋଗରୁ ରକ୍ଷା ପାଇଥାଉ, ନଚେତ ଆମକୁ ଅନେକ ରୋଗ ମାଡି ବସିଥାଏ । ସେହିଭଳି ଭିଟାମିନ୍ସ ଓ ମିନେରାଲ୍ସର ଅଭାବରୁ ମଧ୍ୟ ଆମ ଶରୀରରେ ଅନେକ ରୋଗ ଜନ୍ମ ନେଇଥାଏ ।

ଏହି ରିମେଡି ଆପଣଙ୍କ ପେଟକୁ ସୁସ୍ଥ ରଖିବା ସହ ଭିଟାମିନ୍ସ ଓ ମିନେରାଲ୍ସର ଅଭାବକୁ ମଧ୍ୟ ଦୂର କରିବ । ଆମ ପେଟ ଠିକ ରଖିଲେ ଆମେ ଯାହାବି ସେବନ କରିବା ସେସବୁର ପୋଷାକତତ୍ତ୍ଵ ଆମକୁ ମିଳିବ ଓ ଶରୀରରେ କୌଣସି ଭିଟାମିନ୍ସ ଏବଂ ମିନେରାଲ୍ସର ଅଭାବ ହେବନାହିଁ ।

ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆମକୁ ତିନି ପ୍ରକାର ସାମଗ୍ରୀର ଆବଶ୍ୟକ ହେବ । ପ୍ରଥମ ସାମଗ୍ରୀଟି ହେଉଛି ଜୀରା, ଯାହା ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ ଥାଏ । ଜୀରା ଆମ ପେଟଜନିତ ରୋଗ ପାଇଁ ରାମବାଣ ଭଳି କାମ କରିଥାଏ । ଏହା ପଚନକ୍ରିୟାକୁ ଶକ୍ତିଶାଳୀ କରିଥାଏ, ଚର୍ବି ଜମିବାକୁ ରୋକି ମୋଟାପଣ ଦୂର କରିଥାଏ, ଶରୀରରେ ଡ଼ାକ୍ତର ଅଭାବକୁ ଦୂର କରିଥାଏ । ଏହି ଉପଚାର ପାଇଁ ଆପଣ ଏକ ପାତ୍ରରେ ନିଅନ୍ତୁ ଅଧା ଚାମୁଚ ଜୀରା ।

ଦ୍ଵିତୀୟ ସାମଗ୍ରୀଟି ହେଉଛି, ଗୋଟା ଧନିଆ । ମୋଟାପଣ ବା ଓବେସିଟିକୁ ଦୂର କରିବା ପାଇଁ ଧନିଆ ମଧ୍ୟ ଏକ ରାମବାଣ ଔଷଧ ଅଟେ । ଏହା ଆମ ଶରୀରକୁ ଥଣ୍ଡା ରଖିଥାଏ । ଆପଣ ଏଥିପାଇଁ ଅଧାଚାମୁଚ ଧନିଆ ନିଅନ୍ତୁ । ତେବେ ତୃତୀୟ ସାମଗ୍ରୀଟି ହେଉଛି ପାନମଧୁରୀ । ଏହା ଆପଣଙ୍କ ରକ୍ତକୁଶ ସଫା କରିଥାଏ , ଦୃଷ୍ଟିଶକ୍ତି ବୃଦ୍ଧି କରିଥାଏ ।

ଏହାକୁ ମଧ୍ୟ ଆପଣ ଅଧାଚାମୁଚ ନିଅନ୍ତୁ । ଏହି ସବୁ ସାମଗ୍ରୀକୁ ଅଧା ଚାମୁଚ ଲେଖାଏଁ ନେଇ ଏକ ଗ୍ଳାସ ପାଣିରେ ରାତିସରା ଭିଜାଇ ରଖନ୍ତୁ । ସକାଳେ ଏହାକୁ ଏକ ପାତ୍ରରେ ଛାଣି ନେଇ ଗ୍ଯାସରେ ବସେଇ ଭଲଭାବେ ଫୁଟାନ୍ତୁ । ଏହାପରେ ଆପଣ ଏହାକୁ ଛାଣି ହାଲୁକା ଉଷୁମ ଥିବାବେଳେ ସେବନ କରିପାରିବେ ଓ ବଞ୍ଚି ଯାଇଥିବା ସାମଗ୍ରୀକୁ ମଧ୍ୟ ଚୋବେଇ ଖାଇପାରିବେ । ଏହାପରେ ଉଷୁମ ପାଣି ପିଇବେ ।

ଯଦି ଆପଣଙ୍କୁ ଡାଇବେଟିସ ନାହିଁ ତେବେ ଆପଣ ନିଜ ସ୍ଵାଦ ଅନୁସାରେ ତିରେ ମହୁର ପ୍ରୟୋଗ କରିପାରିବେ । ଦେଖିବେ ପେଟ ସମ୍ବନ୍ଧିତ ସବୁ ସମସ୍ଯା ଦୂର ହେବା ସହ ଶରୀର ଏକଦମ ସୁସ୍ଥ ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ପେଜ୍ କୁ ଲାଇକ କରନ୍ତୁ ।