ଚତୁର୍ଥୀ ରାତିରେ ଆସିଲା କଲ, କହିଲା “ତୋ ସ୍ତ୍ରୀ ର ପ୍ରାଇଭେଟ ପାର୍ଟ ରେ….”, ପୁରା ଘଟଣା ଶୁଣିଲେ ଆପଣଙ୍କ ମୁଣ୍ଡ କାମ ଦେବନି- ଦେଖନ୍ତୁ Video

ଫେ-ସ-ବୁ-କ-ରୁ ଚିହ୍ନା ପରିଚୟ ହୋଇ ଆରମ୍ଭ ହୋଇଥିଲା ପ୍ରେମ । ତା ପରେ ପରିବାର ଲୋକଙ୍କ ସହମତିରେ ହୋଇଥିଲା ବିବାହ । ହେଲେ ବାହାଘରର କିଛି ଦିନ ମଧ୍ୟରେ ସ୍ତ୍ରୀ ର ଚରିତ୍ରକୁ ନେଇ ଅତିଷ୍ଠ ହୋଇ ପଡିଥିଲା ସ୍ଵାମୀ । ଏପରିକି ଶାଶୁ ଶ୍ଵଶୁରଙ୍କୁ ମଧ୍ୟ ବାରମ୍ବାର ଅପମାନ କରୁଥିଲା ।

ଆଉ ଏବେ ସ୍ବାମୀଙ୍କୁ ରାସ୍ତାରୁ ହଟାଇବା ଲାଗି ଚକ୍ରାନ୍ତ ଚଳାଇଛି ସ୍ତ୍ରୀ । ତେବେ ନିଜ ସ୍ତ୍ରୀ ନାମରେ ଏହିଭଳି ଅଭିଯୋଗ ଆଣି ସିଡ଼ିଏ ମର୍କତ ନଗର ଥାନାରେ ଏକ ମାମଲା ରୁଜୁ କରିଛନ୍ତି ସ୍ଵାମୀ ମୋହିତ ଶର୍ମା । ତାଙ୍କ ସୂଚନା ଅନୁସାରେ, ସେ ଫେ-ସ-ବୁ-କ-ରେ ନୂଆ ଆକାଉଣ୍ଟ ଖୋଲିବା ପରେ ଅନେକ ଲୋକଙ୍କୁ ଫ୍ରେଣ୍ଡ ରିକ୍ଵେଷ୍ଟ ପଠାଇ ଥିଲେ । ଦିନେ ଜେନ ଯୁବତୀ ତାଙ୍କୁ ପ୍ରଥମେ ହାଏ ଲେଖି ମେସେଜ କରିଥିଲେ। ତାଙ୍କ ସହ ଚାଟ୍ ମାଧ୍ୟମରେ କଥା ହେବ ପରେ ସେମାନଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା ।

କିଛି ଦିନ ପରେ ସେମାନେ ନିଜ ମୋବାଇଲ ନମ୍ବର ମଧ୍ୟ ଦିଆ ନିଆ ହୋଇଥିଲେ । ଏହି ପରେ ଭାବେ ଆରମ୍ଭ ହୋଇଥିଲା ତାଙ୍କ ପ୍ରେମ ସମ୍ପର୍କ । ସେମାନେ ନିଜ ପରିବାରକୁ ଏହି ବିଷୟରେ ଜଣାଇବା ସହ ବିବାହ କାଠ ମଧ୍ୟ କହିଥିଲେ । ତା ପରେ ୧୨ ଅଗଷ୍ଟ ୨୦୨୦ ରେ ତାଙ୍କର ନିର୍ବନ୍ଧ ହୋଇଥିଲା । କିନ୍ତୁ ଏହା ପରେ ସ୍ତ୍ରୀ ଙ୍କ ଉପରେ ମୋହିତଙ୍କ ସନ୍ଦେହ ବଢିବାକୁ ଲାଗିଲା । ସେ ଘଣ୍ଟାଘଣ୍ଟା କରି ଅନ୍ୟ ପୁରୁଷଙ୍କ ସହ ଫୋନରେ କଥା ହେଉଥିଲେ ଓ ବାହାରକୁ ଗଲେ ଅନେକ ସମୟ ପର୍ଯ୍ୟନ୍ତ ଫୋନ ଅଫ୍ କରି ରଖୁଥିଲେ ।

ତେଣୁ ମୋହିତ ଅନେକ ଥର ତାଙ୍କୁ ତାଗିଦ ମଧ୍ୟ କରୁଥିଲେ ମଧ୍ୟ ସେ ସୁଧୁରୁ ନ ଥିଲେ । ଏହା ପରେ ୨୫ ନଭେମ୍ବର ୨୦୨୦ ରେ ଉଭୟଙ୍କ ବିବାହ ହୋଇଥିଲା । କିନ୍ତୁ ମୋହିତଙ୍କ ସହ କୌଣସି ଶା-ରୀ-ରି-କ ସ-ମ୍ପ-ର୍କ ରଖିବାକୁ ସ୍ତ୍ରୀ ରାଜି ହେଉ ନ ଥିଲେ । ମୋହିତଙ୍କ ସ୍ତ୍ରୀ ତାଙ୍କର ଜେନ ପୁରୁଷ ବନ୍ଧୁଙ୍କ ସହ ମିଳାମିଶା କରୁଥିଲେ । ଏପରିକି ତାଙ୍କ ସହ ଶା-ରୀ–ରି-କ ସ-ମ୍ପ-ର୍କ ମଧ୍ୟ ରଖିଥିଲେ ।

ତେବେ ସେ ନିଜ ପୁରୁଷ ବନ୍ଧୁଙ୍କ ନାମରେ ନିଜ ପ୍ରା-ଇ-ଭେ-ଟ ପା-ର୍ଟ-ରେ ଏକ ଟାଟୁ ମଧ୍ୟ କରିଥିବାର ଜାଣିବା ପରେ ମୋହିତ ତାଙ୍କୁ ତାଗିଦ କରିଥିଲେ । କିନ୍ତୁ ଏହି ଘଟଣାରେ ତାଙ୍କୁ ମା-ଡ ମା-ରି-ବା ସହ, ଗତ ୧୩ ତାରିଖରେ ତାଙ୍କ ଉପରେ ମ-ର-ଣା-ତ୍ମ-କ ଆ-କ୍ର-ମ-ଣ ମଧ୍ୟ କରାଯାଇ ଥିଲା । ମୋହିତଙ୍କ ପରିବାର ରାଜସ୍ଥାନରେ ରହୁଥିବା ବେଳେ ମୋହିତ ଏବେ ଏଠାରେ ଏକା ହୋଇ ପଡିଛନ୍ତି ।

ଅନେକ ସମୟରେ ତାଙ୍କୁ ଅଜଣା ବ୍ୟକ୍ତି ଫୋନ କରି ଧ-ମ-କ ଦେଉଛନ୍ତି । ତେବେ ନିଜ ଜୀବନ ପ୍ରତି ବିପଦ ଥିବା ନେଇ ପୋଲିସର ଆଶ୍ରୟ ନେଇଛନ୍ତି ମୋହିତ । ଏପରିକି ଭୟରେ ସେ ପଡୋଶୀଙ୍କ ଘରେ ମଧ୍ୟ ଆଶ୍ରୟ ନେଉଛନ୍ତି । ତେବେ ପରିବାର ସମ୍ମାନ ହାନି ହେଉଥିବାରୁ ଓ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ପୋଲିସର ଦ୍ଵାରସ୍ଥ ହୋଇଛନ୍ତି ।