ଚିପ୍ସର ପ୍ୟାକେଟ ନେଇଗଲା ଏକ ଶିଶୁର ଜୀବନ, କାରଣ ଜାଣିଲେ ଗୋଡ ତଳୁ ମାଟି ଖସିଯିବ

ଏହି ଘଟଣାଟି ମୁମ୍ବାଇର ଅଟେ । କାନ୍ଦିବଲି ଅଞ୍ଚଳରେ ଜଣେ ୪ବର୍ଷର ଶିଶୁ ନିଜର ମା – ବାପାଙ୍କ ସହିତ ଏକ ମେଳାକୁ ଯାଇଥିଲା ଓ ସେଠି ତାହାର ମୁର୍ତ୍ୟୁ ହୋଇ ଯାଉଛି । ପିଲାର ମାତା ପିତା ବୁଝି ପାରୁ ନାହାନ୍ତି କି କଣ ହେଲା । ଆସନ୍ତୁ ଆପଣକୁ କହିଦେଉଛୁ କି ସେହି ଚିପ୍ସ ପ୍ୟାକେଟରେ ଏମିତି କଣ ଥିଲା ଯାହାକି ସେହି ଶିଶୁଟିର ଜୀବନ ନେଇଗଲା ।

ଚିପ୍ସ ପ୍ୟାକେଟରେ ଲୁଚି ଥିଲା ଶିଶୁର ମୁର୍ତ୍ୟୁର ଜିନିଷ

ପିୟୂଷ ଖୁଶ୍ୱାହା ନାମକ ଏହି ଶିଶୁ ନିଜର ମାତା – ପିତା ସହ ଏକ ମେଳାକୁ ଯାଇଥିଲା । ମେଳାରୁ ଫେରିବା ସମୟରେ ସେ ନିଜର ମାତା ପିତାକୁ ଚିପ୍ସର ପ୍ୟାକେଟ କିଣି ଦେବା ପାଇଁ ଜିଦି କରିଲା, ପିଲାର ଜିଦି ଦେଖି ପିତା ତାକୁ ଏକ ଚିପ୍ସର ପ୍ୟାକେଟ ଦେଇ ଦେଲେ ।

ସେହି ଚିପ୍ସ ପ୍ୟାକେଟ ଭିତରେ ଗୋଟିଏ ପ୍ଲାଷ୍ଟିକ ଖେଳଣା ବି ଥିଲା, ଯାହାକୁ ୪ ବର୍ଷର ପିୟୂଷ ଖାଇବା ଜିନିଷ ଭାବି ଚିପ୍ସ ସହିତ ତାକୁ ବି ଖାଇ ଦେଲା । କିନ୍ତୁ ଭାଗ୍ୟର ବିଡମ୍ବନା ଦେଖନ୍ତୁ କି ସେହି ପ୍ଲାଷ୍ଟିକ ଖେଳଣା ହିଁ ତାହାର ମୁର୍ତ୍ୟୁର କାରଣ ହୋଇଗଲା ।

ଡାକ୍ତରମାନେ କହିଲେ, ଏହା ଥିଲା ମୁର୍ତ୍ୟୁର ଅସଲ କାରଣ

ଶିଶୁଟି ଯେତେବେଳେ ଚିପ୍ସ ସହିତ ପ୍ଲାଷ୍ଟିକର ଖେଳଣାକୁ ଖାଇଦେଲା ତେବେ ତାକୁ ନିଶ୍ଵାସ ନେବାରେ ଅସୁବିଧା ହେଲା । ଶିଶୁର ଅବସ୍ଥା ଖରାପ ହେଉଥିବାର ଦେଖି ପିତା ମାତା ତାକୁ ପାଖରେ ଥିବା ହସ୍ପିଟାଲକୁ ନେଇଗଲେ । କିନ୍ତୁ ରାସ୍ତା ଏତେ ଭିଡ ଥିଲା କି ପିୟୂଷକୁ ହସ୍ପିଟାଲ ନେଇ ଯିବା ପୂର୍ବରୁ ହିଁ ତାହାର ଜୀବନ ଚାଲିଗଲା ।

ଡାକ୍ତରମାନଙ୍କର କହିବା ଅଟେ କି ପିୟୂଷ ଗଳାରେ ପ୍ଲାଷ୍ଟିକର ଏହି ଖେଳଣାଟି ଫସି ଯାଇଥିଲା । ଯାହାକି ତାହାର ଶ୍ଵାସ ନଳୀକୁ ବନ୍ଦ କରି ଦେଇଥିଲା । ଏହି କାରଣରୁ ତାକୁ ନିଶ୍ଵାସ ନେବାରେ ଅସୁବିଧା ହେଲା ଓ ତାହାର ଜୀବନ ଚାଲି ଗଲା ।