ଏବେ ତାଲିବାନ ଓ ଚୀନ ଷଡଯନ୍ତ୍ରର ଜବାବ ଦେଲା ଭାରତ, ଅନେଇକି ରହିଗଲା ତାଲିବାନ, ଚୀନ ହେଲା ବର୍ବାଦ

ଏବେ ସମଗ୍ର ବିଶ୍ଵର ଆଖି ତା-ଲି-ବା-ନ ଉପରେ ରହିଛି । ଠିକ ଏହି ସମୟରେ ଚୀନ ରଚୁଛି ଭାରତ ବିରୁଦ୍ଧରେ ଷ-ଡ-ଯ-ନ୍ତ୍ର । ଯାହାର ଜବାବ ଦେବା ପାଇଁ ଭାରତ ମଧ୍ୟ ସଜାଗ ରହିଛି । ଆଉ ଏଥିପାଇଁ ସାଉଥ କୋରିଆ ଭାରତର ସହଯୋଗ କରିବା ବୋଲି ଶୁଣିବାକୁ ମିଳୁଛି । ତେବେ ବର୍ତ୍ତମାନ ତାଲିବାନ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି । ପାକିସ୍ତାନର ଗୁ-ଇ-ନ୍ଦା ସଂ-ସ୍ଥା ISI ର ସମର୍ଥନରେ ତା-ଲି-ବା-ନ ନିଜ ସରକାର ଗଠନ କରିଛି ।

ପାକିସ୍ତାନ ଚିହ୍ନଟ କରିଥିବା ଆ-ତ-ଙ୍କି ମାନଙ୍କୁ ମୁଖ୍ୟ ପଦବୀ ଯଥା ରକ୍ଷାମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଭଳି କେତେକ ମୁଖ୍ୟ ଦାୟିତ୍ଵ ପ୍ରଦାନ କରିଛି ତାଲିବାନ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁମାନଙ୍କୁ ତା-ଲି-ବା-ନ ଦାୟିତ୍ଵ ଦେଇଛି ସେମାନେ ଭାରତ ପାଇଁ ଶ-ତ୍ରୁ ଅଟନ୍ତି । କାରଣ ଏହି ଆ-ତ-ଙ୍କି ମାନେ ଅନେକ ଦିନରୁ କାଶ୍ମୀର କବଜା କରିବାକୁ ଚେଷ୍ଟା ଚଳାଇଛନ୍ତି । ଆଉ ଏବେ ତା-ଲି-ବା-ନ ଆଫଗାନ କବଜା କରିବା ସହ ଅନେକ ଅ-ସ୍ତ୍ର-ଶ-ସ୍ତ୍ର-ର ମଧ୍ୟ ଅଧିକାରୀ ହୋଇଛି । ଯାହା ଆଗାମୀ ଦିନରେ ଭାରତ ପ୍ରତି ବିପଦ ସାଜିପାରେ ।

ଏପଟେ ପାକିସ୍ତାନ ତା-ଲି-ବା-ନ-କୁ ସାହାଯ୍ୟ କରୁଥିବା ବେଳେ ଚୀନ ମଧ୍ୟ ତା-ଲି-ବା-ନ-କୁ ସାହାଯ୍ୟ କରିବାକୁ ଯାଇ ୩୧ ମିଲିୟନ ଡଲାର ଦେବାକୁ ଘୋଷଣା କରିସାରିଛି । ଏଥିରୁ ସ୍ପଷ୍ଟ ହେଉଛି ଚୀନ ମଧ୍ୟ ଆ-ତ-ଙ୍କି କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଯୋଗାଇ ଦେବାର ମଙ୍ଗ ଧରିଛି । ଯାହା ଆଗାମୀ ଦିନରେ ଭାରତ ପାଇଁ ଅନେକ ଅସୁବିଧା ଆଣିଦେବ । ଚାଇନା ଗୋଟିଏ ପଟେ ତା-ଲି-ବା-ନ-କୁ ଋଣ ଦେଉଥିବା ବେଳେ ଅନ୍ୟପଟେ ଭାରତର ସୀମାରେ ଅ-ଶା-ନ୍ତି ସୃଷ୍ଟି କରୁଛି ।

କେବଳ ଏତିକି ନୁହେଁ ସାଉଥ ଚୀନ ସାଗରରେ ମଧ୍ୟ ଚୀନ ନିଜର ନୂଆ ନିୟମ ପ୍ରଣୟନ କରି ଭାରତୀୟ ସାମୁଦ୍ରିକ ଜାହାଜକୁ ଉଡେଇବା ପାଇଁ ଧ-ମ-କ ମଧ୍ୟ ଦେଇଛି । ଯାହା ଅନ୍ତଃରାଷ୍ଟ୍ରୀୟ ନିୟମର ସଂପୂର୍ଣ୍ଣ ବିପରୀତ ଅଟେ । ସାଉଥ ଚୀନ ସାଗରରେ ଭାରତ ଅନ୍ୟ ଦେଶମାନଙ୍କ ସହ ବାଣିଜ୍ୟ କାରବାର କରେ । ତେଣୁ ଏହି ବାଣିଜ୍ୟ କାରବାରକୁ ଠପ୍ କରି ଭାରତକୁ କ୍ଷତି ପହଞ୍ଚାଇବାକୁ ଚୀନ ଲକ୍ଷ୍ୟ ରଖିଛି ।

ତେବେ ଏହାକୁ ନେଇ ଭାରତ ମଧ୍ୟ ଏକ ଋଣନୀତି ପ୍ରସ୍ତୁତ କରିସାରିଛି ଓ ସାଉଥ କୋରିଆ ମଧ୍ୟ ଭାରତ ସହ ହାତ ମିଳାଇଛି । ପୂର୍ବରୁ ଭାରତୀୟ ସେନାଙ୍କ ଠାରୁ ପରାସ୍ତ ହୋଇ ଏବଂ ଜବରଦସ୍ତି ଭାରତ କିଛି ଅଞ୍ଚଳ କବଜା କରି ମଧ୍ୟ ଭାରତ ସହ ଲ-ଢି-ବା-କୁ ସାହସ ଜୁଟାଇ ପାରୁନାହିଁ ଚୀନ । ସେଥିପାଇଁ ଚୀନ ସାଗରରେ ଭାରତ ସହ ଲ-ଢି-ବା ପାଇଁ ନୂଆ ନୂଆ ଆଇନ ପ୍ରଣୟନ କରୁଛି । ତେବେ ଭାରତୀୟ ନୌସେନାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଭାରତ ସରକାର ମଧ୍ୟ ଲାଗି ପଡିଛନ୍ତି ।

ଏବେ ଚୀନ ସହ ଲ-ଢି-ବା-କୁ ସାଉଥ କୋରିଆ ଭାରତକୁ ଅ-ସ୍ତ୍ର ଯୋଗାଇବ । ଏହି ଅ-ସ୍ତ୍ର-ର ଶକ୍ତି ସାଉଥ କୋରିଆ ପୂର୍ବରୁ ଦୁନିଆକୁ ଦେଖାଇ ସାରିଛି । ଦକ୍ଷିଣ କୋରିଆ ଅତ୍ୟାଧୁନିକ ଅ-ସ୍ତ୍ର ସାହାଯ୍ୟରେ ସମୁଦ୍ର ମଧ୍ୟରୁ ମି-ଶା-ଇ-ଲ ଛାଡିବାରେ ପୂର୍ବରୁ ସଫଳ ହୋଇଛି । ଏହା ଏପରି ମି-ଶା-ଇ-ଲ ଯାହା ସମୁଦ୍ର ଗର୍ଭରେ ଅନେକ ଦିନ ପର୍ଯ୍ୟନ୍ତ ଲୁଚି ରହିପାରେ । ଏହାକୁ ଅଟକାଇବା କୌଣସି ଦେଶ ପକ୍ଷରେ ଆଦୌ ସମ୍ଭବ ନୁହେଁ । ଦକ୍ଷିଣ କୋରିଆର ଏହି ଅ-ସ୍ତ୍ର ଭାରତ ପାଇଁ ବରଦାନ ସ୍ୱରୂପ ଅଟେ ।

ଏହି ମି-ଶା-ଇ-ଲ-ର ନାମ ରହିଛି SS3 ପାଣ୍ଡୁବି । ଏହି ମି-ଶା-ଇ-ଲ-ରେ ୬ ଗୋଟି ଟ୍ଯୁବ ଲାଗିଛି ଯାହା ବଡ ବଡ ମି-ଶା-ଇ-ଲ-ଙ୍କୁ ସାମନା କରିବାରେ ସଫଳ ହେବ । ଚୀନ ରଚୁଥିବା ଷ-ଡ-ଯ-ନ୍ତ୍ର-ର ଏବେ ସଠିକ ଜବାବ ଦେବ ଭାରତ । ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ପାଣ୍ଡୁବି କେମିତି ଚୀନର ଗର୍ବକୁ ଭାଙ୍ଗିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।