ଚୀନ ବିପକ୍ଷରେ ଭାରତର ବହୁତ ବଡ ସାମରିକ ବିଜୟ, ଯେଉଁ ପ୍ରୟାସରେ ଥିଲା ଚୀନ ତାକୁ ହାସିଲ କଲା ଭାରତ

ଆପଣ ମାନେ ବେସ ଭଲ ଭାବରେ ଜାଣିଛନ୍ତି ଯେ ବର୍ତମାନ ସ୍ଥିତି କେମିତି ଅଛି ଓ କଣ ଅଛି, ତେବେ ଏହାର ବହୁତ ବଡ କାରଣ ଚୀନ ନିଜେ ଅଟେ କାହିଁକିନା କରୋନା ଭାଇରସ ପୁରା ଦେଶରେ କେବଳ ଚୀନ ପାଇଁ ବ୍ୟାପୀଛି ଯାହା ପରେ ସବୁ ଦେଶ ତାଙ୍କ ବୟାନ ଶୁଣି ତାଙ୍କ ଠାରୁ ନିଜ ସମ୍ପର୍କ ଭାଙ୍ଗି ଦେଇଛନ୍ତି ।

୫ ବର୍ଷ ଧରି ଚୀନ ହିନ୍ଦମହାସାଗର ଓ ସାଉଥ ଚାଇନା ସମୁଦ୍ରକୁ ଯୋଡିବା ଅଭିୟାନରେ ଲାଗିଥିଲା କିନ୍ତୁ ତାହା ବର୍ତମାନ ପର୍ଯ୍ୟନ୍ତ ପୂର୍ଣ ହୋଇ ନଥିଲା ।

ବର୍ତମାନ ଖବର ଅନୁଯାଇ ଥାଇଲ୍ୟାଣ୍ଡ ଚାଇନାକୁ ନିଜ କ୍ରାକ କେନାଲ ପରିଯୋଜନାରୁ ବାହାର କରିଛନ୍ତି ଓ ଏହି ଯୋଜନା ଭାରତକୁ ମିଳିବାକୁ ଯାଉଛି ବୋଲି ଖବର ମଧ୍ୟ ମିଳିଛି । ତେବେ ଏହି ପ୍ପରିଯୋଜନା ଅନୁଯାଇ ଥାଇଲାଣ୍ଡ ଗୋଟେ କ୍ରାକ କେନାଲ କରିବ ଯାହା ଦ୍ଵାରା ଜାହାଜ ମାନଙ୍କ ୯୦୦କିଲୋମିଟର ପାର କରିବାକୁ ହବ ନାହିଁ।

ତେବେ ଏହି ଯୋଜନା ପାଇଁ ଥାଇଲ୍ୟାଣ୍ଡ ଚୀନକୁ ବାହାର କରି ଦେଇଛନ୍ତି ତେବେ ସମସ୍ତେ ଏହି ଯୋଜନା ଉପରେ ନଜର ରଖିଛନ୍ତି କାହିଁକିନା ଏହି ଯୋଜନା ଯାହାକୁ ପ୍ରାପ୍ତ ହବ ସମୁଦ୍ର ଉପରେ ତାଙ୍କ ରାଜ ହବ । ଏହି ଯୋଜନା ପ୍ରାପ୍ତ ହାବା ଦ୍ଵାରା ବ୍ୟବସାୟ ଓ ଅନ୍ୟ ବହୁତ ଶ୍ରେଣୀରେ ସେହି ଦେଶକୁ ବହୁତ ଲାଭ ହବ ଯାହା ସମସ୍ତଙ୍କ ପାଇଁ ଲାଭକାରୀ ଅଟେ । ଏହି ଯୋଜନା ପାଇଁ ଭାରତ ସହ ଅଷ୍ଟ୍ରେଲିଆ ଓ ଆମେରିକା ମଧ୍ୟ ଲାଗିଛନ୍ତି କିନ୍ତୁ ଯେହେତୁ ଏହା ଗୋଟେ ଏସିଆ କଣ୍ଟିନେଟ ଯୋଜନା ସେଥିପାଇଁ ଅନୁମାନ କରା ଯାଉଛି ଯେ ଏହା ଭାରତକୁ ପ୍ରାପ୍ତ ହବ କାହିଁକିନା ଭାରତ ହିନ୍ଦମହାସାଗର ପାଖରେ ଅଛି ଓ ଏହି ଦୁଇ ସମୁଦ୍ର ଏସିଆ ଭିତରେ ଅଛି ।

ଯଦି ଏହି ଯୋଜନା ଭାରତକୁ ପ୍ରାପ୍ତ ହେଉଛି ତେବେ ବ୍ୟବସାୟ ବଢିବା ସହ ଇନଧନ ଓ ଟଙ୍କା ସହ ବହୁତ କିଛି ବଞ୍ଚିବ ଯାହା ଦ୍ଵାରା ଦେଶ ଉନ୍ନତି ହବ । ଖବର ଅନୁଯାଇ ଚୀନ ଏହି ଯୋଜନା ପାଇଁ ବହୁତ ଚେଷ୍ଟା କରିଥିଲା କିନ୍ତୁ ବର୍ତମାନ ସେ କିଛି କରି ପାରିବେ ନାହିଁ, ଯେହେତୁ ଥାଇଲାଣ୍ଡ ଗୋଟେ ଏସିଆ ଦେଶ ଏହା ଅନୁମାନ କରା ଯାଉଛି ଯେ ଏହି ଯୋଜନା ଭାରତକୁ ପ୍ରାପ୍ତ ହବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।