ଚିଲିକା ବିଧାୟକ ଗିରଫ ଦିନ ହିଁ କାହିଁକି ପ୍ରେସମିଟ୍ କଲା କ୍ରାଇମବ୍ରାଞ୍ଚ ? ଜାଣନ୍ତୁ ଘଟଣା ପଛର ବଡ ରହସ୍ୟ, ଏବେ ହେଲା ଖୁଲାସା

ପାରଳାଖେମୁଣ୍ଡି ଏସିଏଫ ସୌମ୍ଯ ରଞ୍ଜନଙ୍କ ସ-ନ୍ଦେ-ହ-ଜ-ନ-କ ମୃ-ତ୍ୟୁ ମା-ମ-ଲା-ର କ୍ରା-ଇ-ମ-ବ୍ରା-ଞ୍ଚ ଶେଷ ଶୁଣାଣି କରିଛି ସତ, କିନ୍ତୁ ବହୁତ ର-ହ-ସ୍ୟ ଅନ୍ଧାର ମଧ୍ୟରେ ରହିଗଲା । ସୌମ୍ୟଙ୍କ ମୃ-ତ୍ୟୁ ଏକ ଦୁ-ର୍ଘ-ଟ-ଣା ଜ-ନି-ତ ବୋଲି କ୍ରା-ଇ-ମ-ବ୍ରା-ଞ୍ଚ ବ-ୟା-ନ ଦେବା ପରେ ସାମନାରେ ଗଦା ହୋଇ ପଡିଛି ପାହାଡ ଭଳି ପ୍ରଶ୍ନ । କୁହାଯାଉଛି କି ରାଜ୍ୟ ସରକାରଙ୍କ ଇସାରାରେ ପରିଚାଳିତ ହେଉଛି କ୍ରା-ଇ-ମ-ବ୍ରା-ଞ୍ଚ ।

ତଥ୍ୟ କହୁଛି ଆଜି ପର୍ଯ୍ୟନ୍ତ କ୍ରା-ଇ-ମ-ବ୍ରା-ଞ୍ଚ ତା ହାତକୁ ଯେତିକି ମା-ମ-ଲା ନେଇଛି ସେଥିରୁ ୯୦ ପ୍ରତିଶତ ମା-ମ-ଲା-ରେ ସେ ଅକୃତକାର୍ଯ୍ୟ ହୋଇଛି । ଦୋ-ଷ ଦୁର୍ବଳତା ଢାଙ୍କିବା ପାଇଁ କ୍ରା-ଇ-ମ-ବ୍ରା-ଞ୍ଚ-କୁ ଅ-ସ୍ତ୍ର କରାଯାଏ  । ସୌମ୍ଯଙ୍କ ମୃ-ତ୍ୟୁ ମା-ମ-ଲା-ରେ ଅନେକ ଲୋକଙ୍କ ନାମ ଉଠିଥିଲା । କିନ୍ତୁ କ୍ରା-ଇ-ମ-ବ୍ରା-ଞ୍ଚ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ଡ଼ିଏଫଓ ସଂଗ୍ରାମ କେଶରୀ ବେହେରା ଓ ସୌମ୍ୟଙ୍କ ରୋଷେୟା ମନ୍ମଥ କୁମ୍ଭଙ୍କ ଲା-ଇ ଡି-ଟେ-କ୍ସ-ନ ଟେ-ଷ୍ଟ କରିବା ପରେ ପ୍ରେସମିଟ୍ କରି ସୂଚନା ଦେଲେ ଯେ ସୌମ୍ୟଙ୍କ ମୃ-ତ୍ୟୁ ଦୁ-ର୍ଘ-ଟ-ଣା ଜନିତ ଅଟେ ।

ଘ-ଟ-ଣା-ସ୍ଥ-ଳ-ରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଥିଲେ । କିନ୍ତୁ ସେ ସୌମ୍ୟଙ୍କ ଶରୀରରୁ ନି-ଆଁ ଲି-ଭା-ଇ-ବା-କୁ ଚେଷ୍ଟା କରି ନଥିଲେ । କ୍ରା-ଇ-ମ-ବ୍ରା-ଞ୍ଚ ଡିଜି ସଞ୍ଜୀବ ପଣ୍ଡା ଏଭଳି ସୂଚନା ଦେବା ପରେ ମୃ-ତ ସୌମ୍ୟଙ୍କ ପରିବାର ଲୋକେ ସଂପୂର୍ଣ୍ଣ ଭା-ଙ୍ଗି ପଡିଥିଲେ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଯେଉଁ ଦିନ ଗି-ର-ଫ ହେଲେ ସେଦିନ କ୍ରା-ଇ-ମ-ବ୍ରା-ଞ୍ଚ ଡିଜି ପ୍ରେସମିଟ୍ କରି ସୂଚନା ଦେଲେ । ଏତେ ଦିନରୁ କ୍ରା-ଇ-ମ-ବ୍ରା-ଞ୍ଚ ଚୁପ ଥିଲେ, କିନ୍ତୁ ଯେଉଁଦିନ ପ୍ରଶାନ୍ତ ଜଗଦେବ ଗି-ର-ଫ ହେଲେ ସେହିଦିନ କ୍ରା-ଇ-ମ-ବ୍ରା-ଞ୍ଚ-ର ମନେ ପଡିଲା ।

ଯାହାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହେଉଛି । ତେବେ ଘ-ଟ-ଣା-କୁ ଆଡେଇବା ପାଇଁ କ୍ରା-ଇ-ମ-ବ୍ରା-ଞ୍ଚ ଟିମ୍ ଚେଷ୍ଟା କରିଥିଲା କି ? ସେପଟେ କିନ୍ତୁ ରାତ୍ର ଜଗୁଆଳି ଦେଇଥିବା ବ-ୟା-ନ-ର ତର୍ଜମା କାହିଁକି କରାଗଲା ନାହିଁ ତାହାକୁ ନେଇ ଉଠୁଛି ପ୍ରଶ୍ନ । ରାଜ୍ୟରେ ଘ-ଟି ଚା-ଲି-ଛି ଗୋଟିଏ ପରେ ଗୋଟିଏ ଘ-ଟ-ଣା । ଏହି ଘ-ଟ-ଣା ମଧ୍ୟରେ ଲୁଚି ଯିବନି ତ ସୌମ୍ୟଙ୍କ ସ-ନ୍ଦେ-ହ-ଜ-ନ-କ ମୃ-ତ୍ୟୁ ମା-ମ-ଲା ? ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।