ଛୋଟ ଝିଅଟି ପ୍ରଥମ ଥର ଚାଖିଲା ଆମ୍ବର ସ୍ଵାଦ, ରିଏକ୍ଶନ ଦେଖି ଲୋକେ କହିଲେ କିଛି ଏମିତି, ଦେଖନ୍ତୁ ଭିଡିଓ

ଏହି ଦୁନିଆରେ ବୋଧେ ଏମତି କେହି ଥିବ ଯାହାକୁ ଆମ୍ବ ପସନ୍ଦ ନ ଥିବ । ପ୍ରାୟତଃ ଲୋକମାନଙ୍କୁ ତାଜା, ମିଠା ଓ ରସଭରା ଆମ୍ବ ଖାଇବାକୁ ଭଲ ଲାଗେ । କହିବାକୁ ଗଲେ ବର୍ତ୍ତମାନ ତ ଆମ୍ବର ସିଜିନ ନୁହେଁ କିନ୍ତୁ ଏହା ମଧ୍ୟରେ ଏକ ଛୋଟ ଶିଶୁଟିର ଭିଡିଓ ବହୁତ ଭାଇରାଲ ହେଉଛି । ଯେଉଁ ଭିଡିଓରେ ଏହି ଶିଶୁଟି ଆମ୍ବକୁ ଚୁସୁ ଥିବାର ନଜର ଆସୁଛି ।

ଖାସ କଥା ଏହା ଅଟେ କି ଆମ୍ବର ସ୍ଵାଦ ଚାଖିବା ପରେ ସେହି ଶିଶୁଟି ବହୁତ କ୍ୟୁଟ ଓ ଖୁସିର ରିଏକ୍ଶନ ଦେଉଥିଲା । ଶିଶୁଟି ପ୍ରଥମରୁ ହିଁ ଦେଖିବାକୁ ବହୁତ ଗୋଲୁମୋଲୁ ଲାଗୁଥିଲା ତାହା ଉପରେ ଏତେ ଭଲ ରିଏକ୍ଶନ ଦେଉଥିଲା କି ଆପଣଙ୍କର ହୃଦୟରେ ତାହାର ଛବି ବସିଯିବ । ଏହି କ୍ୟୁଟ ଭିଡିଓକୁ muva reese ନାମକ ଏକ ମହିଳା ଟ୍ୱିଟର ଉପରେ ଶେୟାର କରିଛି । ଏହି ଭିଡିଓ ସହିତ ସେ ଲେଖିଛନ୍ତି କି “ଏହା ମୋର ଭାଣିଜୀର ଭିଡିଓ ଅଟେ । ଯିଏକି ପ୍ରଥମ ଥର ଆମ୍ବର ସ୍ଵାଦ ଚାଖୁଛି ।“

ଆମ୍ବ ଖାଉଥିବା ଏହି ଛୋଟ ଶିଶୁଟିର ଭିଡିଓ ବର୍ତ୍ତମାନ ଇଣ୍ଟର୍ନେଟରେ ବହୁତ ଭାଇରାଲ ହେଉଛି । ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକମାନେ ଦେଖି ସାରିଛନ୍ତି । ଶିଶୁଟିର ସରଳତା, ତାହାର ହସ ଓ ଖୁସି ସବୁ କିଛି ଏହି ଭିଡିଓରେ ଦେଖା ଯାଉଛି । ଏହି ଭିଡିଓକୁ ଦେଖି ଲୋକମାନେ ଭିନ୍ନ ଭିନ୍ନ ପ୍ରକାର କମେନ୍ଟ ବି କରୁଛନ୍ତି ।

ଜଣେ ୟୁଜର ଲେଖିଲେ କି “ଏହା ବହୁତ ଅଧିକ ପ୍ୟାରି ଅଟେ ।“ ଆଉ ଜଣେ ମହିଳା ଲେଖିଲେ କି “ମୁଁ ଏହିଭଳି ବିନ୍ଦାସ ହୋଇ ଆମ୍ବ ଖାଇବାକୁ ପସନ୍ଦ କରିଥାଏ ।“ଆଉ ଜଣେ କହିଲେ କି “ଏହା ଦୁନିଆର ସବୁଠୁ ଭଲ ଭିଡିଓ ଅଟେ ।“

ଏହିଭଳି ଭାବରେ ଆହୁରି ବି କମେନ୍ଟ ଅଛି । ପ୍ରାୟତଃ ଲୋକମାନଙ୍କର କହିବା ଅଟେ କି ଶିଶୁଟି ଆମ୍ବ ଖାଉଥିବ ସମୟରେ ବହୁତ କ୍ୟୁଟ ଲାଗୁଛି ।

ଦେଖନ୍ତୁ ଭିଡିଓ

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।