ବାଛନ୍ତୁ ନିଜ ଜନ୍ମବାର ହିସାବରେ ଗୋଟେ ଗୋଲାପ ଫୁଲ, ଜାଣନ୍ତୁ ଆପଣଙ୍କର Love Marriage ହେବ ନା ଆରେଞ୍ଜ ମ୍ୟାରେଜ

ସବୁ ବ୍ୟକ୍ତିର ଚଏସ ତାହାର ବିଚାର ଓ ସ୍ଵଭାବର ଆଇନା ହୋଇଥାଏ କି ତାକୁ କଣ ଭଲ ଲାଗେ ଓ କଣ ଭଲ ଲାଗେ ନାହିଁ । ଏହା ଦ୍ଵାରା ତାହା ସ୍ଵଭାବର ବିଭିନ୍ନ ସ୍ୱରୂପ ଜଣା ପଡିଥାଏ । ଆଜି ଆମେ ଆପଣଙ୍କୁ ଏଠି ଆପଣଙ୍କର ଜନ୍ମ ଦିନ ଅନୁସାରେ ଅଲଗା ଅଲଗା ପ୍ରକାରର ଗୋଲାପ ଫୁଲ ଦେଖାଇବୁ । ଯେଉଁଥିରୁ ଆପଣଙ୍କୁ ନିଜ ପସନ୍ଦର ଗୋଟିଏ ଗୋଲାପ ବାଛିବାର ଅଛି । ଆପଣ ବାଛିଥିବା ଗୋଲାପ ଅନୁସାରେ ଆପଣଙ୍କୁ କହିବୁ କି ଆପଣଙ୍କର ଲଭ ମ୍ୟାରେଜ ହେବ ନା ଆରେଞ୍ଜ ମ୍ୟାରେଜ ।

ପ୍ରଥମ ଗୋଲାପ

ଯଦି ଆପଣ ପ୍ରଥମ ଗୋଲାପ ବାଛିଛନ୍ତି ତେବେ ଆପଣ ହୃଦୟର ବହୁତ ଭଲ ବ୍ୟକ୍ତି ଅଟନ୍ତି । ପ୍ରେମ ମାମଲାରେ ଆପଣ ବହୁତ ରୋମାଣ୍ଟିକ ହୋଇଥାନ୍ତି । ଏତିକି ନୁହେଁ ପ୍ରେମରେ ଆପଣଙ୍କୁ ବହୁତ ଅଧିକ ବିଶ୍ଵାସ ବି ଥାଏ । ଆପଣ ନିଜର ପାର୍ଟନର ପ୍ରତି ବହୁତ ବିଶ୍ଵାସୀ ବି ହୋଇଥାନ୍ତି । ଆପଣ ଲଭ ମ୍ୟାରେଜ କରିବା ଉପରେ ଅଧିକ ବିଶ୍ଵାସ ରଖନ୍ତି ।

ଦ୍ଵିତୀୟ ଗୋଲାପ

ଯଦି ଆପଣ ଦ୍ଵିତୀୟ ଗୋଲାପ ବାଛିଛନ୍ତି ତେବେ ଆପଣ ବହୁତ ଆକର୍ଷଣ ଓ ପ୍ରଭାବଶାଳି ବ୍ୟକ୍ତିତ୍ବ ଅଟନ୍ତି । ଆପଣ ସକାରତ୍ମକ ଚିନ୍ତାଧାରା ରଖନ୍ତି । ଆପଣ ଯାହାକୁ ପ୍ରେମ କରନ୍ତି ତାଙ୍କୁ ହିଁ ବିବାହ କରିବା ଆପ୍ରାଣ ଚେଷ୍ଟା କରନ୍ତି । ସେଥିପାଇଁ ଆପଣଙ୍କର ଲଭ ମ୍ୟାରେଜ ହୋଇଥାଏ ।

ତୃତୀୟ ଗୋଲାପ

ଆପଣ ସ୍ଵଭାବରେ ବହୁତ ବିଶ୍ଵାସୀ ଓ ଦାୟିତ୍ୱବାନ ହୋଇଥାନ୍ତି । ପ୍ରେମରେ ଆପଣ ବହୁତ ଭାବୁକ ଓ ଲାଜ କରନ୍ତି । ସେଥିପାଇଁ ଆପଣ ନିଜର ବିଚାରକୁ ଜଲ୍ଦି ବ୍ୟକ୍ତ କରି ପାରନ୍ତି ନାହିଁ । ଯେତେବେଳେ ଆପଣ ପ୍ରେମରେ ପଡନ୍ତି ଆପଣ ନିଜର ପ୍ରେମିକାର ସବୁ ଛୋଟ ଛୋଟ କଥାର ଧ୍ୟାନ ରଖନ୍ତି । କିନ୍ତୁ ବିବାହ ପାଇଁ ଆପଣ ପରିଜନଙ୍କ ହିଁ ସହମତି ନିଅନ୍ତି ।

ଚତୁର୍ଥ ଗୋଲାପ

ଯଦି ଆପଣ ଚତୁର୍ଥ ଗୋଲାପ ବାଛିଛନ୍ତି ତେବେ ଆପଣ ସବୁବେଳେ ସମସ୍ତଙ୍କର ମୁଖିଆ ହେବାକୁ ଭଲ ପାଆନ୍ତି । ପ୍ରେମ ମାମଲାରେ ଆପଣ ବହୁତ ସିରିୟସ ଓ ଭାବୁକ ହୋଇଥାନ୍ତି । ପ୍ରେମ ଓ ବିବାହ ଭଳି ନିଷ୍ପତି ବି ଆପଣ ହୃଦୟ ଓ ମସ୍ତିଷ୍କରୁ ନେଇଥାନ୍ତି । ଆପଣ ଲଭ ମ୍ୟାରେଜ କରିବାରେ ସଫଳ ହଅନ୍ତି ।

ପଞ୍ଚମ ଗୋଲାପ

ଯଦି ଆପଣ ପଞ୍ଚମ ଗୋଲାପ ବାଛିଛନ୍ତି ତେବେ ଆପଣ ବହୁତ ବୁଦ୍ଧିମାନ ଓ ଦାୟିତ୍ୱବାନ ବ୍ୟକ୍ତି ଅଟନ୍ତି । ଆପଣ ନିଜ ଜୀବନ ସହ ଜଡିତ ସବୁ ନିଷ୍ପତିକୁ ନେବା ପାଇଁ ପୁରା ସମୟ ନିଅନ୍ତି । ପ୍ରେମ ମାମଲାରେ ବି ଆପଣଙ୍କ ଚିନ୍ତାଧାରା କିଛି ଏହିଭଳି ଅଟେ । ଆପଣ ଲଭ ମ୍ୟାରେଜ କରିବାକୁ ପସନ୍ଦ କରନ୍ତି ।

ଷଷ୍ଠ ଗୋଲାପ

ଆପଣ ସମସ୍ତଙ୍କର ଭଲ ଚାହାନ୍ତି । ପ୍ରେମ ମାମଲାରେ ଆପଣ ଲଭ ମ୍ୟାରେଜ ଠାରୁ ଅଧିକ ଆରେଞ୍ଜ ମ୍ୟାରେଜ କରିବାକୁ ବିଶ୍ଵାସ ରଖନ୍ତି । ଏମିତିରେ ଯଦି ଆପଣ କାହାକୁ ଭଲ ପାଉଛନ୍ତି ତେବେ ଘର ଲୋକମାନଙ୍କୁ ମନାଇ ତାଙ୍କ ସହିତ ହିଁ ଲଭ ମ୍ୟାରେଜ କରନ୍ତି ।

ସପ୍ତମ ଗୋଲାପ

ଯଦି ଆପଣ ସପ୍ତମ ଗୋଲାପ ବାଛିଛନ୍ତି ତେବେ ଆପଣ ବହୁତ ଭାବୁକ ଓ ସମସ୍ତଙ୍କୁ ନିଜ ସହିତ ନେଇ ଚାଳନ୍ତି । ଯେତେବେଳେ ଆପଣଙ୍କୁ ପ୍ରେମ ହୋଇଥାଏ ତେବେ ସେହି ସମ୍ପର୍କକୁ ବିବାହ ପର୍ଯ୍ୟନ୍ତ ନେଇ ଯିବା ପାଇଁ ଆପଣ ବହୁତ ଚେଷ୍ଟା କରନ୍ତି । କିନ୍ତୁ ପରିବାର ବିରୁଦ୍ଧରେ ଯାଇ ଆପଣ ବିବାହ କରନ୍ତି ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।