Jyotish Shastra- ଆସନ୍ତା କାଲି ଠାରୁ ପୁରା 2 ବର୍ଷ ପର୍ଯ୍ୟନ୍ତ ଶନିଦେବ ଏହି 6 ଟି ରାଶି ପାଇଁ ଖୋଲିଦେବେ କୁବେର ଖଜାନା, ହେବ ଭାଗ୍ୟୋଦୟ

ଆପଣ ମାନେ ଜାଣିଥିବେକୀ ପୂର୍ବରୁ କିଛି ସମୟ ହେଲା ଶନି ଦେବଙ୍କ ସହ କିଛି ସମସ୍ୟାଦେଖିବାକୁ ମିଳୁଥିଲା । ଏହି କାରଣରୁ ପୂର୍ଣ୍ଣ ରୂପେ ଶନି ଦେବଙ୍କର ଆପଣଙ୍କୁ କୌଣସି ଶୁଭ ଫଳ ମିଳୁନଥିଲା । ଶନି ଦେବଙ୍କର କେବେ କେବେ ଶନି ଦେବ ଅସ୍ତ ବ୍ୟସ୍ତ ଅବସ୍ଥାକୁ ଯାଉଥିଲେ ତ କେବେ କେବେ ତ୍ରିଗ୍ରାହୀ ଯୋଗ ତ ଚତୁର୍ଗ୍ରହୀ ଯୋଗ , ପଞ୍ଚମ ଗ୍ରାହୀ ଯୋଗ ହେଉଥିଲା କିନ୍ତୁ କାଲିଠାରୁ ଶନି ଦେବ ସବୁ ପ୍ରକାରର ସମସ୍ୟାରୁ ମୁକ୍ତି ହେବାକୁ ଯାଉଛନ୍ତି ଓ ଦେବ ଗୁରୁ ବୃହସ୍ପତି ତାଙ୍କ ଠାରୁ ଦୂରକୁ ଯାଉଛନ୍ତି ଏହା ଫଳରେ ଶନିଦେବଙ୍କ କୃପାରୁ କିଛି ୬ଟି ରାଶିର ଭାଗ୍ୟ ୨ ବର୍ଷ ପର୍ଯ୍ୟନ୍ତ  ଉଦୟ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟ ରେ ।

ମେଷ ରାଶି

ଏହି ରାଶିର ବ୍ୟକ୍ତିଙ୍କୁ ବ୍ୟବସାୟରେ ଉନ୍ନତି ହେବ ଓ ଭଲ ଲାଭ ମିଳିବ । ଚାକିରି କ୍ଷେତ୍ର ରେ ପଦୋନ୍ନତି ମିଳିବ । ଚାକିରିରେ ବଦଳି ହୋଇପାରେ । ବେରୋଜଗାରଙ୍କୁ ରୋଜଗାର ର ବହୁତ ଉପାୟ ମିଳିବ । ଧନ ସଞ୍ଚୟ କରିବାରେ ସଫଳ ହେବେ । ପାରିବାରିକ ଖୁସି ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ଭୂମି , ଭବନ , ବାହାନ ଆଦି କିଣିବାର ଯୋଗ ଅଛି । ପାର୍ଟନର ବ୍ୟବସାୟରେ ଭଲ ଲାଭ ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ବୃଷ ରାଶି

ଏହି ରାଶିର ବ୍ୟକ୍ତି ସବୁ କାର୍ଯ୍ୟରେ ସଫଳତା ପାଇବେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । ବିଦେଶ ଯାତ୍ରା କରିବାରେ ସଫଳତା ହାସଲ କରିବେ । ଗୁରୁଜନଙ୍କ ପରାମର୍ଶ ନେଇ କରିଥିବା କାର୍ଯ୍ୟ ରେ ସଫଳତା ମିଳିବ । ସ୍ଵାସ୍ଥ୍ୟରେ ଉର୍ଣ୍ଣାତି ହେବ । ପରିବାର ସବୁ ସଦସ୍ୟଙ୍କ ସହ ଭଲ ସମ୍ପର୍କ ରହିବ । ଆୟର ବିଭିର୍ଣ ପନ୍ଥା ମିଳିଯିବ । ପରିଶ୍ରମ ଅନୁସାରେ ଅଧିକ ଲାଭ ମିଳିବ । ବ୍ୟବସାୟ ଓ ଚାକିରିରେ ଉର୍ଣ୍ଣତି କରିବେ ।

କନ୍ୟା ରାଶି

ଏହି ରାଶିର ବ୍ୟକ୍ତିଙ୍କୁ ଆକସ୍ମିକ ଧନ ଲାଭ ହେବ । ଜୁଆ , ସଟା ବଜାର ,  ଶେୟାର ବଜାରରୁ ଭଲ ଲାଭ ମିଳିବ । ସନ୍ତାନ ତରଫରୁ କୌଣସି ଶୁଭ ଖବର ମିଳିବ । ଛାତ୍ର ମାନେ ଶିକ୍ଷା ଓ ପ୍ରତିଯୋଗୀତା ମୂଳକ କ୍ଷେତ୍ର ରେ ସଫଳତା ପାଇବେ । ଆପଣଙ୍କ ଆତ୍ମବିଶ୍ଵାସ ବୃଦ୍ଧି ହେବ । ଆପଣ ଆପଣଙ୍କ ଉଚିତ ନିସ୍ପତି ଯୋଗୁଁ ଭଲ ଆର୍ଥିକ ଲାଭ ପାଇବେ । ଦାମ୍ପତ୍ୟ ଜୀବନରେ ଖୁସି ରହିବ ।

ତୁଳାରାଶି

ଏହି ରାଶିର ବ୍ୟକ୍ତିଙ୍କୁ କୌଣସି ଭୂମି , ବାହାନ ଭବନ ଆଦି କିଣିବାର ସୁଯୋଗ ମିଳିବ । ପୈତୃକ ସମ୍ପତିରୁ ଲାଭ ମିଳିବ । ଆପଣଙ୍କୁ ସମାଜରେ ମାନ ପ୍ରତିଷ୍ଠା ମିଳିବ । ପରିବାର ସଦସ୍ୟଙ୍କ ସହ ଭଲ ସମ୍ପର୍କ ରହିବ । ମାତା ପିତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଚାକିରିରେ ପଦୋନ୍ନତି ମିଳିବ । କାର୍ଯ୍ୟ କ୍ଷେତ୍ରରେ ସହଯୋଗୀଙ୍କର ସହଯୋଗ ମିଳିବ । ଆର୍ଥିକ କ୍ଷେତ୍ରରେ ବୃଦ୍ଧି ହେବ । ସବୁ କରଜରୁ ମୁକ୍ତି ପାଇବେ ।

ବିଚ୍ଛା ରାଶି

ଏହି ରାଶିର ବ୍ୟକ୍ତି ମାନଙ୍କର ପଡି ରହିଥିବା କୌଣସି ପୁରୁଣା କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟ କୁ ନେଇ ଯାତ୍ରାରେ ଆପଣ ସଫଳତା ପାଇବେ । ଛୋଟ ଭାଇ ଭଉଣୀଙ୍କ ସହ ଥିବା ମନାନ୍ତରରେ ରେ ସୁଧାର ଆସିବ । ସନ୍ତାନ ମାନଙ୍କ ଠାରୁ କୌଣସି ଖୁସି ଖବର ମିଳିବ । ବ୍ୟବସାୟ ରେ କୌଣସି ବଡ ବିଦେଶୀ କମ୍ପାନୀ ସହ ଡିଲ ହେବାର ସମ୍ଭାବନା ଅଛି । ଧନ ସଞ୍ଚୟ କରିବାରେ ସଫଳ ହେବେ ।

ମକର ରାଶି

ଏହି ରାଶିର ବ୍ୟକ୍ତିଙ୍କୁ କୌଣସି ପୈତୃକ ସମ୍ପତିର ମାଲିକାନା ମିଳିବ । ଆପଣ ଆପଣଙ୍କ ନିସ୍ପତି ଯୋଗୁଁ ଘର ପରିବାର ଓ ସମ୍ପର୍କୀୟ ମାନଙ୍କଠାରୁ ମାନ ସମ୍ମାନ ମିଳିବ । ପରିଶ୍ରମ ଅନୁଯାଇ ଦୁଇଗୁଣା ଫଳପାଇବେ । ପାରିବାରିକ ସମ୍ପର୍କ ଭଲ ରହିବ । କୌଣସି ଆର୍ଥିକ ନିବେଶରୁ ଭଲ ଲାଭ ପାଇବେ । ଦାମ୍ପତ୍ୟ ଜୀବନରେ ଖୁସି ମିଳିବ । ଅବିବାହିତ ମାନଙ୍କୁ ବିବାହର ସୁଯୋଗ ମିଳିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।