୬୬ ଜଣ ମହିଳାଙ୍କ ସହ ଦୁ-ଷ୍କ-ର୍ମ କରି ସାରିଛି ଏହି ଡେଲିଭରି ବୟ, ପଢନ୍ତୁ ପୁରା ଖବର

ବର୍ତ୍ତମାନର ସବୁଠୁ ବଡ ଖବର ଯାହା ସାମ୍ନାକୁ ଆସୁଛି । କହିବାକୁ ଗଲେ ଏହା ଏକ ଡେଲିଭରି ବୟର ଭୟଙ୍କର ମାମଲା ଅଟେ । ଆଜିକାଲି ପ୍ରାୟତଃ ସମସ୍ତେ ଘର ଖାଇବା ଠାରୁ ବାହାର ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି । ଏମିତିରେ କେତେକ ଲୋକମାନେ ବାହାରକୁ ଯାଇ ବୁଲାବୁଲି କରି ବଡ ବଡ ହୋଟେଲରେ ଭୋଜନ କରୁଛନ୍ତି ତ ଅନ୍ୟ ପଟେ କିଛି ଲୋକମାନେ ଘରେ ବସି ଖାଇବା ଅର୍ଡର କରୁଛନ୍ତି । ଏହି କ୍ରମରେ ପ୍ରାୟତଃ ସମସ୍ତେ ସବୁଦିନ ଅନ୍ଲାଇନରେ ଖାଇବା ଅର୍ଡର କରୁଛନ୍ତି ।

ଏହା ସହିତ କେତେକ ଲୋକମାନଙ୍କ ପାଖରେ ସମୟ ନାହିଁ ସେଥିପାଇଁ ସେମାନେ ବି ଅନ୍ଲାଇନ ଖାଇବା ଅର୍ଡର କରି ପରିବାର ସହ ଖାଇବାର ମଜା ନେଉଛନ୍ତି । କିନ୍ତୁ ଏହା ମଧ୍ୟରେ ଅନ୍ଲାଇନ ଖାଇବା ଅର୍ଡର ଦେଉଥିବା ଡେଲିଭରି ବୟର ଏହିଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ଯାହାକୁ ନେଇ ସମସ୍ତଙ୍କ ମଧ୍ୟରେ ଚର୍ଚା ବି ଚାଲିଛି । ଗୋଟିଏ କିମ୍ବା ଦୁଇଟି ନୁହେଁ ଏହି ଡେଲିଭରି ବୟ ନାଁରେ ବହୁତ ଦୁଷ-କର୍ମ ମାମଲା ବି ଦର୍ଜ ହୋଇଛି । ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ଏହି ମାମଲା ଅଟେ । ଏଠିକାର ଏକ ବଡ ଡେଲିଭରି କମ୍ପାନୀରେ କାମ କରୁଥିବା ଗୋଟିଏ ଡେଲିଭରି ବୟ ନିଜର ସାଥି ସହ ମିଶି ମୋଟ ୬୬ ଜଣ ମହିଳାଙ୍କୁ ସହ ଦୁଷ-କର୍ମ କରିଛି । ଏହି ବ୍ୟକ୍ତିମାନେ ମହିଳାମାନଙ୍କୁ ବଲାକ-ମେଲ କରି ନିଜର ଶିକାର କରୁଥିଲେ । ଏହି ମାମଲା ବିଷୟରେ ଜାଣିବା ପରେ ମୁଖ୍ୟ ଆର ଓପିକୁ ‘ସୀରିୟଲ ରଏପିସ୍ଟ’ ର ଟ୍ୟାଗ ଦିଆଯାଇଛି ।

ଏହି ମାମଲାରେ ଚନ୍ଦନନଗର କମିଶ୍ନରେଟ ଅନ୍ତର୍ଗତ ଆସୁଥିବା ଚୁଚୁଡା ପୋଲିସ ଏହି ମାମଲାରେ ମୁଖ୍ୟ ଆରଓପୀ ବିଶାଳ ବର୍ମା ଓ ତାହାର ଜଣେ ସାଥି ସୁମନ ମଣ୍ଡଲକୁ ଗଇରଫ କରି ଜେଲ ପଠାଇ ଦେଇଛି । ହୁଗୁଳିରୁ ଆସିଥିବା ଏହି ମାମଲାରେ ସେଠିକାର ପ୍ରଶାସନର ବି ନିଦ ଉଡି ଯାଇଛି । ମହିଳାମାନେ ବିଶାଳ ବର୍ମାକୁ ନେଇ ବହୁତ ରାଗିଛନ୍ତି ଓ ବିଶାଳ ବର୍ମାଙ୍କୁ କଠିନରୁ କଠିନ ଦନଡ ଦେବା ପାଇଁ ବି କହୁଛନ୍ତି । ରିପୋର୍ଟ ଅନୁସାରେ ବିଶାଳ ବର୍ମା କମ୍ପାନୀର ଜିନିଷ ଗୁଡିକର ଫୀଡବ୍ୟାକ ନେବା ପାଇଁ ମହିଳାମାନଙ୍କୁ ଭିଡିଓ କଲ କରୁଥିଲା ।

ଏହା ପରେ ଆରଓପୀ ଭିଡିଓ କଳରେ ସେହି ସମସ୍ତ ମହିଳାମାନଙ୍କର କିଛି ଖରାପ ଭିଡିଓ ବି କରୁଥିଲା । ପୁଣି ସେହି ଭିଡିଓ ଓ ଫଟୋ ଦେଖାଇ ତାଙ୍କୁ ବଲାକ-ମେଲ କରୁଥିଲା । ଏହା ପରେ ବିଶାଳ ମହିଳାମାନଙ୍କ ସହିତ ଜବରଦସ୍ତ ର-ଏପ କରୁଥିଲା । ପୋଲିସର କହିବା ଅଟେ କି ୬୬ ମହିଳାମାନଙ୍କ ସହିତ ର-ଏପ କରିଥିବା ବିଶାଳ ହୁଗୁଳିର କ୍ୟୋଟାରେ ସ୍ଥିତ ତ୍ରିକୋଣ ପାର୍କରେ ରୁହେ । ଆଶ୍ଚର୍ଯ୍ୟର କଥା ଏହା ଅଟେ କି ବିଶାଳର ମା ବି ଏଥିରେ ସାମିଲ ଥିଲା ।

ବିଶାଳର ମା ପୁଅର ଏହି ଦୋଷ କୁ ସ୍ଵୀକାର କରିବା ସହିତ ମାମଲାରେ ସାମିଲ ହେବା କଥା ବି ସ୍ଵୀକାର କରିଛି । ପୋଲିସ ଆରଓପୀର ବିରୁଦ୍ଧରେ ଆଇପିସି ଧାରା ୩୭୬, ୫୦୬, ୦୯, ୩୮୪, ୩୪, ୩୫୪ବି ଅନୁସାରେ କେସସ ଦର୍ଜ କରି ତାକୁ ଜଏଲ ପଠାଇ ଦେଇଛନ୍ତି । ବର୍ତ୍ତମାନ ପୋଲିସ ଏହି ପୁରା ମାମଳାକୁ ଯାଞ୍ଚ କରୁଛି । ପୋଲିସ ବିଶାଳର ପୁରୁଣା ରେକର୍ଡକୁ ବି ଯାଞ୍ଚ କରୁଛି ।