Jyotish Shastra- ଦୀର୍ଘ ୬୦୦ ବର୍ଷ ପରେ ଖୁସି ହେଲେ ରାହୁ, କେତୁ, ଏହି ୫ଟି ରାଶିଙ୍କୁ କରିଦେବେ ମାଲାମାଲ

ଦୁନିଆରେ ଅନେକ ବ୍ୟକ୍ତି ନିଜ ଭବିଷ୍ୟ ଜାଣିବାକୁ ଚାହୁଁଛନ୍ତି କିନ୍ତୁ ଆମେ କୈାଣସି ପ୍ରକାରର ଭବିଷ୍ୟତ ଜାଣି ପାରିବା ନାହିଁ । ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ଅନୁମାନ କରି ପାରିବା ଆମର ଆଗାମୀ ସମୟ କିପରି ବିତିବ । ରାହୁ ଏବଂ କେତୁକୁ ଛାୟା ଗ୍ରହ ଭାବେ ମଧ୍ୟ ଜଣାଯାଏ । ଜ୍ୟୋତିଷ ଦୁନିଆରେ ଏହି ଦୁଇ ଗ୍ରହକୁ ପାପି ଗ୍ରହ ବୋଲି କୁହାଯାଏ । ଏହି ଦୁଇ ଗ୍ରହର ନିଜର କିଛି ଅସ୍ତିତ୍ବ ନାହିଁ । ସେଥିପାଇଁ ଏମାନେ ଯେଉଁ ଗ୍ରହ ସହିତ ବସନ୍ତି ସେହି ଗ୍ରହ ଭଳି ପ୍ରଭାବ ପକାଇଥାନ୍ତି । କିଛି ମୈାକା ଏମିତି ଥାଏ କୁଣ୍ଡଳୀରେ ଶୁଭ ପ୍ରାପ୍ତ ହୋଇଥାଏ ।

ଜଦି କୈାଣସି ବ୍ୟକ୍ତିର କୁଣ୍ଡଳୀରେ ରାହୁ ଏବଂ କେତୁ ରୁହନ୍ତି ତେବେ ଏହା ଦଶା ଏବଂ ମହାଦଶା ଥାଏ ତେବେ ଏହା ବ୍ୟକ୍ତିକୁ ଅଧିକ ହଇରାଣ କରିବା ଭଳି କାମ କରିଥାନ୍ତି । ଜଦି କୁଣ୍ଡଳୀରେ ସେମାନଙ୍କ ସ୍ଥିତି ଠିକ୍ ରୁହେ ତେବେ ଚାତକକୁ ଅନେକ ଲାଭ ହୋଇଥାଏ ଏବଂ ଯଦି ଠିକ୍ ନରୁହେ ଏହାର ପ୍ରତିକୂଳ ପ୍ରଭାବ ମଧ୍ୟ ତୀବ୍ର ହୋଇଥାଏ ।

ରାହୁ ଏବଂ କେତୁ ବିଷୟରେ ପୁରାଣ ବର୍ଣ୍ଣନା ହୋଇଛି ଯେତେବେଳେ ସାଗର ମନ୍ଥନ ହୋଇଥିଲା ଯାହା ଦେବତା ଏବଂ ଦୈତ୍ୟମାନଙ୍କ ସଂଯୋଗ । ସେହି ମନ୍ଥନରେ ଅମୃତ ବିତରଣ ସମୟରେ ଜଣେ ଦୈତ୍ୟ ନିଜ ରୂପ ବଦଳାଇ ଦେବତାଙ୍କ ସାଙ୍ଗରେ ବସି ଅମୃତ ପିଇ ନେଲା‌ ।

ଯେତେବେଳେ ତାର ଏହି ଚାଲାକି ସୂର୍ଯ୍ୟ ଏବଂ ଚନ୍ଦ୍ର ଦେବଙ୍କୁ ଜଣା ପଡ଼ିଲା ସେତିକିବେଳେ କହିଲେ ଇଏ ଅଶୁର ଅଟେ ଏବଂ ସେତିକିବେଳେ ଭଗବାନ ବିଷ୍ଣୁ ଦୈତ୍ୟର ମୁଣ୍ଡ କାଟିଦେଲେ । ଅମୃତ ପିଇ ଥିବାରୁ ସେହି ଦୈତ୍ୟର ମୁଣ୍ଡ ଜୀବିତ ରହିଲା ଯାହାଫଳରେ ଶରୀରର ଉପରଭାଗ (ମୁଣ୍ଡ) ରାହୁ ଏବଂ ତଳ ଭାଗ କେତୁ ନାମରେ ପ୍ରସିଦ୍ଧ ହେଲା ।

ରାହୁ କେତୁ ଏମିତି ଗ୍ରହ ଅଟେ ଯାହାର ନାମ ମାତ୍ରାରେ ବ୍ୟକ୍ତି ଭୟଭୀତ ହୋଇ ଥାଏ । ଏହାର ପ୍ରଭାବରୁ ଭଲ ଭଲ ଲୋକଙ୍କର ଭାଗ୍ୟ ପଲଟିଯାଇଥାଏ । ଏହି ଗ୍ରହର ଛାୟାରେ ମଧ୍ୟ ଜୀବନ ବର୍ବାଦ ହୋଇଯାଇଥାଏ । ଆଜି ଆମେ ଆପଣଙ୍କୁ ସେହି ଗ୍ରହ ମାନଙ୍କ ବିଷୟରେ କିଛି ଖାସ୍ କହିବାକୁ ଯାଉଛୁ ଯାହା ୧୦୦ ବର୍ଷ ପରେ ରାହୁ ଏବଂ କେତୁ ରାଶିରେ ପରିବର୍ତ୍ତନ ହେଉଛି ଯାହା କେଉଁ ରାଶି ପାଇଁ ଶୁଭ ଅଟେ ଏବଂ କେଉଁ ରାଶି ପାଇଁ ଅଶୁଭ ।

ଏହି ଦୁଇ ଜଣଙ୍କ ପରିବର୍ତ୍ତନ ପରେ କର୍କଟ ଏବଂ ମକର ରାଶିରେ ପ୍ରବେଶ କରିବେ ଯାହା ଏଇ ଦୁଇ ରାଶିଙ୍କ ଉପରେ ଏହାର ପ୍ରଭାବ ପଡିବ‌ । ଏହାଛଡା ଏହାର ପରିବର୍ତ୍ତନ ପରେ ସିଂହ ଏବଂ କୁମ୍ଭ ରାଶିର ବହୁତ ଲାଭ ହେବ । ଏବେ ଆସନ୍ତୁ ଜାଣିବା ଏହି ୪ଟି ରାଶି ମାନଙ୍କ ବିଷୟରେ ଯାହା ଖୁବ୍ ଭଲ ରହିବ ଏହି ବର୍ଷ । ରାହୁ ଏବଂ କେତୁ କାରଣରୁ ଏମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ୍ ଦବ, ଅନେକ ସୁଖ ସୁବିଧା ସହ ଧନବାନ୍ ମଧ୍ୟ ହେବେ । ତେବେ ସେହି ପାଞ୍ଚଟି ରାଶି ହେଉଛି ମେଷ ରାଶି, କନ୍ୟା  ରାଶି, ବିଛା ରାଶି, କୁମ୍ଭ ରାଶି, ମୀନ ରାଶି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।