ସାଇଟିକା, ଦବି ଯାଇଥିବା ଶିର, ସ୍ଲିପ ଡିସ୍କ, ଅଣ୍ଟା ବିନ୍ଧା ସବୁ ଦିନ ପାଇଁ ଭଲ ହୋଇଯିବ, କେବଳ କରନ୍ତୁ ଏହି 4 ଟି ଉପାୟ- Health Tips

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆଜି ଆପଣଙ୍କୁ ସ୍ଲିପ ଡିସ୍କ ର ଚାରୋଟି ଚିକିତ୍ସା ଜଣାଇବାକୁ ଯାଉଛୁ । ତେବେ ଆପଣ ଯଦି ଏହାକୁ କରିବେ ତେବେ ନିଶ୍ଚିତ ଭାବରେ ଆପଣ ନିଜେ କହିବେ ଆପଣଙ୍କ ସ୍ଲିପ ଡେସ୍କ ଠିକ ହୋଇଯାଇଛି । ଏହା କରିବା ଦ୍ବାରା ଆପଣଙ୍କ ସାଇଟିକା ମଧ୍ୟ ଠିକ ହୋଇଯାଇଥାଏ । ସାଇଟିକା କଣ ଏହା ଆପଣଙ୍କ ଅଣ୍ଟା ମଝିରେ ବହୁତ କଷ୍ଟ ହୋଇଥାଏ । ଅଣ୍ଟା ସବୁବେଳେ ଦରଜ ଥାଏ । ତେବେ ଆମ ଅଣ୍ଟା ମଝିରେ ଗୋଟେ ହାଡ଼ ଥାଏ ଯାହା କି ପୁରା ସବୁଆଡେ ବ୍ୟାପି ଯାଇଥାଏ ନହଲେ ଏହା ସ୍ଲିପ ହୋଇଯାଇଥାଏ ।

ଯାହାଦ୍ୱାରା ଆମ ଗୋଡ ପଛ ପଟ ହାଡ଼ କିମ୍ବା ଅଣ୍ଟା ରେ ବହୁତ ଦରଜ ହୋଇଥାଏ । ଯାହାଦ୍ୱାରା ବସିଉଠି ବି ପାରନ୍ତିନି ଲୋକ ଜଣେ ଜଣେ ତ ଚୌକି ରୁ ଉଠିବା ବହୁତ କଷ୍ଟ ହୋଇଥାଏ । ତାଙ୍କୁ ଉଠିବା ପାଇଁ କାହାର ଜଣଙ୍କର ସାହାରା ଦରକାର ହୋଇଥାଏ ।

ତେଣୁ ଯାହା ପାଖରେ ସାଇଟିକା ର ଅସୁବିଧା ଅଛି ଏବଂ ସେମାନେ ଡାକ୍ତର ଙ୍କୁ ଦେଖାଇଛନ୍ତି କିମ୍ବା କୌଣସି ଔଷଧ ସେବନ କରୁଛନ୍ତି ତେବେ ସେମାନେ କେବଳ ଜାଣିଛନ୍ତି କି ଏହାର କୌଣସି ବି ପୁରା ଭଲ ହେବାର ସମ୍ଭାବନା ନାହିଁ । ଡାକ୍ତର ଗୋଟେ ସ୍ଲିପ କୁ ଭଲ କରିଦେଇପାରିବେ କିନ୍ତୁ ଯାହାକୁ ଏହା ଥରେ ହୋଇସାରିଛି ତାର ସବୁ ଗୁଡିକ ଖରାପ ହୋଇଯିବ ଆପଣ ତାକୁ କେମିତି ଠିକ କରିଦେଇପାରିବେ । ଏହାର କୌଣସି ବି ପ୍ରକାର ଡ଼ାକ୍ତରୀ ଚିକିତ୍ସା ନାହିଁ । ଏହାକୁ କେବଳ ଆୟୁର୍ବେଦିକ , ଯୋଗ ଆଦି ଦ୍ବାରା ଠିକ କରାଯାଇପାରିବ ।

ତେଣୁ ଆପଣଙ୍କୁ ଯେଉଁ ଚାରୋଟି ଉପାୟ କହିବୁ ତାହାକୁ କରିବା ଦ୍ବାରା ଆପଣଙ୍କ ସାଇଟିକ ଭଲ ହୋଇଯାଇପାରିବ । ଆପଣ ପ୍ରଥମେ ଦହି , ଡାଲି , ଫୁଲ କୋବି , ଭେଣ୍ଡି ଆଦି ଖାଇବା ବନ୍ଦ କରିଦିଅନ୍ତୁ । କାରଣ ଆପଣଙ୍କ ଶରୀର କୁ ଏମିତି କିଛି ଜିନିଷ ଯିବା ଉଚିତ ନୁହେଁ ଯାହା ଆପଣଙ୍କ ବାୟୁ ଏବଂ ବାତ କୁ ଉତ୍ପନ୍ନ କରିଥାଏ । ବହୁତ ଲୋକ ଏମିତି କିଛି ଜିନିଷ ଖାଇଥାନ୍ତି ଯାହା ଆମର ବାତ ଏବଂ ଵାୟୁ ସୃଷ୍ଟି କରିଥାଏ । ଏବଂ ଏହା ଆମର ଅଣ୍ଟା ଗୋଡ଼ ପାଇଁ ବହୁତ ଅସୁବିଧା ହୋଇଥାଏ । ପ୍ରଥମେ ତାର ଉପାୟ ଗୁଡିକ ଜାଣନ୍ତୁ ।

୧ . ପ୍ରଥମେ ଦୁଇ କୋଲା ରସୁଣ ଏବଂ କ୍ଷୀର ନିଅନ୍ତୁ । ରସୁଣ କୁ ପ୍ରଥମେ କାଟି ଦିଅନ୍ତୁ ତାପରେ ତାକୁ କ୍ଷୀର ରେ ଫୁଟାଇ ରାତିରେ ଶୋଇବା ପୂର୍ବରୁ ପିଇକି ଶୁଅନ୍ତୁ ।

୨ . ଆପଣଙ୍କ ହାତ ର କାଣି ଆଙ୍ଗୁଠି ତଳକୁ ଭଲ ଭାବରେ ଚାପ ପକାନ୍ତୁ । ଦୁଇହାତ ରେ ଏମିତି କରନ୍ତୁ । ତାପରେ ହାତ ତଳକୁ ମଧ୍ୟ ଏମିତି ହିଁ ଚାପ ପକାନ୍ତୁ ।

୩ . ଭୁଜନା ଆସନ , ମର୍କଟା ଆସନ , ମକରାସନ ଏବଂ ପାଞ୍ଚ ମର୍ଟିକା ଆସନ ଏହି ଚୋରଟି ଆସନ ପ୍ରତିଦିନ କରନ୍ତୁ। ଯଦି ଆପଣଙ୍କୁ ଏହି ଆସନ ଆସୁନାହିଁ ତେବେ ୟୁ ଟୁବ ରେ ଆପଣଙ୍କୁ ଏହି ଆସନ କେମିତି କରିବେ ଆସିଯିବ । ଏହା କରିବା ଦ୍ବାରା ଆପଣଙ୍କ ସାଇଟିକା , ସ୍ଲିପ ଡିସ୍କ ଭଲ ହୋଇଯିବ ।

୪ . ପ୍ରଥମେ ଉଷୁମ ପାଣି ନିଅନ୍ତୁ ତା ସହ କିଛି ଭିନେଗାର , କିଛି ଲୁଣ ମିଶାଇ ଭଲ ଭାବରେ ଗୋଳେଇ ଦିଅନ୍ତୁ । ତାପରେ ଆପଣ ଆପଣଙ୍କ ନିଜ ଗୋଡ କୁ ଏହା ଭିତରେ ବୁଡାଇ ରଖନ୍ତୁ । ଏହି ଚାରୋଟି ଉପାୟ କରିବା ଦ୍ୱାରା ଆପଣଙ୍କ ସାଇଟିକା , ସ୍ଲିପ ଡେସ୍କ ସମ୍ଭନ୍ଧିତ ସମସ୍ତ ରୋଗ ଭଲ ହୋଇଯାଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।