କେମିତି ଜାଣିବେ କେହି ଆପଣଙ୍କୁ ଭଲ ପାଉଛନ୍ତି ନା ନାହିଁ ? ଜାଣନ୍ତୁ ଏହି 4 ଟି କଥା ରୁ – Krishna Vani

ଆଜିକା ସମୟରେ ଆପଣ ମାନେ ଜାଣି ପାରିବେ ନାହିଁ କି କିଏ ଆପଣ ମାନଙ୍କୁ ସତରେ ଭଲ ପାଉଛନ୍ତି ଓ କେଉଁ ମାନେ ଅଭିନୟ କରୁଛନ୍ତି । ସେ ଏପରି ଭାବରେ ଅଭିନୟ କରିବେ ଯାହାକି ଆପଣ ମାନେ ଭାବିବେ ସେ ସତ କହୁଛନ୍ତି । ସେମାନେ ପ୍ରେମ ବିଷୟରେ ବହୁତ ବଡ କଥା କହିବା ବହୁତ ସୁବିଧା ହୋଇଥାଏ କିନ୍ତୁ ଏହାକୁ ନିଭାଇବା ବହୁତ କଷ୍ଟ ହୋଇଥାଏ ।ଗୋଟିଏ ସମୟ ଥିଲା ଯାହାକି ସେ ଆପଣଙ୍କୁ ବହୁତ ଭଲ ପାଉଥିଲା କିନ୍ତୁ ଏବେ ନାହି ।

ଆପଣ ଜମା ବୁଝି ପାରୁନଥିବେ କି ଆପଣଙ୍କ ସହ କଣ ହେଉଛି । କହିବାକୁ ଗଲେ ଏହି ସମ୍ପର୍କ ସତ୍ୟତା କଣ ଅଟେ । ଆଜି ଆମେ ଆପଣଙ୍କୁ କିଛି ଏପରି କଥା କହିବୁ ଯାହାକି ଆପଣ ଜାଣିବେ ସେ ସତରେ ଆପଣଙ୍କୁ ପ୍ରେମ କରୁଛନ୍ତି ନା ଛଳନା କରୁଛନ୍ତି ।

ପ୍ରଥମ କଥା

ଯେଉଁ ମାନେ ଆପଣଙ୍କୁ ସତ ପ୍ରେମ କରୁଥିବେ ସେମାନେ ଆପଣଙ୍କୁ ଛାଡିଯିବେ ନାହିଁ । ଯେଉଁ ପରି ଆମକୁ ବଞ୍ଚିବାକୁ ହେଲେ ନିଶ୍ଵାସ ନେବା ନିହାତି ଦରକାର ।  ଠିକ ସେହିପରି ସେମାନେ ଆପଣଙ୍କୁ ସତ ପ୍ରେମ କରିଥାନ୍ତି । ତାକୁ ଆପଣଙ୍କର ଭଲ ପାଇବା ଦରକାର । ସେଥିପାଇଁ ଆପଣଙ୍କୁ ଯିଏ ସତରେ ଭଲ ପାଇବ ସେ ଆପଣଙ୍କୁ କେବେ ହେଲେ ଛାଡି ରହିବା ଭାବିବ ନାହିଁ । ଯେଉଁ ସମ୍ପର୍କ ଛୋଟ କଥାକୁ ନେଇ ବହୁତ ରାଗିବା ଓ ସମ୍ପର୍କ ଭାଙ୍ଗିବା ଯାଇଥାଏ ତେବେ ଆପଣ ଜାଣିବେ ଏହା ସତ ପ୍ରେମ ନଥିଲା ।

ଦୁତୀୟ କଥା

ଯେଉଁ ମାନେ ସତରେ ଆପଣଙ୍କୁ ଭଲ ପାଉଛନ୍ତି ତେବେ ସେ କେବେ ହେଲେ ଆପଣଙ୍କୁ ଧୋକା ଦେବେ ନାହିଁ । ସେ ସବୁ ଜିନିଷ ଆପଣଙ୍କୁ ଲୁଚାଇ ରଖିଛନ୍ତି । ସେମାନେ ନିଜର ଟିକେ ସ୍ଵାର୍ଥ ପାଇଁ ଲୋକଙ୍କର ଜୀବନ ନଷ୍ଟ କରି ଦେଇଥାନ୍ତି ।   ଯେଉଁ ଲୋକ ମାନେ ଅନ୍ୟ ମାନଙ୍କୁ ଧୋକା ଦେଇଥାନ୍ତି ସେମାନେ କେବେ ହେଲେ ଜୀବନରେ ଭଲରେ ରହି ପାରି ନଥାନ୍ତି । ସେହି କର୍ମର ଫଳ ନିଶ୍ଚିନ୍ତ ଭାବରେ ସେ ପାଇଥାଏ ।

ତୃତୀୟ କଥା

ଯେଉଁ ମାନେ ଆପଣଙ୍କୁ ସତରେ ପ୍ରେମ କରୁଥିବେ ତେବେ ସେମାନେ କେବେ ହେଲେ ଆପଣଙ୍କ କଥାକୁ ଅସଂମ୍ମାନ କରନ୍ତି ନାହିଁ । ଆପଣଙ୍କର କେବେ ହେଲେ ସଂମ୍ମାନ ହାନି କରନ୍ତି ନାହିଁ । କାରଣ ଏହି ଭଲ ପାଇବା ହିଁ କେବଳ ହୃଦୟରୁ ଆସିଥାଏ ଓ ଏହି ଭଲ ପାଇବା ଯେଉଁ ସମୟରେ ଗୋଟିଏ ଲୋକର ହୃଦୟରୁ ଭଲ ପାଇବା ଆସିଥାଏ ।

ଏହାପରେ ତାପ୍ରତି ନିଜର ଭଲ ପାଇବା ବଢିଯାଏ । କିନ୍ତୁ ଯେଉଁ ମନୁଷ୍ୟ ନିଜର କଥା ଓ ନିଜର ଭାବନାକୁ ବୁଝି ନଥାଏ । ଏବଂ କେବେ ହେଲେ ଆପଣଙ୍କ ସଂମ୍ମାନ କରେ ନାହିଁ । ତେବେ ଆପଣ ଜାଣି ନେବେ କି ସେ କେବେ ହେଲେ ଆପଣଙ୍କୁ ସତରେ ଭଲ ପାଉ ନଥିଲେ । ଆପଣଙ୍କର ଏହି ଜିନିଷ ନିଜ ସମ୍ପର୍କରେ ବହୁତ କିଛି ଅସୁବିଧା ହୋଇଥାଏ । ଆପଣ ଏହା ନିଶ୍ଚିନ୍ତ ଦେଖିବେ କି ସେ ଆପଣଙ୍କର ସଂମ୍ମାନ କରନ୍ତି ନାହିଁ ।

ଚତୁର୍ଥ କଥା

ଯେଉଁ ମାନେ ସତରେ ଆପଣଙ୍କୁ ଭଲ ପାଇ ନଥିବେ ସେମାନେ ହଠାତ କେଉଁ ଆଡେ ଚାଲିଯାନ୍ତି । ସେ କେଉଁ ଠାରେ ଅଛନ୍ତି ଓ କଣ କରୁଛନ୍ତି ଆପଣ କେବେ ହେଲେ ଏହା ଜାଣିପାରି ନଥାନ୍ତି । ତାଙ୍କର ଆପଣ ବହୁତ ସମୟ ଧରି ଅପେକ୍ଷା କରିଥାନ୍ତି । ତାଙ୍କର କୌଣସି ଚିନ୍ତା ନଥାଏ । ସେ ଟିକେ ହେଲେ ମଧ୍ୟ ଚେଷ୍ଟା କରନ୍ତି ନାହି ଆପଣଙ୍କ ସହିତ କଥା ହେବା ପାଇଁ । ସେଥିପାଇଁ ଏବେ ବହୁତ ସମ୍ପର୍କ ଭାଙ୍ଗି ଯାଉଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।