ଏଥିରୁ କେବଳ ୪ ଟି ଦାନା କ୍ଷୀର ରେ ମିଶାଇ ପିଇ ନିଅନ୍ତୁ, ଲୁହା ପରି ହେଇଯିବ ଶରୀର, ପୁରୁଷଙ୍କର ସବୁ କମଜୋରି ହେଇଯିବ ଗାୟବ- Health Tips

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ କେବଳ ଏହାର ଚାରି ଖଣ୍ଡ କ୍ଷୀର ରେ ମିଶାନ୍ତୁ ଏବଂ ଆପଣଙ୍କ ଶରୀର ପୁରା ଲୁହା ପରି ମଜବୁତ କରିଦେବ । ବନ୍ଧୁଗଣ ଆପଣଙ୍କୁ ଆଜି ଏମିତି କଥା ଜଣାଇବାକୁ ଯାଉଛୁ ଯାହାକୁ ଆପଣ କ୍ଷୀର ରେ ମିଶାଇ ପିଇଲେ ଆପଣଙ୍କ ଶରୀର ରେ ବହୁତ ବଳ ଆସିଗଲା ପରି ଆପଣଙ୍କୁ ଲାଗିବ । ଆପଣଙ୍କ ହାଡ଼ ଗୁଡିକୁ ଏହା ମଜବୁତ କରିଦେବ । ଏହାଛଡା ଏହା କୁ ସେବନ କରିବା ଦ୍ବାରା ଆପଣଙ୍କ ର ଅନେକ ପ୍ରକାର ରୋଗ ର ମଧ୍ୟ ଏହା ନିବାରଣ କରିଥାଏ । ଏହା ଆପଣଙ୍କୁ ମଜବୁତ କରିବା ସହ ଆପଣଙ୍କ ର ଅନେକ ପ୍ରକାର ରୋଗ କୁ ମଧ୍ୟ ଠିକ କରିଥାଏ ।

ଆପଣଙ୍କ ର ଏହି ବ୍ୟସ୍ତ ବହୁଳ ଜୀବନରେ ଆପଣଙ୍କ ର ଅନେକ ପ୍ରକାର ଚିନ୍ତା ଓ ଦୁଶ୍ଚିନ୍ତା ଆଦି ରେ ଆପଣ ପସି ରହୁଛନ୍ତି । ଟିକେ କାମ କରିବା ଦ୍ବାରା ଆପଣ ହାଲିଆ ହୋଇଯାଇଥାନ୍ତି । ଯଦି ଆପଣଙ୍କୁ ସୁଖ ଏବଂ ଶାନ୍ତି ରେ ଆପଣଙ୍କ ଜୀବନ ବିତାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଶରୀର ପ୍ରଥମେ ମଜବୁତ ରହିବା ଆବଶ୍ୟକ । ଯଦି ଆପଣଙ୍କୁ ମଧ୍ୟ ଏମିତି ଅନୁଭବ ହେଉଛି ତେବେ ଡାକ୍ତର ଙ୍କ ଚକର ଛାଡି ଆପଣ ଆପଣଙ୍କ ଖାଇବାରେ ଏହାକୁ ଯୋଡି ରଖନ୍ତୁ ।

ଏହା ଆପଣଙ୍କୁ ଶାରିରୀକ ରୂପରେ ମଜବୁତ ରଖିଥାଏ । କୋକ୍ର ଏହା ଦେଖିବାକୁ ଯେତେ ବି ଛୋଟ ହେଲେ ରୋଗ ପାଇଁ ରାମବାଣ ପରି କାମ କରିଥାଏ । ଆୟୁର୍ବେଦ ଔଷଧ ରେ ଏହାର ନାମ ସର୍ଵ ଉଚ୍ଚ ରେ ଥାଏ । ଏହା ସବୁ ଆୟୁର୍ବେଦିକ ଔଷଧ ଠାରୁ ଅଧିକ କାମ ଦେଇଥାଏ । ଏହା ଆପଣଙ୍କ ଶରୀର କୁ ବହୁତ ସୁସ୍ଥ ରଖିଥାଏ । ଗୋଖରୁ ଏହା ଆପଣଙ୍କୁ କୌଣସି ବି ପାଖ ଦୋକାନ ରୁ ମିଳିଯାଇପାରିବ ।

ପ୍ରଥମେ କ୍ଷୀର କୁ ଗୋଟେ ପାତ୍ର ରେ ରଖି ତାକୁ ଫୁଟାନ୍ତୁ । ତିନି ଚାରି ଥର ଫୁଟିବା ପରେ ଗୋଖରୁ ର ଚାରୋଟି ଦାନା କୁ ନେଇ ଭଲରେ ଗୁଣ୍ଡ କରି ତାକୁ କ୍ଷୀର ରେ ପକାଇ ଆଉ ତିନିଥର ଫୁଟିବାକୁ ଦିଅନ୍ତୁ । ପରେ ତାକୁ କାଢି ସେବନ କରନ୍ତୁ । ଏହାକୁ ରାତିରେ ଶୋଇବା ପୂର୍ବରୁ ସେବନ କରିବା ଉଚିତ । ଏବଂ ଏହାକୁ ସେବନ କରିବା ପରେ ଆପଣ ଅନ୍ୟ କୌଣସି ବି ଔଷଧ, ଖାଇବା ଜିନିଷ ଆଦି କିଛି ବି ଖାଇ ପରିବେନାହିଁ ।

ଏପରି ଏହାକୁ ସେବନ କରିବା ଦ୍ବାରା ଆପଣଙ୍କ ର ସବୁପ୍ରକାର ଦୁର୍ବଳତା ସରିଯିବ । ଆପଣଙ୍କୁ କିଛି ବି ଆଉ ଦୁର୍ବଳତା ଅନୁଭବ ହେବ ନାହିଁ । ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କ ର ଅନେକ ପ୍ରକାର ରୋଗ ଭଲ ହୋଇଯାଇଥାଏ । ଯଦି ଆପଣଙ୍କ ର ହୃଦୟ ସହ ଜଡିତ କୋୖଣସି ବି ଅସୁବିଧା ଅଛି ତେବେ ଏହାକୁ ସେବନ କରିବା ଦ୍ବାରା ଆପଣଙ୍କ ର ତାହା ଭଲ ହୋଇଯାଇଥାଏ । ଏହା ଆମ ଶରୀର ର କୋଲେଷ୍ଟଲ କୁ ମଧ୍ୟ ଠିକ ରଖିଥାଏ ।

ତେଣୁ ଏହାକୁ ଆପଣ ପ୍ରତିଦିନ ସେବନ କରିବା ଦରକାର । ଏହା ଆପଣଙ୍କ ର ମଧୁମେହ କୁ ମଧ୍ୟ ନିୟନ୍ତ୍ରଣ ରଖିଥାଏ । ଏହା ଦ୍ଵାରା ଆପଣଙ୍କର ଅନେକ ପ୍ରକାର ରୋଗ ଠିକ ହୋଇଯାଇଥାଏ । ଆପଣ ଏହାକୁ ମହୁ ସହ ମଧ୍ୟ ମିଶାଇ ପିଇ ପାରିବେ । କିନ୍ତୁ ମଧୁମେହ ରୋଗୀ ଏମିତି ପିଇ ପାରିବେ ନାହିଁ । ଏହା ଆପଣଙ୍କ ହୃଦୟ ଜନିତ ରୋଗ ଏବଂ କିଡନୀ କୁ ମଧ୍ୟ ଠିକ ରଖିଥାଏ । ଏହାକୁ କ୍ଷୀର ରେ ମିଶାଇ ସେବନ କରନ୍ତୁ ଏବଂ ଦେଖିବେ ଆପଣଙ୍କୁ କୌଣସି ପ୍ରକାର ରୋଗ ରହିବ ନାହିଁ । ଆପଣଙ୍କ ର ଶରୀର ଲୁହା ପରି ମଜବୁତ ହୋଇଯିବ । ତେଣୁ ଏହାକୁ ପ୍ରତିଦିନ ସେବନ କରନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।