Chanakya Niti- ଏହି 4 ଲକ୍ଷଣରୁ ଜାଣନ୍ତୁ ମହିଳା ପବିତ୍ର କି ଅପବିତ୍ର

ଏହି ଦୁନିଆରେ ସମସ୍ତଙ୍କୁ ଚିହ୍ନିବା କଷ୍ଟକର ହୋଇଥାଏ । କହିବାକୁ ଗଲେ ଆଜିକାଲି ଲୋକମାନେ ସାମ୍ନାରୁ କିଛି ଓ ଭିତରୁ ଆଉ କିଛି ହୋଇଥାନ୍ତି । ସବୁ ବ୍ୟକ୍ତିମାନଙ୍କର କୌଣସି ନା କୌଣସି ଗୁଣ ବା ଦୁର୍ଗୁଣ ମଧ୍ୟ ଥାଏ । ଯେଉଁ କାମ ଆପଣ କରିଥାନ୍ତି ସେହି କାମ ଆପଣଙ୍କୁ ଭଲ ଲାଗିଥାଏ କିନ୍ତୁ ଅନ୍ୟମାନଙ୍କୁ ଭଲ ଲାଗି ନ ଥାଏ । ଏହି ବିଚାର ଧାରା ଲୋକମାନଙ୍କୁ ପ୍ରଭାବିତ କରିଥାଏ । ଭାରତୀୟ ପରିବାରରେ ନାରୀକୁ ଲକ୍ଷ୍ମୀ ସଦୃଶ ବିବେଚନା କରାଯାଏ ।

ଯେଉଁ ସ୍ଥାନରେ ନାରୀକୁ ପୂଜା କରାଯାଏ ଅର୍ଥାତ ତାଙ୍କୁ ସମ୍ମାନ ମିଳିଥାଏ ସେହି ସ୍ଥାନରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ମହିଳାମାନେ ନିଜ କୁଳର ମାନ ରଖିଥାନ୍ତି ସେହି ପରି କିଛି ମହିଳା ନିଜ କୁଳର ବିନାଶର କାରଣ ବି ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ପବିତ୍ର ମହିଳାଙ୍କ ବିଷୟରେ । ଏହା ସହିତ ତାଙ୍କର ୪ ଟି ଲକ୍ଷଣ ବିଷୟରେ ବି ଜାଣିବା ।

ପ୍ରଥମ

ଯେଉଁ ମହିଳା କିମ୍ବା ସ୍ତ୍ରୀର ମୁଣ୍ଡରେ କଲା ଯାଇ ଥାଏ ସେହି ମହିଳା ବୁଦ୍ଧିମାନ ଓ ଆତ୍ମାବିଶ୍ୱାସରେ ଭରପୁର ଥାନ୍ତି । ଏହି ଭଳି ସ୍ତ୍ରୀଙ୍କ ପାଖରେ ମା ସୀତାଙ୍କର ଗୁଣ ଥାଏ । ଏମାନେ ବହୁତ ବିଶାଳ ହୃଦୟ ଵାଲା ହୋଇଥାନ୍ତି । ଏମାନେ ନିଜ ଘର ପରିବାର ସଂସ୍କାରକୁ କେବେ ବି ଭୁଲନ୍ତି ନାହିଁ । ଏମାନେ ନିଜ ସ୍ଵାମୀକୁ ବହୁତ ଭଲ ପାଆନ୍ତି ଓ ସ୍ୱାମୀ ପ୍ରତି ବହୁତ ବିଶ୍ୱାସୀ ବି ଥାନ୍ତି ।

ଦ୍ଵିତୀୟ

ଯେଉଁ ମହିଳାଙ୍କ ନିସରେ ସାମାନ୍ୟ ଚୁଟି ଥାଏ ସେହି ମହିଳା ଦାନ ଧର୍ମରେ ବିଶ୍ୱାସ ରଖନ୍ତି । ଏମାନେ ନିଜ ସ୍ୱାମୀକୁ ବହୁତ ଭଲ ପାଆନ୍ତି ଓ ସ୍ୱାମୀକୁ ସବୁବେଳେ ଖୁସିରେ ରଖିଥାନ୍ତି । ଏହି ମହିଳାମାନେ ନିଜ ପରିବାରକୁ ସବୁବେଳେ ଖୁସିରେ ରଖିଥାନ୍ତି ।

ତୃତୀୟ

ଯେଉଁ ମହିଳାଙ୍କ ଦେହରେ ହାଲକା ଭାବରେ ରୁମ ଥାଏ ସେମାନେ ବହୁତ ପବିତ୍ର ହୋଇଥାନ୍ତି । ଏହି ମହିଳା ମାନେ କୌଣସି ବି ପରିସ୍ଥିତିରେ ନିଜ ସାମୀଙ୍କ ଠାରୁ ଅଲଗା ହୋଇ ନ ଥାନ୍ତି । ଏମାନେ କୌଣସି ପରିସ୍ଥିତିକୁ ଭୟ କରନ୍ତି ନାହିଁ ।

ଚତୁର୍ଥ

ଯେଉଁ ମହିଳାଙ୍କ ବାହୁ ପତଳା ଥାଏ ସେମାନେ ସଦା ସର୍ବଦା ନିଜ ସ୍ୱାମୀକୁ ଭକ୍ତି କରିଥାନ୍ତି ଓ ସ୍ଵାମୀଙ୍କର ସବୁ କଥା ମାନିଥାନ୍ତି । ଏହି ମହିଳାମାନେ ନିଜ ସ୍ୱାମୀ ପ୍ରତି ନିଜକୁ ସମର୍ପଣ କରିଦେଇଥାନ୍ତି । ଏହି ମହିଳାମାନେ ସମସ୍ତଙ୍କ ବିଷୟରେ ଭଲ କଥା ଚିନ୍ତା କରିଥାନ୍ତି । ଏହି ମହିଳାମାନେ ହୃଦୟରୁ ନିର୍ମଳ ହୋଇଥାନ୍ତି ଏହା ସହ ବହୁତ ସଂସ୍କାରି ହୋଇଥାନ୍ତି । ଏହି ୪ ପ୍ରକାର ମହିଳା ବହୁତ ପବିତ୍ର ଥାଆନ୍ତି ଓ ବହୁତ ବିଶ୍ୱାସୀ ଥାଆନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।