Chanakya Neeti- ଏହି 5 ନାମର ବ୍ୟକ୍ତି ଜନ୍ମରୁ ମାଲିକ ବନିବାର ଭାଗ୍ୟ ନେଇ ଆସିଥାନ୍ତି

ଯୋତିଷ ଶାସ୍ତ୍ର ଅନୁସାରେ ଏହି ୫ଟି ଅକ୍ଷର ଭିତରୁ କୌଣସି ଅକ୍ଷରରେ ଆରମ୍ଭ ହେଉଥିବା ନାମର ବ୍ୟକ୍ତି ଜନ୍ମ ରୁ ହିଁ ମାଲିକ ହୋଇଥାନ୍ତି । ଏହି ୫ଟି ଅକ୍ଷର ଭିତରୁ ଆପଣଙ୍କ ନାମ ରହିନି ତ । ଯେତେବେଳେ ବ୍ୟକ୍ତି ଜନ୍ମ ହୋଇଥାଏ ସେତେବେଳେ ହିଁ ସେହି ବ୍ୟକ୍ତି ର ନାମକରଣ କରାଯାଇଥାଏ । ଯେଉଁ ନାମ ଜନ୍ମ ସମୟରେ ରଖାଯାଏ ସେହି ନାମରୁ ହିଁ ଦୁନିଆ ସେହି ବ୍ୟକ୍ତି କୁ ଜାଣିଥାଏ ।

ଯୋଟିଶ ଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷର ବ୍ୟକ୍ତି ର ଜୀବନରେ ବହୁତ ପ୍ରଭାବ ପକାଇ ଥାଏ । ଆଜି ଆମେ ଆପଣଙ୍କୁ ଏମିତି ୫ଟି ନାମର ବ୍ୟକ୍ତି ମାନଙ୍କ ବିଷୟରେ କହିବୁ ଯିଏ ଜନ୍ମ ହେବା ମାତ୍ରେ ହିଁ ମାଲିକ ହୋଇଥାନ୍ତି ଏବଂ ଏହି ବ୍ୟକ୍ତି ଙ୍କ ଉପରେ ମତ ଲକ୍ଷ୍ମୀ ଙ୍କ ଆଶୀର୍ବାଦ ସବୁବେଳେ ରହିଥାଏ । ତେବେ ଚାଲନ୍ତୁ ଜାଣିବା ।

C:- ଏହି ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତି ବ୍ୟବସାୟ କରିବାକୁ ଚାହୁଁଥାନ୍ତି । ଏମାନେ ଅନ୍ୟ କାହା ପାଖରେ କାମ କରିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ନିଜର କାରବାର କରନ୍ତି । ଏମାନେ ମାଲିକ ହୋଇଥାନ୍ତି ଏବଂ ଖୁବ ଆଗକୁ ବଢିଥାନ୍ତି ।

H:- ଏହି ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତି ସବୁବେଳେ ଉଚ୍ଚ ଆଶା ରଖିଥାନ୍ତି ଏବଂ ନିଜର ପରିଶ୍ରମ ଦ୍ଵାରା ଏହାକୁ ହାସଲ ମଧ୍ୟ କରନ୍ତି । ଏମାନେ ବହୁତ ଉନ୍ନତି କରନ୍ତି । ଏମାନେ ବହୁତ ମାନ ସମ୍ମାନ ଲାଭ କରନ୍ତି ଏବଂ ବହୁତ ପ୍ରସିଦ୍ଧ ମଧ୍ୟ ହୋଇଥାନ୍ତି । ଏମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ସବୁବେଳେ ରହିଥାଏ । ଲକ୍ଷ୍ମୀ

M:- ଏହି ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତି ମାନେ ବହୁତ ବୁଦ୍ଧିମାନ ଏବଂ ଚତୁର ହୋଇଥାନ୍ତି । ଏମାନେ ନିଜର ବୁଦ୍ଧି ଦ୍ଵାରା ବହୁତ ସଫଳତା ହାସଲ କରନ୍ତି । ଏମାନେ ଖୁବ ଶୀଘ୍ର ନିଜର କାରବାରକୁ ବହୁତ ବଡ଼ ପୋଜିସନ ରେ ପହଞ୍ଚାନ୍ତି । ଏବଂ ଏମାନେ ଯେଉଁ ଜିନିଷ ଥରେ ଚିନ୍ତା କରନ୍ତି ତାହା ନିଶ୍ଚୟ କରି ଦେଖାନ୍ତି ।

S:- ଏହି ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତି ମାନେ କାହା ତଳେ ରହି କାମ କରିବାକୁ ପସନ୍ଦ କରନ୍ତି ନାହିଁ ତେଣୁ ଏମାନେ ନିଜର ବ୍ୟବସାୟ କରିଥାନ୍ତି ଏବଂ ଖୁବ ଆଗକୁ ବଢିଥାନ୍ତି । ଏମାନେ ନିଜ ବ୍ୟବସାୟକୁ ଏତେ ଆଗକୁ ବଢାଇଥାନ୍ତି କି ଏମାନେ ମାଲିକ ହୋଇଥାନ୍ତି । ଏମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ରହିଥାଏ ।

V:- ଏହି ନାମର ବ୍ୟକ୍ତି ମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ଏବଂ ନିଜର ପରିଶ୍ରମ ଦ୍ଵାରା ସଫଳତା ହାସଲ କରିଥାନ୍ତି । ଏମାନେ ନିଜର ସଫଳତା ଜଲ୍ଦୀ ପ୍ରାପ୍ତି କରିଥାନ୍ତି । ଏବଂ ମାଲିକ ହୋଇଥାନ୍ତି । ଏମାନେ ନିଜର ସଫଳତା ହାସଲ କରିବା ପରେ ହିଁ ଶାନ୍ତି ପାଇଥାନ୍ତି ।

ତେବେ ଆପଣଙ୍କ ନାମର ପ୍ରଥମ ଅକ୍ଷର କଣ ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।