ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ନୀତି ଅନୁସରଣ କଲେ କେବେବି କୌଣସି ଝିଅଙ୍କ ଠାରୁ ଧୋଖା ଖାଇବେ ନାହିଁ

କହିବାକୁ ଗଲେ ସମାଜର ନିର୍ମାଣ ଏକ ମହିଳା ଦ୍ଵାରା ହିଁ ହୋଇଥାଏ ଓ ଜଣେ ମହିଳା ହିଁ ଗୋଟିଏ ପରିବାରକୁ ସମ୍ଭାଳି ଥାଏ । ଯଦି ଆମେ ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ବିଷୟରେ କହିବୁ ତେବେ ତେବେ ସ୍ଵାମୀ ସ୍ତ୍ରୀର ସମ୍ପର୍କ ବିଶ୍ଵାସ ଉପରେ ନିର୍ଭର ହୋଇଥାଏ । ଦୁହେଁ ଦୁଇ ଜଣଙ୍କ ଉପରେ ବିଶ୍ଵାସ ରଖିଲେ ହିଁ ସେମାନେ ନିଜର ବୈବାହିକ ଜୀବନକୁ ସୁଖମୟ କରି ପାରିବେ ।

ଏମିତିରେ ଯେଉଁଠି ଭଲ ପାଇବା ଥାଏ ସେଠି ଝଗଡା ବି ହୋଇଥାଏ ଓ ଏହା ହିଁ ହେଉଛି ଅସଲ ପ୍ରେମ । କହିବାକୁ ଗଲେ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ଗ୍ରନ୍ଥରେ ମହିଳାଙ୍କ ବିଷୟରେ କହିଛନ୍ତି । ଯେଉଁ ନୀତି ଗୁଡିକୁ ଯଦି ଆପଣ ଅନୁସରଣ କରିବେ ତେବେ ଜୀବନରେ କୌଣସି ବି ଝିଅ ଠାରୁ ଧୋଖା ଖାଇବେ ନାହିଁ ।

ଆପଣଙ୍କୁ କହିଦେଉଛୁ କି ସୁନ୍ଦରତା ଅଳ୍ପ ସମୟ ପାଇଁ ରହିଥାଏ । କିନ୍ତୁ ସଂସ୍କାର ମୃତ୍ୟୁ ପର୍ଯ୍ୟନ୍ତ ବି ଆପଣଙ୍କ ସହିତ ରହିଥାଏ । ଏମିତିରେ ଯଦି କୌଣସି ଝିଅ ମଧ୍ୟରେ ସଂସ୍କାର ଅଛି ତେବେ ସେ ନିଜ ପରିବାରକୁ ସବୁବେଳେ ଏକତ୍ରିତ ଓ ସୁଖମୟ ରଖି ପାରିବ । କିନ୍ତୁ ଯେଉଁ ଝିଅମାନଙ୍କ ମଧ୍ୟରେ ସଂସ୍କାର ନ ଥାଏ ସେମାନେ ଘରକୁ ବର୍ବାଦ କରି ଦିଅନ୍ତି ।

ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅଟେ କି ସଂସାରରେ ଏମିତି ବହୁତ ଝିଅ ଅଛନ୍ତି ଯେଉଁମାନେ ଅଧିକ ମୂଲ୍ୟର ଆଭୁଷଣ ଓ ବସ୍ତ୍ର ପରିଧାନ କରିବାକୁ ପସନ୍ଦ କରନ୍ତି ଓ ଧନୀ ପୁଅଙ୍କୁ ବିବାହ କରିବାକୁ ଇଚ୍ଛା ରଖିଥାନ୍ତି । କିନ୍ତୁ ଘର ଲୋକମାନଙ୍କ କହିବା ଅନୁସାରେ ସେମାନେ ଅନ୍ୟ କେଉଁଠି ବିବାହ କରନ୍ତି । ଏମିତିରେ ସେହି ଝିଅମାନେ ନିଜ ସ୍ଵାମୀଙ୍କ ସହ ଭଲ ସମ୍ପର୍କ ରଖି ପାରନ୍ତି ନାହିଁ ଓ ଏହି ସମୟରେ ସେମାନେ ନିଜର ପ୍ରେମିକ କଥା ଅଧିକ ମନେ ପକାନ୍ତି ।

କହିବାକୁ ଗଲେ ଯଦି ଆପଣ କୌଣସି ଝିଅକୁ ଭଲ ପାଉଛନ୍ତି ତେବେ ତାହାର ରୂପକୁ ନୁହେଁ ତାହାର ଗୁଣକୁ ଦେଖନ୍ତୁ । ଯଦି ତାହାର ଗୁଣ ଭଲ ଥିବ ତେବେ ସେ ଆପଣଙ୍କୁ କେବେ ବି ଧୋଖା ଦେବ ନାହିଁ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।