ଚାଲି ଦେଖି କିପରି ଜାଣିବେ ନାରୀ ମାନଙ୍କର ସ୍ଵଭାବ

କଣ ଆପଣମାନେ ଜାଣିଛନ୍ତି କି ଆମେ କୌଣସି ବି ପୁରୁଷ ବା ନାରୀର ଚାଲି ଦେଖି ସେମାନେ କେଉଁ ସ୍ଵଭାବର ଅଟନ୍ତି ଜଣା ପଡିଥାଏ ଜଣାପଡିଥାଏ । ହଁ ଆଜ୍ଞା, ଆଜି ଆମେ ଆଲୋଚନା କରିବା ଚାଲି ଦେଖି କିପରି ମଣିଷର ସ୍ଵଭାବ ଜାଣିବା ସେହି ବିଷୟରେ । ତେବେ ଚାଲନ୍ତୁ ଜାଣିବା । ଯେଉଁ ନାରୀ ଚାଲିବା ସମୟରେ କିଛି ଶବ୍ଦ ହୁଏ ନାହିଁ ସେମାନେ ଅତ୍ୟନ୍ତ ସୌଭାଗ୍ୟବତୀ ଅଟନ୍ତି । ଯେଉଁ ନାରୀ ଚାଲିବା ସମୟରେ କନିଷ୍ଠ ଆଙ୍ଗୁଳି ବା ପାଦର କାଣୀ ଆଙ୍ଗୁଠି ଯଦି ଭୂମି ସ୍ପର୍ଶ କରେ ନାହିଁ ସେମାନେ ଟିକେ ମଜାଳିଆ ସ୍ଵଭାବର ହେଇଥାନ୍ତି ।

Image courtesy: Google

ଯେଉଁ ନାରୀ ଡାହାଣ ଦିଗରେ ଗୋଡ ମୋଡି ଚାଲେ ସେହି ନାରୀ ସ୍ଵାମୀ ପାଇଁ ଅତ୍ୟନ୍ତ ଭଲ ହୋଇଥାନ୍ତି ।

ଯେଉଁ ପୁରୁଷ ଚାଲିବା ସମୟରେ ତାର ଦୁଇ ହାତ ହଲିଥାଏ ସେ ଟିକେ ଗର୍ବୀ ହୋଇଥାଏ ।

Image courtesy: Google

ଯେଉଁ ନାରୀ ଚାଲିବା ସମୟରେ ଭୂମି ହଲେ ସେହି ନାରୀର ଜୀବନ ସୁଖମୟ ହେଇ ନଥାଏ ।

ଯେଉଁ ଲୋକ ମୁଣ୍ଡ ନୂଆଁଇ ଚାଲେ ସେମାନେ ସରଳ ସ୍ଵଭାବର ହୋଇଥାନ୍ତି ।

Image courtesy: Google

ଯେଉଁ ଲୋକ ମୁଣ୍ଡ ଟେକି ଚାଲନ୍ତି ସେମାନେ ଅନ୍ୟକୁ ପ୍ରଶୟ ମଧ୍ୟ ଦିଅନ୍ତି ନାହିଁ ।

ଯେଉଁମାନେ ଚାଲିବା ସମୟରେ ହାତ ମୁଠା କରି ଚାଲନ୍ତି ସେମାନେ ଅର୍ଥ ସଞ୍ଚୟ କରିବାରେ ମାହିର ହେଇଥାନ୍ତି ।

ଯେଉଁ ପୁରୁଷ ଚାଲିବା ସମୟରେ ସବୁ ଦିଗରେ ଦ୍ରୁଷ୍ଟି ରଖନ୍ତି ସେମାନେ କୌଣସି କାର୍ଯ୍ୟରେ ସଫଳତା ପାଇବା ବହୁତ ସହଜ ହୋଇ ଥାଏ ।

Image courtesy: Google

ଯେଉଁ ନାରୀର ଚାଲିବା ସମୟରେ ସ୍ତନ ହଲେ ସେମାନେ ଅଧିକ ରୋମାଣ୍ଟିକ ହୋଇଥାନ୍ତି ।

ଯେଉଁ ନାରୀ ପଛ ଆଡକୁ ବଙ୍କେଇ ଚାଲେ ସେମାନେ ଟିକେ ଗର୍ବୀ ହୋଇଥାନ୍ତି ।

ଯେଉଁ ନାରୀ ବା ପୁରୁଷ ଖୁବ ଜୋରରେ ଚାଲନ୍ତି ଏବଂ ଚାଲିବା ସମୟରେ ଆଖି ସର୍ବଦା ସାମ୍ନାକୁ ରହିଥାଏ ସେମାନେ ଦୃଢ ଚେତା, କର୍ମଠ ତଥା ଖୁବ ଉନ୍ନତି କରିଥାନ୍ତି । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।