ଆପଣଙ୍କର ରୁମ ଟାଙ୍କୁରି ଉଠିବ ଏହି ଭିଡିଓକୁ ଦେଖିଲେ, ଯେତେବେଳେ ଟ୍ରେନରୁ ଓଲହାଇବା ପରେ ଝିଅର ଗୋଡ ଖସିଗଲା ଓ ତା ପରେ…

ବେଳେ ବେଳେ ଆମ ସାମ୍ନାରେ ଏମିତି କିଛି କଥା ଆସିଥାଏ କି ତାହା ଆମକୁ ଚିନ୍ତା କରିବାକୁ ବାଧ୍ୟ କରିଦିଏ କି କଣ ଏମିତି ବି ହୋଇପାରେ । ବର୍ତ୍ତମାନ ଦୁନିଆରେ ଏମିତି କିଛି ଖବର ସାମ୍ନାକୁ ଆସିଥାଏ, ଯାହା ଉପରେ ବିଶ୍ଵାସ କରିବା ଅସମ୍ଭବ ହୋଇଥାଏ । କିନ୍ତୁ ଯେତେବେଳେ ତାହା ସାମ୍ନାକୁ ଆସିଥାଏ ତେବେ ତାହା ଆମର ହୋସ ଉଡାଇଡିଏ । ଏମିତି ହିଁ କିଛି ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଜାଣିଲେ ଆପଣଙ୍କର ରୁମ ଟାଙ୍କୁରି ଉଠିବ ।

ପ୍ରାୟତଃ ଆମକୁ କୁହାଯାଏ କି ଚାଲୁଥିବା ଟ୍ରେନରେ ନା ହିଁ ଓଲ୍ହାଇବା ଉଚିତ ନା ହିଁ ଚଢିବା ଉଚିତ । ଚାଲୁଥିବା ଟ୍ରେନରୁ ଚଢିବା ଓ ଓଲ୍ହାଇବା ବହୁତ ବଡ ଭୁଲ ପ୍ରମାଣିତ ହୋଇଥାଏ । କିନ୍ତୁ କିଛି ମୂର୍ଖ ଲୋକମାନଙ୍କୁ କଣ କହିବେ । ଚାଲୁଥିବା ଟ୍ରେନରୁ ଓଲ୍ହାଇବା କେତେ ଭୟାନକ ହୋଇଥାଏ ତାହା ଆମେ ବହୁତ ଟ୍ରେନ ଦୁର୍ଘଟଣାରେ ଶୁଣିଥାଉ ବା ଦେଖିଥାଉ । ଆଜି ଆମେ ଆପଣଙ୍କ ପାଇଁ ଏହିଭଳି ଏକ ଭିଡିଓ ନେଇ ଆସିଛୁ ।

ଏମିତି ହିଁ ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣଙ୍କର ହୋସ ଉଡିଯିବ । ଏହି ଯୁବତୀ ଜଣକ ଟ୍ରେନରୁ ଓଲ୍ହାଇବା ପାଇଁ ଚେଷ୍ଟା କରିଲା କିନ୍ତୁ ସେଥିରେ ସେ ଅସଫଳ ହୋଇଗଲା ଓ ପୁଣି ତାହା ପରେ ଯାହା ହେଲା ତାହାକୁ ଦେଖିଲେ ଆପଣଙ୍କର ରୁମ ଟାଙ୍କୁରି ଉଠିବ ।

ଟ୍ରେନ ବୋଧେ ୨ – ୩ ମିନିଟରେ ଅଟକି ଯାଇଥାନ୍ତା । କିନ୍ତୁ ଏହି ଯୁବତୀକୁ କଣ ଜଲ୍ଦି ଥିଲା ବୋଧେ ସେଥିପାଇଁ ନିଜ ଜୀବନକୁ ବାଜି ଲଗାଇ ଟ୍ରେନରୁ ଓଲ୍ହାଇବାକୁ ଚେଷ୍ଟା କରିବାକୁ ଲାଗିଲା ।

ଗୋଡ ଖସିଗଲା ଓ ପୁଣି ଆଗକୁ କଣ ହେଉଛି ଆପଣ ନିଜେ ଏହି ଭିଡିଓରେ ଦେଖି ନିଅନ୍ତୁ

ଏହି ଭିଡିଓକୁ ଦେଖିବା ପରେ ଲୋକମାନେ ଯୁବତୀର ମୂର୍ଖତା ଯୋଗୁ ଏହି ଦୁର୍ଘଟଣାଟି ହୋଇଛି ବୋଲି କହୁଛନ୍ତି । କହିବାକୁ ଗଲେ ଆମେ ସମସ୍ତଙ୍କୁ ରେଲୱେ ର ସମସ୍ତ ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଉଚିତ ଓ ଚାଲୁଥିବା ଟ୍ରେନରୁ କେବେ ବି ଓଲ୍ହାଇବା ଉଚିତ ନୁହେଁ । ସବୁବେଳେ ଟ୍ରେନ ଅଟକିବା ପରେ ହିଁ ଓଲ୍ହାଇବା ଉଚିତ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।