ସାବଧାନ ! ଚଳନ୍ତା ଟ୍ରେନରେ ବାହାରକୁ ଦେହ କାଢୁଛନ୍ତି କି ? ଏହି ଭିଜୁଆଲ ଦେଖିବା ପରେ ଆଉ କେବେ ସେମିତି ଭୁଲ କରିବେନି, ଦେଖନ୍ତୁ video

ଭାଗ୍ୟ ଯେତେବେଳେ ସାଥ ଦିଏ ତେବେ ଆପଣ ବଡ ବଡ ବିପଦରୁ ବି ବଞ୍ଚି ଯିବେ । ଯାହା ବିଷୟରେ ଆପଣ ବି କଳ୍ପନା କରି ନ ଥିବେ । ଯଦି କାହାର ଭାଗ୍ୟ ବହୁତ ଭଲ ଥିବ ତେବେ ସେ ମୃତ୍ୟୁକୁ ଛୁଇଁ ବି ଚାଲି ଆସିପାରିବ । ଏହି କ୍ରମରେ ଆଜି ଆମେ ଆପଣଙ୍କ ପାଇଁ କିଛି ଭାଗ୍ୟଶାଳୀ ବ୍ୟକ୍ତିମାନଙ୍କ ବିଷୟରେ କହିବୁ । ଯେଉଁମାନଙ୍କ କାରନାମା ଦେଖିଲେ ଆପଣ ବି ଚକିତ ହୋଇଯିବେ ।

ଡିସେମ୍ବର ୨୦୧୮ରେ ଥାଇଲାଣ୍ଡର ଲୋପବୁରି ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଲା । ଆପଣ ଦେଖି ପାରିବେ ଦୁଇ ଯୁବକ ମଦ ନିଶାରେ ସ୍କୁଟିରେ ବସି ଆସୁଛନ୍ତି । ସ୍କୁଟି ଡ୍ରାଇଭ କରୁଥିବା ଯୁବକ ଜଣକ ତାର ଏକ ସାଙ୍ଗକୁ ଯିଏକି ନିଶାରେ ଅଛି ତାକୁ ଘରେ ଛାଡିବା ପାଇଁ ଆସିଥିଲା । ସ୍କୁଟିରୁ ଓଲହାଇବା ପରେ ସେ ଏତେ ବି ହୋସରେ ନ ଥିଲା କି ସେ ନିଜେ ଚାଲି ଚାଲି ଘରକୁ ଯାଇ ପାରିବ ।

ସବୁଠୁ ମଜାଦାର କଥା ହେଉଛି କି ସେ ସ୍କୁଟିରୁ ଓଲହାଇ ଘରକୁ ଯିବା ପରିବେର୍ତ୍ତ ପଛକୁ ପଛକୁ ଚାଲିବା ଆରମ୍ଭ କରିଲା । ତାର ବଡିଗାର୍ଡ ସ୍ତ୍ରୀ ବାହାରକୁ ଆସୁଛି ଓ ତାକୁ ଛୋଟ ପିଲା ଭଳି ତାକୁ ନିଜ କାନ୍ଧରେ ଉଠାଇ ଘରକୁ ନେଇ ଗଲା । ଏହିଭଳି ସ୍ତ୍ରୀ ଭାଗ୍ୟଶାଳୀ ଲୋକମାନଙ୍କୁ ହିଁ ମିଳିଥାଏ ।

ଡିସେମ୍ବର ୨୦୨୦ ସାଉଥ ଆମେରିକାର ପେରୁରେ ଘଟିଥିବା ଏହି ଘଟଣାକୁ ଦେଖନ୍ତୁ । ଏଠି ଗୋଟିଏ ବସ ପାହାଡୀ ରାସ୍ତା ଦେଇ ଯାଉ ଥିଲା । ବସଟି ଯେଉଁ ରାସ୍ତା ଦେଇ ଯାଉ ଥିଲା ସେଠି କୌଣସି ବି ବସ ଯିବା ଅସମ୍ଭବ ଥିଲା । ତଥାପି ଡ୍ରାଇଭର ସାହାସ ଦେଖାଇ ବସକୁ ନେଇ ଯାଉ ଥିଲା । ବସ ଯାଉ ଥିଲା କି ଅଚାନକ ବସର ଟାୟାର ତଳୁ ମାଟି ଖସି ଗଲା । କିନ୍ତୁ ଡ୍ରାଇଭର ଭାଗ୍ୟ ଭଲ ଥିଲା କି ଟାୟାର ତଳୁ ମାଟି ଖସିବା ସତ୍ବେ ବି ବସ ଟି ଖାଇରେ ପଡିଲା ନାହିଁ ଓ ବାହାରକୁ ବାହାରି ଆସିଲା ।

ଗୋଟିଏ ସମୟ ଏମିତି ଥିଲା କି ଯେତେବେଳେ ଲୋକମାନେ ଟିକଟକରେ ଭିଡିଓ କରିବା ପାଇଁ କିଛି ବି କରୁଥିଲେ । ବର୍ତ୍ତମାନ ଆପଣ ଏହି ଝିଅକୁ ଦେଖନ୍ତୁ । ଯିଏକି ଟିକଟକରେ ଭିଡିଓ କରିବା ପାଇଁ ଟ୍ରେନରୁ ଝୁଲି ଭିଡିଓ କରୁଥିଲା । ସେ ଟ୍ରେନରେ ଝୁଲିଥିବା ସମୟରେ ଗୋଟିଏ ଗଛରେ ପିଟି ହେବାରୁ ବଞ୍ଚି ଗଲେ । ଏହାକୁ ଆପଣ ଭାଗ୍ୟଶାଳୀ କହି ପାରିବେ । ଏହା ବହୁତ ଭୟଙ୍କର ଥିଲା । ତଥାପି ଲୋକମାନେ ଏହିଭଳି କାମ ସବୁଦିନ କରୁଛନ୍ତି ।