ଚାଲୁଥିବା ଟ୍ରେନରେ ପୁଣି ଥରେ ଝିଅମାନେ କଲେ ଏମିତି ଖରାପ କାମ, ଦେଖନ୍ତୁ ଦିଲ୍ଲୀର ଏହି ଭିଡିଓ

ସୋସିୟାଲ ମିଡିୟାରେ ପ୍ରାୟତଃ ସବୁଦିନ କିଛି ନା କିଛି ଭାଇରାଲ ହୋଇଥାଏ । ବର୍ତ୍ତମାନ ଏକ ଏମିତି ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । କହିବାକୁ ଗଲେ ଏହି ଭିଡିଓ ମେଟ୍ରୋରେ ଯାତ୍ରା କରୁଥିବା ଏକ ଦମ୍ପତିଙ୍କର ଅଟେ, ଯିଏକି ସମସ୍ତଙ୍କ ସାମ୍ନାରେ ଏହିଭଳି କାମ କରିଲେ କି ଯାହାକୁ ଦେଖିଲେ ସମସ୍ତଙ୍କର ନଜର ତଳକୁ ହୋଇଯିବ ।

ଆପଣଙ୍କୁ କହିଦେଉଛୁ କି ଏହି ଭିଡିଓ ୧୦ ନଭେମ୍ବରକୁ ସୋସିୟାଲ ମିଡିୟାରେ ଅପଲୋଡ କରାଯାଇଛି । ଯାହାକୁ ସମସ୍ତେ ନିନ୍ଦା କରୁଛନ୍ତି । ଆପଣଙ୍କୁ କହିଦେଉଛୁ କି ଏହି ଭିଡିଓ ଭାଇରାଲ ହେବାର ସମସ୍ତ ରେକର୍ଡ ଭାଙ୍ଗି ଦେଇଛି ।

ଆପଣ ଏହି ଭିଡିଓରେ ଦେଖି ପାରିବେ କି ଗୋଟିଏ ଛୋଟ ଝଗଡା କେମିତି ବଡ ହୋଇ ଯାଉଛି । ତାହା ପୁଣି ସେତେବେଳେ ଯେତେବେଳେ ୨ ଜଣ ଯୁବତୀ ନିଜ ମଧ୍ୟରେ ଝଗଡା କରୁଛନ୍ତି । କହିବାକୁ ଗଲେ ଝଗଡା କେବଳ ଗୋଟିଏ ସିଟକୁ ନେଇ ଆରମ୍ଭ ହୋଇଥିଲା । କିନ୍ତୁ ଦେଖୁ ଦେଖୁ ସେହି ଛୋଟ ଝଗଡା ବଡ ଝଗଡା ହୋଇଗଲା ।

ଏମାନଙ୍କ ମଧ୍ୟରୁ ଜଣେ ଖରାପ ଭାଷାରେ ଗାଳି ଦେଉଥିଲା ଓ ଅନ୍ୟ ଯୁବତୀ ଜଣକ ତାକୁ ମାରିବାକୁ ଆଗକୁ ବଢୁଥିଲା । ଏହା ପରେ ଜଣେ ବ୍ୟକ୍ତି ଏହି ଦୃଶ୍ୟର ଏକ ଭିଡିଓ କରି ନେଇଛି ।

ଆପଣଙ୍କୁ କହିଦେଉଛୁ କି ବର୍ତ୍ତମାନ ଏହି ମେଟ୍ରୋ ଟ୍ରେନ ବାଲା ଘଟଣା ବହୁତ ଅଧିକ ଚର୍ଚ୍ଚାରେ ଅଛି । ବର୍ତ୍ତମାନ କିଛି ଦିନ ପୂର୍ବେ ହିଁ ଏହିଭଳି ଏକ ଯୁବକ ଦ୍ଵାରା କରାଯାଇ ଥିବା ଅଶ୍ଲୀଳ କାମର ଭିଡିଓ ବି ଦେଖିବାକୁ ମିଳିଥିଲା । ଯୁବତୀମାନଙ୍କର ଖରାପ ଖରାପ ଭାଷା ଶୁଣିଲେ ଆପଣଙ୍କର ମୁଣ୍ଡ ବି ଚକ୍କର କାଟିବ । ଭିଡିଓରେ ଆପଣ ଭଲ ଭାବରେ ଶୁଣିପାରିବେ କି କେଉଁଭଳି ଭାବରେ ଗାଳି ଗୁଲଜ ହେଉଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।