CCTV କ୍ୟାମେରାରେ ଧରାପଡିଲେ ଏହି ଦୁଇ ମହିଳା, କରୁଥିଲେ ଏପରି କମ ଯାହା ଦେଖିଲେ ଆପଣ ବିଶ୍ଵାସ କରି ପାରିବେନି, ଫେସେବୂକ ରେ ହେଲା ଭାଇରାଲ

CCTV କ୍ୟାମେରାରେ ଧରାପଡିଲେ ଏହି ଦୁଇ ମହିଳା, ଫେସେବୂକ ରେ ହେଲା ଭାଇରାଲ

ମିଶିଗନ ର ବ୍ୟୋମିଂଗ ସହରରୁ ଏକ ଏପରି ଭିଡିଓ ଭାଇରାଲ ହୋଇଛି, ଯାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଦୁଇଜଣ ମହିଳାଙ୍କର ଲଜ୍ଜାପୂର୍ଣ୍ଣ କାମ ଏହି ଭିଡିଓରେ ଦେଖିବାକୁ ମିଳିଛି। ଫେସବୁକ ସାହାଯ୍ୟରେ ଏହି ଦୁଇଜଣ ମହିଳାଙ୍କୁ ଚିହ୍ନଟ କରିବା ପାଇଁ ଆବେଦନ କରାଯାଇଛି। ସେହି ମହିଳା ମାନେ ଏପରି କାମ କରିଛନ୍ତି ଯାହା ଦେଖିଲେ ଆପଣ ବିଶ୍ବାସ କରିପାରିବେନି ଯେ ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେଉଁ ମାନେ ଏଭଳି କାର୍ଯ୍ୟ କରୁଛନ୍ତି। ଲୋକମାନେ ଏହି ଭିଡିଓକୁ ୪୫ହଜାର ଶେୟାର କରିଛନ୍ତି।

କାରରେ ଆସିଥିବା ମହିଳା ଚୋରୀ କରିଲେ

 

ବ୍ୟୋମିଂଗର ମହିଳା ପେଟ୍ରିକା କ୍ୱୀନୋନେସ ଗତ ମଙ୍ଗଳବାର ଦିନ ଗୋଟେ ଫେସବୁକରେ ଗୋଟେ ଭିଡିଓ ପୋଷ୍ଟ କରିଥିଲେ ଓ ଲେଖିଥିଲେ ” ମୁଁ ୨୮ ଅଗଷ୍ଟ ଦିନ ନିଜ ବଗିଚା ସଜାଇବା ପାଇଁ ନୂଆ ଫୁଲଦାନି ଆଣି ଥିଲି, ମୁଁ ନିଜ ଘରକୁ ସୁନ୍ଦର ଦେଖିବାକୁ ଚାହୁଁଥିଲି। କିନ୍ତୁ ମୋର ଏହି ସ୍ଵପ୍ନ ଅଧା ରହିଗଲା। ସକାଳ ପ୍ରାୟତଃ ୫ଟା ବେଳେ ଦୁଇଜଣ ମହିଳା ଆସି ମୋର ସେହି ଫୁଲଦାନି ଚୋରୀକରି ନେଇଗଲେ।” ଏଭଳି ଏକ ସ୍ଟେଟମେନ୍ଟ ଦେଇ ସେ ଗୋଟେ ଭିଡିଓ ଫେସବୁକରେ ଅପଲୋଡ କରିଥିଲେ ଯାହା ଏବେ ଭାଇରାଲ ହୋଇଯାଇଛି।

ଏପରି ହେଇଥାନ୍ତି M ନାମର ବ୍ୟକ୍ତିମାନେ।

ସିସିଟିଭି କ୍ୟାମାରରେ ରେକର୍ଡ ହେଲା ଏହି ମହିଳାଙ୍କ ଲଜ୍ଜାପୂର୍ଣ୍ଣ କାମ

ଚୋରିକରୁଥିବା ସେହି ଦୁଇ ମହିଳାଙ୍କର ଏହି କାମ କ୍ୱୀନୋନେସଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଯାଇଥିଲା। ସେ ସେହି ଭିଡିଓକୁ ଫେସବୁକରେ ଅପଲୋଡ କରି ଲୋକମାନଙ୍କୁ ସେମାନଙ୍କୁ ଧରିବାରେ ସାହାଯ୍ୟ ପାଇଁ ଆବେଦନ କରିଛନ୍ତି। ଲୋକମାନେ ଏହି ଭିଡିଓକୁ ୪୫ହଜାର ଶେୟାର କରିଛନ୍ତି। ଭିଡିଓରେ ୨୬ହଜାର ରିୟ୍ଯାକଶନ ଓ ୨୦ଲକ୍ଷରୁ ଉର୍ଦ୍ଧ ଏହାକୁ ଦେଖି ସାରିଲେଣି।

ପୁଲିସ ଦ୍ଵାରା ଧରା ପଡିଲେ ଅପରାଧୀ

ଏହା ଜଣାପଡିଛି ଯେ ପୁଲିସ ଭିଡିଓ ଦେଖିବା ପରେ ଚୋରି କରିଥିବା ଏହି ମହିଳାଙ୍କୁ ଚିହ୍ନଟ କରି ତାଙ୍କୁ ଧରିଛି ଓ ଫୁଲଦାନିକୁ କ୍ୱୀନୋନେସଙ୍କ ହସ୍ତଗତ କରିଛି। ଅନ୍ୟପଟେ ଏହି ଭିଡିଓ ଦେଖିଥିବା କିଛି ଲୋକ ମଧ୍ୟ କ୍ୱୀନୋନେସକୁ କିଛି ନୂତନ ଫୁଲଦାନି ଉପାହାର ଦେଇଛନ୍ତି।

ନିଜର ଜନ୍ମ ତାରିଖରୁ ଜାଣନ୍ତୁ ଆପଣଙ୍କର Love Marriage ହେବ ନା Arrange Marriage

କ୍ୱୀନୋନେସ ଧନ୍ୟବାଦ ଜଣାଇଲେ

ମହିଳା ଜଣକ ଫେସବୁକରେ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଲେ। ଏବଂ ଚୋର ଧାରା ପଡିଛନ୍ତି ଓ ତାଙ୍କ ଫୁଲଦାନି ତାଙ୍କୁ ମିଳିଯାଇଛି ବୋଲି ସମସ୍ତଙ୍କୁ update ଦେଇଥିଲେ।