CBI ଆରମ୍ଭ କଲା ସୁଶାନ୍ତ ଙ୍କ କେଶର ତଦନ୍ତ, ମିଳିଲା ମହା ପ୍ରମାଣ, 14 ଜୁନକୁ ଦୋହରାଇବା ପରେ ମିଳିଲା ଏହି ବଡ ସଫଳତା

ମୁମ୍ବାଇ ପହଞ୍ଚିକି CBI ନିଜର ତଦନ୍ତ ଆରମ୍ଭ କରିସାରିଛି । CBI ପ୍ରଥମେ ମୁମ୍ବାଇ ପୋଲିସ୍ ଙ୍କ ଠାରୁ ସବୁ ତଥ୍ୟ ନେଲେ, ସବୁ ପ୍ରମାଣ ନେଲେ କେଶ୍ ଡାଇରୀ ନେଲେ ଏବଂ ସବୁ ଜିନିଷ ନେଲେ ଯାହା ଏବେ ପର୍ଯ୍ୟନ୍ତ ପୋଲିସ ଜବତ କରିଥିଲା । CBI ୫ ଟା ଟିମ କରୀ ଯାଞ୍ଚ୍ ଆରମ୍ଭ କରିଛି ।ଏବଂ ପ୍ରଥମ ଦିନରେ ହିଁ ବହୁତ୍ ବଡ଼ ସଫଳତା ମିଳିଛି । ଶୁଣିବାକୁ ମିଳିଛି କି ପ୍ରଥମ ଦିନରେ ହିଁ ସୁଶାନ୍ତ ଙ୍କ କେଶ୍ ସଲଭ ହେବାରେ ଲାଗିଛି । CBI ସୁଶାନ୍ତ ଙ୍କ ଘରକୁ ଗଲେ ଏବଂ ସବୁ କିଛି ଦର୍ଷାଇଦେଲେ କି ୧୪ ଜୁନ ରେ କଣ ହେଇଥିଲା । ଚାଲନ୍ତୁ ଜାଣିବା କଣ କଲା CBI ମୁମ୍ବାଇରେ ।

ମୁମ୍ବାଇ ରେ CBI ଯାଞ୍ଚ୍ ଆରମ୍ଭ ହୋଇସାରିଛି । CBI ନିଜର ସବୁ ଚେଷ୍ଟା କରିଛି ଯାଞ୍ଚ୍ କରିବାରେ । ସୁଶାନ୍ତ ଙ୍କ ମୃତ୍ୟୁ କେଶ୍ ଯାଞ୍ଚ୍ ପାଇଁ CBI ୫ ଟି ଟିମ୍ କରିଛି । ଗୋଟେ ଟିମ ଲୋକଙ୍କୁ ପଚରା ଉଚୁରା କରୁଥିବା ବେଳେ ଆଊ ଏକ ଟିମ ମୁମ୍ବାଇ ପୋଲିସ ଙ୍କୁ ଯାଞ୍ଚ୍ କରିଛି ଏବଂ ମୁମ୍ବାଇ ପୋଲିସ୍ ଙ୍କ ଠାରୁ ସବୁ ହାଣ୍ଡଓଭର କରିଛି ।

ତୃତୀୟ ଟିମ ନୂଆ ପ୍ରମାଣ ଏବଂ ସାକ୍ଷୀ ମାନଙ୍କୁ ଖୋଜୁଛି । ଚତୁର୍ଥ ଟିମ ଫୋରେନ୍ସି ଏକ୍ସପର୍ଟ୍ ଅଟନ୍ତି ଯିଏ ସବୁ କଥା କୁ ଦେଖୁଛନ୍ତି । ପଞ୍ଚମ ଟିମ ସୁଶାନ୍ତ ଙ୍କ ଫ୍ଲାଟ୍ ରେ ପହଞ୍ଚିଥିଲେ ଏବଂ ସୁଶାନ୍ତ ଙ୍କ ରୁମ୍ ରେ ପୁଣି ଥରେ ୧୪ ଜୁନ କୁ ଦୋହରାଇଥିଲେ । ଏହି ଟିମ୍ କୁ ମୁମ୍ବାଇ ରେ ବହୁତ୍ ବଡ଼ ସଫଳତା ମିଳିଛି ।

ଏତେ ବଡ଼ ସଫଳତା ମିଳିଛି କି କେଶ୍ ସଲଭ ବୋଲି ମଧ୍ୟ କୁହାଯାଉଛି । ସୁଶାନ୍ତ ଙ୍କ ଏକ ଡମ୍ମି ତିଆରି କରାଯାଇଥିଲା ଏବଂ ତାହାକୁ ପାଙ୍ଖରେ ଲଟକାଇ ଦିଆଯାଇଥିଲା ଯେମିତି ସୁଶାନ୍ତ ଙ୍କ ଡମ୍ମୀ କୁ ଛଡା ଗଲା ସୁଶାନ୍ତ ଙ୍କ ଗୋଡ଼ ଖଟରେ ପହଞ୍ଚିଯାଇଥିଲା । କେବଳ ଏତିକି ନୁହଁ ପଙ୍ଖା ପୁରା ଗୋଟେ ପଟକୁ ଲହିଁ ପଡ଼ିଥିଲା ।

ସୁଶାନ୍ତ ଙ୍କ ଡମି କୁ ୩ ଘଣ୍ଟା ପରେ ଓଲହାଇ ଦିଆ ଯାଇଥିଲା ସେତେବେଳେ ସବୁଠୁ ବଡ଼ କଥା ପଙ୍ଖା ସେମିତି ଗୋଟେ ପଟକୁ ଲାହିଁ କି ଥିଲା । ମାନେ ସୁଶାନ୍ତ ଆତ୍ମହତ୍ୟା କରିନଥିଲେ ଏହା ପ୍ରମାଣ ହୋଇଗଲା କି ପଙ୍ଖରେ ଲଟକିକି ଆତ୍ମହତ୍ୟା କରିବା କଥା ପୁରା ମିଛ ଥିଲା । ପ୍ରଥମ ଦିନ ହିଁ ଏହା ପ୍ରମାଣ ହୋଇଯାଇଛି କି ସୁଶାନ୍ତ ଆତ୍ମହତ୍ୟା କରିନଥିଲେ ।

CBI ଯାଞ୍ଚ୍ ରେ ଏହା ସାମ୍ନାକୁ ଆସିଛି ତାହା ପୁଣି ପ୍ରଥମ ଦିନରେ । CBI ର ୫ ଟି ଟିମ୍ ନିଜର ବେଷ୍ଟ ଦେଇଛନ୍ତି ଏବଂ ଆମର ଆଶା କି ସୁଶାନ୍ତ ଙ୍କ ମୃତ୍ୟୁ ର ରହସ୍ୟ ନିଶ୍ଚିନ୍ତ ଭାବରେ ସାମ୍ନାକୁ ଆସିବ । ସୁଶାନ୍ତ ଙ୍କ ମୃତ୍ୟୁ ପଛରେ କାହାର ରହିଛି ହତ୍ୟା । ସୁଶାନ୍ତ ଙ୍କ ମୃତ୍ୟୁ କୁ ଆଊ ଆତ୍ମହତ୍ୟା ନୁହଁ ବାରିଁ ହତ୍ୟା ବୋଲି କୁହା ଯିବ । ସୁଶାନ୍ତ ଙ୍କ ହତ୍ୟା ପଛରେ ରହିଥିବା ସବୁ ଦୋଷୀ ମାନଙ୍କୁ ଦଣ୍ଡ ନିଶ୍ଚିନ୍ତ ମିଳିବା ଦରକାର । ଏବଂ ସୁଶାନ୍ତ ଓ ତାଙ୍କ ପରିବାର ଲୋକଙ୍କୁ ନ୍ୟାୟ ମିଳିବା ଦରକାର । ଆମର ଆଶା ବହୁତ୍ ଜଲ୍ଦୀ ସୁଶାନ୍ତ ଙ୍କୁ ନ୍ୟାୟ ମିଳିବ ଏବଂ ଦୋଷୀ କୁ ଦଣ୍ଡ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।