ପୁଅକୁ ହରାଇ ବୁକୁ ଫଟେଇ କାନ୍ଦୁଛି ମା’ ଆଉ ବୋହୁ ବିଷୟରେ କହୁଛି କିଛି ଏମିତି, ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

କୋହ ସମ୍ଭାଳି ପାରୁନି ମାଆ । କଥା କହୁ କହୁ କଣ୍ଠ ରୁ-ନ୍ଧି ହୋଇଯାଉଛି । ଆଖିକୁ ଲୁହ ଆସି ଯାଉଛି ଆଉ ଫା-ଟି ପଡୁଛି ମା’ର ହୃଦୟ । କେନ୍ଦ୍ରାପଡା ସଦର ଥା-ନା ଅନ୍ତର୍ଗତ ଛକନା ଗାଁ ର ଯୁବକ ବିଶ୍ଵରଞ୍ଜନ ମହାନ୍ତି ଗତ ଅକ୍ଟୋବର ୧୨ ତାରିଖରେ ହଠାତ କୁଆଡେ ନି-ଖୋ-ଜ ହୋଇ ଯାଇଥିଲେ । ପୁଅକୁ ଖୋଜିଖୋଜି ଘରଲୋକେ ନୟାନ୍ତ ହୋଇ ପଡିଥିଲେ । ବାରମ୍ବାର ଥା-ନା-କୁ ଦୌଡୁଥିଲେ ଓ ଠାକୁରଙ୍କ ପାଖେ ମଧ୍ୟ ଗୁହାରି ଲଗାଉଥିଲେ । ଘରଲୋକ ବହୁ ଖୋଜାଖୋଜି କରି ତିର୍ତ୍ତୋଲ ଥା-ନା-ରେ ଏ-ତ-ଲା ଦେଲେ କିନ୍ତୁ କିଛି ଲାଭ ହେଲାନାହିଁ ।

ଆଉ ନି-ଖୋ-ଜ ହେବାର ୧୭ ଦିନ ପରେ ଜଗତସିଂପୁର ଜିଲ୍ଲା ରାହାମା ପାଖ ପୋଲ ନିକଟରେ ଥିବା କେନାଲ ଭିତରୁ ମିଳିଲା ବିଶ୍ଵରଞ୍ଜନଙ୍କ ମୃ-ତ-ଦେ-ହ । ବିଶ୍ଵରଞ୍ଜନଙ୍କ ହାତରେ ରଶି ଓ ପଥର ବା-ନ୍ଧି ତାଙ୍କୁ କେନାଲରେ ପକାଇ ଦେଇଥିବାର ସ-ନ୍ଦେ-ହ କରାଯାଉଛି । ତେବେ ବିଶ୍ଵରଞ୍ଜନଙ୍କ ଘରଲୋକ ଏଥିପାଇଁ ବୋହୂ, ତାଙ୍କ ପ୍ରେମିକ ଏବଂ ବୋହୂଙ୍କ ପରିବାର ଉପରେ ସ-ନ୍ଦେ-ହ କରୁଛନ୍ତି ।

ମୃ-ତ ବିଶ୍ଵରଞ୍ଜନ ଗତ ଜୁଲାଇ ମାସରୁ ମହାରାଷ୍ଟ୍ରର ଏକ କମ୍ପାନୀରେ କାମ କରୁଥିଲେ । ସ୍ତ୍ରୀ ପ୍ରଜ୍ଞା ପରମିତା ଦୁଇ ବର୍ଷର ପୁଅ ସହ ତିର୍ତ୍ତୋଲରେ ଭଡାଘରେ ରହୁଥିଲେ । ଗତ ଅକ୍ଟୋବର ୧ ତାରିଖରେ ବିଶ୍ଵରଞ୍ଜନ ମହାରାଷ୍ଟ୍ରରୁ ଫେରିଥିଲେ ଓ ସ୍ତ୍ରୀ ଭଡାଘର ବଦଳାଇ ଦେଇଥିବା ଜାଣିବାକୁ ପାଇଥିଲେ । ସେଠାରେ ପୁଅ ଜନ୍ମଦିନ ପାଳନକୁ ନେଇ ସେମାନଙ୍କ ମଧ୍ୟରେ ଗ-ଣ୍ଡ-ଗୋ-ଳ ହୋଇଥିଲା । ଅକ୍ଟୋବର ୧୨ ତାରିଖରେ ବିଶ୍ଵରଞ୍ଜନ ଗାଁକୁ ଯାଉଛି ତିର୍ତ୍ତୋଲରୁ ବାହାରି ଆସିଥିଲେ । କିନ୍ତୁ ଆଉ ଘରକୁ ଫେରି ନଥିଲେ ।

ଆଉ ଶେଷରେ କେନାଲ ଭିତରୁ ତାଙ୍କ ମୃ-ତ-ଦେ-ହ ମିଳିଥିଲା । ଘରଲୋକ ବୋହୂ ଏବଂ ତାଙ୍କ ଭୂମିକା ନେଇ ସ-ନ୍ଦେ-ହ କରୁଛନ୍ତି । ତେବେ ପ୍ରଶ୍ନ ଉଠୁଛି ବିଶ୍ଵରଞ୍ଜନଙ୍କୁ ମା-ରି-ଲା କିଏ ? ମୃ-ତ୍ୟୁ-ର କାରଣ ପାରିବାରିକ ନ ବାହାରେ ତାଙ୍କର ଆଉ କେହି ଶ-ତ୍ରୁ ଥିଲେ ? ତେବେ ଏହି ଘ-ଟ-ଣା-ରେ ପୋ-ଲି-ସ କିମ୍ବା ବିଶ୍ଵରଞ୍ଜନଙ୍କ ପତ୍ନୀଙ୍କ ପ୍ରତିକ୍ରିୟା ଏବେ ଯାଏଁ ମିଳିନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।