ବିଜିନେଶ୍ ରେ ହାନି କି ଧନର ଅଭାବ, ସବୁ ସମସ୍ୟାକୁ ଦୂର କରିବ କଳା ହଳଦୀର ଏହି ଉପାୟ, ଜାଣନ୍ତୁ

ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ ବିଷୟରେ କହିବୁ ତାହା ଆପଣଙ୍କର ଜୀବନର ଦିଗକୁ ପୁରା ବଦଳାଇ ଦେବ । ଆଜି ଆମେ ଆପଣଙ୍କୁ କହିବୁ କଳା ହଳଦିର ଗୁଣ ଓ ଏହା ଦ୍ଵାରା ହେଉଥିବା ଉପାୟ ବିଷୟରେ । କହିଦେଉଛୁ କି ଶାସ୍ତ୍ରରେ କଳା ହଳଦୀକୁ ଏକ ଭଲ ପଦାର୍ଥ ବୋଲି କୁହାଯାଇଛି, ଯାହାକି କେବେ ବି ଅସଫଳ ହୁଏ ନାହିଁ । କୁହାଯାଏ କି କଳା ହଳଦୀରେ ତାନ୍ତ୍ରିକ ଓ ମାନ୍ତ୍ରିକ ଦୁଇ ପ୍ରକାରର ଶକ୍ତି ଲୁଚି ଥାଏ ।

ଏହାର ଉପଯୋଗ କରି ଏକ ଅସୁସ୍ଥ ବ୍ୟକ୍ତିକୁ ବି ସୁସ୍ଥ କରାଯାଇ ପାରିବ । ଯଦି ଏହାର ତାନ୍ତ୍ରିକ ବିଦ୍ଧିକୁ ସିଦ୍ଧ କରାଯାଏ ତେବେ ଏହା କାହାକୁ ବି ଧନବାନ କରି ଦେଇଥାଏ । ତେବେ ଚାଲନ୍ତୁ ବର୍ତ୍ତମାନ ଆମେ ଆପଣଙ୍କୁ ଏହା ଦ୍ଵାରା କରାଯାଉଥିବା କିଛି ଖାସ ଉପାୟ ବିଷୟରେ କହିଦେଉଛୁ ।

ଧନ ପାଖରେ ରହିବା ପାଇଁ କଳା ହଲଦିର ଉପାୟ

ପ୍ରାୟତଃ ଏମିତି ହୋଇଥାଏ କି ଆପଣ ବହୁତ ଟଙ୍କା ଆୟ କରନ୍ତି କିନ୍ତୁ ଆପଣଙ୍କ ପାଖରେ ଟଙ୍କା ରୁହେ ନାହିଁ , କୌଣସି ନା କୌଣସି କାରଣରୁ ତାହା ଖର୍ଚ୍ଚ ହୋଇଯାଏ । ତେବେ ଏମିତିରେ କଳା ହଳଦିର ଉପାୟ ଆପଣଙ୍କ ଟଙ୍କା ଖର୍ଚ୍ଚ ହେବାରୁ ଅଟକାଇ ପାରିବ । ଏଥିପାଇଁ ଆପଣ ଶୁକ୍ଲପକ୍ଷର ପ୍ରଥମ ଶୁକ୍ରବାର ଦିନ ଚାନ୍ଦିର ଡବାରେ କଳା ହଳଦୀ, ନାଗକେଶର ଓ ସିନ୍ଦୂର ଏକା ସହିତ ରଖି ମାତା ଲକ୍ଷ୍ମୀଙ୍କ ଚରଣରେ ସ୍ପର୍ଶ କରି ଧନ ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ଟଙ୍କା ଅଧିକ ଖର୍ଚ୍ଚ ହେବ ନାହିଁ ।

ବିଜନେସରେ ଲାଭ ପାଇଁ କଳା ହଳଦିର ଉପାୟ

ଯଦି ଆପଣଙ୍କର ବିଜନେସରେ ବହୁତ ଚେଷ୍ଟା କରିବା ପରେ ବି କ୍ଷତି ହେଉଛି ତେବେ କଳା ହଳଦୀ ଦ୍ଵାରା ନିଜର ବିଜନେସକୁ ଆଗକୁ ବଢାନ୍ତୁ । ଏଥିପାଇଁ ଶୁକ୍ଲପକ୍ଷର ପ୍ରଥମ ଗୁରୁବାର ଦିନ ହଳଦିଆ କପଡାରେ କଳା ହଳଦୀ, ୧୧ ଟି ଅଭିମନ୍ତ୍ରିତ ଗୋମତୀ ଚକ୍ର, ଚାନ୍ଦିର କଏନ ଓ ୧୧ ଟି ଅଭିମନ୍ତ୍ରିତ ଧନଦାୟକ କଉଡି ବାନ୍ଧି ୧୦୮ ଥର ‘ଓଁ ନମୋ ଭଗବତେ ବାସୁଦେବ ନମଃ’ର ଜପ କରି ଧନ ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ ।

ମେସିନ ଖରାପ ହେଲେ କରନ୍ତୁ କଳା ହଳଦିର ଉପାୟ

ଯଦି ଆପଣଙ୍କର ବିଜନେସ ସମ୍ବନ୍ଧିତ ମେସିନ ଅଛି ଓ ତାହା ବାରମ୍ଭାର ଖରାପ ହେଉଛି ତେବେ ଏମିତିରେ ଆପଣ କଳା ହଳଦିକୁ ଗ୍ରାଇଣ୍ଡିଙ୍ଗ କରି ସେଥିରେ କେଶର ଓ ଗଙ୍ଗାପଣି ମିଶାଇ ତାହା ଦ୍ଵାରା ବୁଧବାର ଦିନ ସେହି ମେସିନ ଉପରେ ସ୍ୱସ୍ତିକ ଚିହ୍ନ୍ନ କରନ୍ତୁ । ଏହି ଉପାୟ ମେସିନକୁ ଖରାପ ହେବାକୁ ଦିଏ ନାହିଁ ।

ଦୀପାବଳିରେ କଳା ହଳଦିର ଉପାୟ

ଦୀପାବଳି ଦିନ ହଳଦିଆ ରଙ୍ଗର ବସ୍ତ୍ରରେ ଚାନ୍ଦି କଏନ ସହିତ କଳା ହଳଦୀ ବାନ୍ଧି କରି ଧନ ରଖୁଥିବା ସ୍ଥାନରେ ରଖିଲେ ମାତା ଲକ୍ଷ୍ମୀଙ୍କର କୃପା ହୋଇଥାଏ ।

ନଜର ଉତାରିବା ପାଇଁ କଳା ହଲଦିର କରନ୍ତୁ ଉପାୟ

ଯଦି ଆପଣଙ୍କର ପିଲାକୁ ନଜର ଲାଗିଛି ତେବେ ଆପଣ କଳା କପଡାରେ ହଳଦୀ ବାନ୍ଧି ୭ ଥର ତାହା ଉପରୁ ବୁଲାଇ ଆଣି ପାଣିରେ ପ୍ରବାହିତ କରି ଦିଅନ୍ତୁ । ଏହା କରିବା ଦ୍ଵାରା ନଜର ଓଲ୍ହାଇ ଯିବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।