ବସ୍ ସହ ପିଟି ହେଲା ଫର୍ଚ୍ୟୁନର! ଏକା ସାଙ୍ଗରେ ହାତ ଧରା ଧରି ହୋଇ ଚାଲିଗଲେ 9 ଜଣ… Video ଦେଖି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଅମା ଦେଶରେ ପ୍ରତି ଦିନ କେଉଁଠି ନା କେଉଁଠି ସଡକ ଦୁର୍ଘଟଣା ଘଟୁଛି । ବର୍ତ୍ତମାନ ଶୀତ ଦିନ ଚାଲିଛି ଯାହା କାରଣରୁ ଭୋର ସମୟରେ କୁହୁଡି ଅଧିକ ରହୁଛି । ଯାହା ପାଇଁ ପ୍ରତି ବର୍ଷ ସଡକ ଦୁର୍ଘଟଣା ଦେଖା ଯାଉଛି । କୁହୁଡି ଅଧିକ ହେବା କାରଣରୁ ଗାଡି ଚଲାଉଥିବା ଚାଳକ ନିଜର ଭାରସାମ୍ୟ ହରାଇଥାନ୍ତି ଆଉ ଦୁର୍ଘଟଣା ଘଟିଥାଏ ।

ତେବେ ଗତ କିଛି ସମୟ ହେବ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ସୋସିଆଲ ମିଡିଆରେ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ସଂପୂର୍ଣ୍ଣ ଖବର ବିଷୟରେ ବିସ୍ତାର ଭାବେ । ବସ ସହ ପିଟି ହେଲା ଫର୍ଚ୍ୟୁନର । ଏକା ସହ ହାତ ଧରା ଧରି ହୋଇ ଚାଲିଗଲେ 9 ଜଣ । ଘଟଣା ସ୍ଥଳରେ ହିଁ ସମସ୍ତଙ୍କର ମୃ-ତ୍ୟୁ ହୋଇ ଯାଇଛି । କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଲା ।

ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗ୍ଯାସ କଟର ରେ କାଟି ସମସ୍ତଙ୍କୁ ବାହାର କରା ଯାଇଥିଲା । ସ୍ଥାନୀୟ ଲୋକେ ଗୁରୁତର ମାନଙ୍କୁ ଉଧାର କରି ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ କୁ ପଠାଇ ଥିଲେ । ସବୁଠାରୁ ବଡ କଥା ହେଉଛି ଯେଉଁ ମାନେ ଫର୍ଚ୍ୟୁନର ରେ ଥିଲେ ସେମାନଙ୍କର ମୃ-ତ୍ୟୁ ହୋଇଥିବା ବେଳେ ବସ ରେ ଥିବା ଯାତ୍ରୀ ମାନେ ଗୁରୁତର ଭାବେ ଆହତ ହୋଇଛନ୍ତି । ଆଜି ସକାଳେ ଘଟିଛି ଏମିତି ଏକ ମର୍ମନ୍ତୁଦ ଘଟଣା ।

କୁହୁଡି ହେଲା କାଳ । ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଗୁଜୁରାଟ ର ନାବସାରୀ ଜିଲ୍ଲା ର ଏନଏଚ-48 ରେ । ପୁରା ଜିଲ୍ଲା କୁ ଦୋହଲାଇ ଦେଇଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ ଓ ଫର୍ଚ୍ୟୁନର ଦୁର୍ଘଟଣା ହେବା କାରଣରୁ 9 ଜଣଙ୍କର ଘଟଣା ସ୍ଥଳରେ ହି ମୃ-ତ୍ୟୁ ହୋଇ ଯାଇଛି । 28 ଜଣ ଗୁରତର ଭାବେ ଆହତ ହୋଇଛନ୍ତି । ଖବର ମୁତାବିକ ବସ ଟି ସୁରଟ ରୁ ବଲସାର୍ଟ ଯାଉଥିଲା ।

ଆଉ ସେପଟେ ଫର୍ଚ୍ୟୁନର ଗାଡି ଟି ତାର ଭାରସାମ୍ୟ ହରାଇ ଅନ୍ୟ ରାସ୍ତା କୁ ବସ ର ସାମ୍ନା କୁ ଚାଲିଯାଇ ବସ ସହ ଧକ୍କା ହୋଇଥିଲା । ତେବେ ଦୁର୍ଘଟଣା କାରଣରୁ ଫର୍ଚ୍ୟୁନର ରେ ବସିଥିବା ସମସ୍ତଙ୍କର ମୃ-ତ୍ୟୁ ହୋଇ ଯାଇଛି । ଏହି ଦୁର୍ଘଟଣା ପରେ ବସ ଡ୍ରାଇଭର କୁ ସଙ୍ଗେ ସଙ୍ଗେ ହୃଦଘାତ ଆସି ଯାଇଥିଲା ।

ସେପଟେ ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଧାର କରିଛି । 9 ଜଣ ମୃତକ ଙ୍କୁ ଉଧାର କରି ପୋଲିସ ବ୍ୟବଛେଦ ପାଇଁ ପଠାଇଛି । ତେବେ ଦୁର୍ଘଟଣା ପରେ ରାସ୍ତା ପୁରା ଜାମ ରହିଥିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।