ବୁଢାପାକୁ ପାଖକୁ ବି ଆସିବାକୁ ଦିଏ ନାହିଁ ଏହି ୫ ଟି ଜିନିଷର ସେବନ, ନମ୍ବର ୧ ତ କୌଣସି ବରଦାନ ଠୁ କମ ନୁହେଁ

ସମସ୍ତେ ଚାହାନ୍ତି କି ସେମାନେ ଜୀବନ ସାରା ଯବାନ ରୁହନ୍ତୁ ଓ କେହି ବି ଚାହାନ୍ତି ନାହିଁ କି ତାଙ୍କ ଜୀବନରେ ବୁଢାପାର ସମୟ ଆସିଯାଉ । ତ୍ଵଚ୍ଚାରେ ବୁଢାପାର ପ୍ରଭାବ ନ ଦେଖାଯାଉ ଏଥିପାଇଁ ବଜାରରେ ବିଭିନ୍ନ ପ୍ରକାରର ଉତ୍ପାଦ ବି ଉପଲବ୍ଧ ଅଛି । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଔଷଧ ବିଷୟରେ କହିବାକୁ ଯାଉଛୁ ଯାହାକୁ ବ୍ୟବହାର କରି ଆପଣ ବଢୁଥିବା ବୟସର ପ୍ରଭାବ ଅଟକାଇ ପାରିବେ ।

୧- ବ୍ଲୂ ବେରୀ

ଏହା ରିଙ୍କଲ୍ସକୁ ଅଟକାଇବାରେ ସାହାର୍ଯ୍ୟ କରିଥାଏ ଓ ତ୍ଵଚା ଉପରେ ଥିବା ଦାଗ ଗୁଡିକୁ ବି କମ କରିଥାଏ । ଏହା ଆଖିର ଦୃଷ୍ଟିଶକ୍ତିକୁ ବି ବଢାଇଥାଏ । କହିବାକୁ ଗଲେ ତ୍ଵଚା ପାଇଁ ଏହା ବହୁତ କମାଲ ଜିନିଷ ଅଟେ ।

୨- ଗିଂକୋ

ଏହା ବୟସ ବଢିବା ଆରମ୍ଭର ସଂକେତ ଗୁଡିକ ସହ ଲଢିବା ଓ ତ୍ଵଚା ପାଇଁ ଔଷଧ ରୂପରେ କାମ କରିଥାଏ । ଏହା ସହିତ ଏହା ଆଖି ଓ ମସ୍ତିଷ୍କର କୋଶିକା ଗୁଡିକୁ ବି ମଝବୁତ କରିଥାଏ ।

୩- ଘୋଡାଟାପୁ ପତ୍ର

ଏହା ଏକ ଔଷଧୀୟ ଜଡ଼ୀ ବୁଟୀ ଅଟେ । ଏହା କୋଶିକାକୁ ପୁନଃ ଉତ୍ପନ୍ନ କରିବାରେ ସାହାର୍ଯ୍ୟ କରିଥାଏ । ଏହା ତ୍ଵଚାକୁ ସୁସ୍ଥ ଓ ସୁନ୍ଦର କରିଥାଏ । ଏଥିରେ ଆଣ୍ଟିଏଜିଂଗ ଗୁଣ ଭରପୂର ମାତ୍ରାରେ ଥାଏ । ଯାହା ତ୍ଵଚା ପାଇଁ ଭଲ ଅଟେ ।

୪-ହଳଦୀ

ହଳଦୀକୁ ତ୍ଵଚାର ଦେଖାଶୁଣା ପାଇଁ ହଜାର ହଜାର ବର୍ଷ ପୂର୍ବରୁ ବ୍ୟବହାର କରାଯାଉଛି । ଏହାକୁ ବିଭିନ୍ନ ପ୍ରକାରର ତ୍ଵଚା ଉପରେ ଆପଣ ବ୍ୟବହାର କରି ପାରିବେ । ଏହା ଆପଣଙ୍କ ତ୍ଵଚାକୁ ସୁନ୍ଦର କରିଥାଏ ।

୫-ଜିନସେଂଗ

ଜିନସେଂଗ ନାମକ ଏହି ଜଡୀ ବୁଟୀ ନିଜର ଆଣ୍ଟିଏଜିଂଗ ଗୁଣ ପାଇଁ ଜଣା ଯାଇଥାଏ, ଏହାର ସେବନ ତ୍ଵଚାକୁ ଚମକଦାର, କୋମଳ ଓ ରିଙ୍କଲ୍ସକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ଆପଣଙ୍କୁ ଜିନସେଂଗର କ୍ୟାପସୁଲ ବଜାରରେ ଅତି ସହଜରେ ମିଳିଯିବ ।