Exclusive ସୁଶାନ୍ତ ଦିଶାଙ୍କ ପରେ ଷ୍ଟିଭକୁ ରାସ୍ତାରୁ ହଟାଇ ଦେଲେ, ହେଲେ ଯିବା ପୂର୍ବରୁ ସେ କହିଯାଇଛି 4 ବଡ ନାମ

ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ପୁଣି ଏକ ନୂଆ ମାମଲା ଯୋଡି ହୋଇଯାଇଛି । ଯାହା ସୁଶାନ୍ତଙ୍କ କେସକୁ ଅନ୍ୟ ଏକ ଦିଗ ଆଡକୁ ନେଇ ଯାଉଛି । ଯେମିତି କି ଆପଣମାନେ ଜାଣିଛନ୍ତି ଦିଶା ସାଲିୟନ ଯିଏକି ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ଥିଲେ ତାଙ୍କର ହତ୍ୟାକୁ CBI ଯାଞ୍ଚ କରିବା ଆରମ୍ଭ କରିଛି ଦିଶା ସାକିୟନଙ୍କ ବନ୍ଧୁ ସ୍ଟୀବ ପିଣ୍ଟୋ କିଛି ଘଣ୍ଟା ପୂର୍ବେ ହିଁ ମାରି ଦିଆ ଯାଇଛି ।

କୁହାଯାଉଛି କି ଦିଶା ସାଲିୟନଙ୍କ ବନ୍ଧୁ ସ୍ଟୀବ ପିଣ୍ଟୋ ଦିଶା ଓ ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ଥିବା ଅସଲ କାରଣ ବିଷୟରେ ଜାଣି ଥିଲେ । ଏମିତିରେ ସେ ବହୁତ ଦିନ ହେବ ଅନ୍ଡରଗ୍ରାଉନ୍ଡ ବି ଥିଲଲେ ।

କିନ୍ତୁ ଅଚାନକ ସ୍ଟୀବ ପିଣ୍ଟୋର ମୃତ୍ୟୁର ଖବର ସାମ୍ନାକୁ ଆସୁଛି । ତାହା ବି ପୁଣି ସେହି ସମୟରେ ଯେତେବେଳେ CBI ଦିଶା ସାଲିୟାନ ମାମଲାରେ ଯାଞ୍ଚ ଆରମ୍ଭ କରିଥିଲେ । ଯାଉ ଯାଉ ସ୍ଟୀବ ପିଣ୍ଟୋ ଚାରି ଜଣ ଲୋକମାନଙ୍କ ନାମ ବିଷୟରେ ଉଲ୍ଲେଖ କରି ଯାଇଛନ୍ତି । ସେହି ଚାରି ଜଣଙ୍କ ଉପରେ ବହୁତ ବଡ ଆରୋପ ବି ଲଗାଇ ଦେଇ ଯାଇଛି ।

ଏମିତିରେ ସୁଶାନ୍ତଙ୍କ ମାମଲା ପୁଣି ଥରେ ରହସ୍ୟ ଘେର ମଧ୍ୟକୁ ଚାଲି ଯାଇଛି । ତେବେ ଚାଳନ୍ତୁ ଜାଣିବା ପୁରା ମାମଲା କଣ ଅଟେ । ଯେମିତି କି ସମସ୍ତେ ଜାଣିଛନ୍ତି କି ୧୪ ଜୁନରେ ସୁଶାନ୍ତଙ୍କ ଜୀବନ ଯାଇ ଥିଲା ତ ଅନ୍ୟ ପଟେ ଏହା ପୂର୍ବରୁ ୮ ଜୁନଙ୍କୁ ତାଙ୍କର ପୂର୍ବ ମ୍ୟାନେଜର ରହିସାରିଥିବା ଦିଶା ସାଲିୟାନଙ୍କ ଜୀବନ ଯାଇ ଥିଲା । ଏମିତିରେ କୁହାଯାଉଛି କି ଏହି ଦୁଇଟି ମାମଲାର ପରସ୍ପର ସହ ସଂଯୋଗ ଅଛି । ଅନ୍ୟ ପଟେ CBI ବି ଦିଶା ସାଲିୟାନର କେସକୁ ଛାନବିନ କରିବାରେ ଲାଗିଛି ।

କିନ୍ତୁ ଯେମିତି ହିଁ CBI ନିଜର ଯାଞ୍ଚ ଆରମ୍ଭ କରିଛି ସେମିତି ହିଁ ଦିଶା ସାଲିୟାନଙ୍କ ବନ୍ଧୁ ସ୍ଟୀବ ପିଣ୍ଟୋଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଗଲା । ଏମିତିରେ ଏହି ଷଡଯନ୍ତ୍ର ପଛରେ ଥିବା ଲୋକମାନେ ଦିଶା ଓ ସୁଶାନ୍ତଙ୍କ ସତ୍ୟତା ସାମ୍ନାକୁ ନ ଆସୁ ସେଥିପାଇଁ ସ୍ଟୀବ ପିଣ୍ଟୋକୁ ହିଁ ରାସ୍ତାରୁ ହଟାଇ ଦେଲେ । ଏହା ଛଡା ଏହି ଷଡଯନ୍ତ୍ରକାରୀମାନେ ସ୍ଟୀବ ପିଣ୍ଟୋକୁ ମାରି ତାଙ୍କର ମୃତ୍ୟୁ ଏକ ରାସ୍ତା ଦୁର୍ଘଟଣା ରୂପରେ ଦର୍ଶାଇ ଦିଆ ଯାଇଛି ।

କିନ୍ତୁ ସ୍ଟୀବ ପିଣ୍ଟୋ ଏହା ପୂର୍ବରୁ ୪ ଜଣ ଲୋକମାନଙ୍କ ନାମ କହି ଦେଇଛନ୍ତି । ଏହା ସହିତ ସେ କହିଛନ୍ତି କି ଦିଶାଙ୍କ ସହ କିଛି କହରାପ ବି ହୋଇଛି । ସେ ଏହା ବ କହିଥିଲା କି ଏହି ୪ ଜଣ ତାକୁ ବି ଛାଡିବେ ନାହିଁ । ଏମିତିରେ ଦିଶାନ୍କାପୁରା ସତ ଜାଣିଥିବା ପିଣ୍ଟୋକୁ ବି ସୁଶାନ୍ତଙ୍କ ଭଳି ରାସ୍ତାରୁ ହଟାଇ ଦିଆଗଲା । ସ୍ଟୀବ ପିଣ୍ଟୋ ପ୍ରଥମେ ସଲମାନ ଖାନଙ୍କ ନାମ ନେଇଛନ୍ତି । ସେ କହିଛନ୍ତି କି ଏହି ସବୁ ଷଡଯନ୍ତ୍ରପଛରେ ସଲମାନଙ୍କ ହାତ ଅଛି ।

ଏହା ପରେ ସେ ସୂରଜ ପଞଚୋଲିଙ୍କ ନାମ ନେଇଛନତି ଆପଣଙ୍କୁ କହିଦେଉଛୁ କି ସୂରଜ ପ୍ରଥମ ଦିନରୁ ହିଁ ସନ୍ଦେହ ଘେରରେ ରହିଛନ୍ତି । ତୃତୀୟରେ ସେ ମହେଶ ଭଟ୍ଟଙ୍କ ନାମ ନେଇଛନ୍ତି । ଏମିତିରେ ମହେଶ ଭଟ୍ଟ ଏହି କେସ ମଧ୍ୟରେ କେତେ ଦୂର ପର୍ଯ୍ୟନ୍ତ ଅଂସ ଗ୍ରହଣ କରିଛନ୍ତି ତାହା ବିଷୟରେ ସମସ୍ତେ ଜାଣିଛନ୍ତି । ଚତୁର୍ଥ ନାମ ହେଉଛି କରନ ନରବେକର । ଯିଏକି ବଲୀଉଡ ସହ ଜଡିତ ଅଟନ୍ତି ।

ବର୍ତ୍ତମାନ ଏହି ୪ ଜଣ ଲୋକମାନଙ୍କ ନାମ ଆସିବା ପରେ ସୁଶାନ୍ତଙ୍କ ମାମଲା ପୁରା ବଦଳି ଯାଇଛି । ହୋଇପାରେ କି ସ୍ଟୀବ ପିଣ୍ଟୋ ସୁଶାନ୍ତ ଓ ଦିଶାଙ୍କ ବିଷୟରେ କିଛି ଜାଣିଥିଲେ ଏମିତିରେ ସେ କାହାକୁ କିଛି ନ କହି ଦିଅନ୍ତୁ ସେଥିପାଇଁ ତାଙ୍କୁ ରାସ୍ତାରୁ ହଟାଇ ଦିଆ ଗଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।