ମହାଖୁଲସା, ସୁଶାନ୍ତଙ୍କ ସାଙ୍ଗ ଗଣେଶ ଖୋଲିଲେ ସବୁ ରାଜ, କହିଲେ ସେଦିନ ୫ ଜଣ ମାସ୍କ ପିନ୍ଧି ଆସିଥିଲେ

ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ ପ୍ରତିଦିନ ନୂଆ କଥା ସାମ୍ନାକୁ ଆସିଛି । କିନ୍ତୁ ଏବେ ଯେଉଁ ଖବର ସାମ୍ନାକୁ ଆସିଚି ତାହା ବହୁତ୍ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ଏବେ ଏହା ସାମ୍ନାକୁ ଆସିଚି କି ସୁଶାନ୍ତ ଙ୍କ ପଛରେ କେତେ ଜଣ ଥିଲେ ଏବଂ କିଏ କିଏ ଥିଲେ । ଏବେ ପର୍ଯ୍ୟନ୍ତ ଚୁପ୍ ଥିବା ସୁଶାନ୍ତ ଙ୍କ ସାଙ୍ଗ ମୁହଁ ଖୋଲିଛନ୍ତି ଏବଂ କହିଛନ୍ତି କି ସୁଶାନ୍ତ ଙ୍କୁ ୫ ଜଣ ବ୍ୟକ୍ତି ମାରିଛନ୍ତି, ସେମାନେ ମାସ୍କ ପିନ୍ଧି ତାଙ୍କ ଘରକୁ ମଧ୍ୟ୍ୟ ଆସିଥିଲେ ।

ମୁମ୍ବାଇ ପୋଲିସ୍ ଉପରେ ପୁଣି ଥରେ ପ୍ରଶ୍ନ ଉଠିଛି କାରଣ କଲ୍ କରିବାର ୨ ଘଣ୍ଟା ପର୍ଯ୍ୟନ୍ତ ମୁମ୍ବାଇ ପୋଲିସ୍ ଆସିନଥିଲେ କାହିଁକି? ତେବେ ଚାଲନ୍ତୁ ଜାଣିବା କିଏ ଥିଲେ ସେହି ୫ ଜଣ କଣ ମିଳିଛି ନୂଆ ପ୍ରମାଣ । ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ ଧୀରେ ଧୀରେ ସତ ସାମ୍ନାକୁ ଆସୁଚି । ସୁଶାନ୍ତ ଙ୍କ ମୃତ୍ୟୁ ପଛରେ କେବଳ ରିୟା ନୁହଁ ବରଂ ବହୁତ୍ ବଡ଼ ବଡ଼ ଲୋକଙ୍କ ହାତ ରହିଛି ।

ଏବେ ସୁଶାନ୍ତ ଙ୍କ ବହୁତ୍ ନିକଟ ସାଙ୍ଗ ଗଣେଶ ମୁହଁ ଖୋଲିଛନ୍ତି ଏବଂ କହିଛନ୍ତି କି ସେମାନେ ସୁଶାନ୍ତଙ୍କ ପରେ ଗଣେଶ ଙ୍କ ପଛରେ ପଡିଯାଇଛନ୍ତି । ଗଣେଶ କହିଛନ୍ତି ସେମାନେ ୫ ଜଣ ଥିଲେ ଯୋଉମନେ ସୁଶାନ୍ତ ର ଏହି ଅବସ୍ଥା କରିଛନ୍ତି । ଗଣେଶ କହିଛନ୍ତି ୧୩ ଜୁନ ରେ ସୁଶାନ୍ତ ଙ୍କ ଘରେ ପାର୍ଟି ହେଇଥିଲା, ପାର୍ଟି ରେ ବହୁତ୍ ବଡ଼ ବଡ଼ ଲୋକ ସାମିଲ୍ ହୋଇଥିଲେ ।

ସେହି ପାର୍ଟି କାରଣରୁ ସୁଶାନ୍ତ ଙ୍କ ଘରର cctv ମଧ୍ୟ ବନ୍ଦ କରାଯାଇଥିଲା । ମାନେ ସବୁ କିଛି ଆଗରୁ ପ୍ଲାନ୍ ହୋଇଥିଲା । ସୁଶାନ୍ତ ଙ୍କ ପୋଷ୍ଟମର୍ଟମ ରିପୋ୍ଟ ରେ କୋଉଠି ବି ମୃତ୍ୟୁ ତାରିଖ ଓ ସମୟ ଲେଖା ହୋଇନାହିଁ । ଗଣେଶ କହିଛନ୍ତି ସୁଶାନ୍ତ ଙ୍କ ଯିବା ପରେ ତାଙ୍କୁ ମଧ୍ୟ ଧମକ ଦିଆ ଯାଉଛି, ସେଥିପାଇଁ ଏତେ ଦିନରୁ ସେ ଚୁପ୍ ଥିଲେ ।

ଗଣେଶ କହିଛନ୍ତି ତାଙ୍କ ଘର ବାହାରକୁ ମାଷ୍କ୍ ପିନ୍ଧି ୫ ଜଣ ଆସିଥିଲେ ଏବଂ ତାଙ୍କ ହାତରେ ହତିଆର ଥିଲା । ସେଥିପାଇଁ ଗଣେଶ ମୁମ୍ବାଇ ପୋଲିସ କୁ କଲ୍ କଲେ କିନ୍ତୁ ତାପରେ ବି ୨ ଘଣ୍ଟା ପର୍ଯ୍ୟନ୍ତ ମୁମ୍ବାଇ ପୋଲିସ୍ କର୍ମଚାରୀ ଙ୍କ ଦ୍ଵାରା କୌଣସି ଉତ୍ତର ମିଳିନଥିଲା । ସେଥିପାଇଁ ଗଣେଶ ଡରି କି କେତେଦିନ ଯାଏଁ ବାହାରକୁ ମଧ୍ୟ୍ୟ ବହାରୁନଥିଲେ ।

ଗଣେଶ କହିଛନ୍ତି ସେ CBI କୁ ସବୁ ସତ ସବୁ ନା ମଧ୍ୟ କହିବାକୁ ଚାହୁଁଛନ୍ତି । ସେଥିପାଇଁ ଗଣେଶ ପୋଲିସ ସୁରକ୍ଷା ପାଇଁ ଦାବି କରିଛନ୍ତି । ଗଣେଶ CBI କୁ ୫ ଟି ନା କହିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ସୁଶାନ୍ତ ଙ୍କୁ ହତ୍ୟା କରାଯାଇଛି ବୋଲି ମଧ୍ୟ କହିଛନ୍ତି । ସୁଶାନ୍ତ ଙ୍କ କେଶ୍ କୁ CBI ଯାଞ୍ଚ କରୁଛି । ରିୟା ଙ୍କୁ ED ୨ ଥର ପଚରା ଉଚୁରା କରିସାରିଲେଣି, କିନ୍ତୁ ରିୟା ଙ୍କ ସହିତ ବାକି ବଡ଼ ବଡ଼ ଲୋକ ମଧ୍ୟ୍ୟ ଏହି କେଶ୍ ରେ ସାମିଲ୍ ଏବଂ ଆମର ଆଶା ସୁଶାନ୍ତ ଙ୍କୁ ନ୍ୟାୟ ମିଳିବ ଏବଂ ପ୍ରକୃତ ଦୋଷୀ କୁ କଠିନ ରୁ କଠିନ ଦଣ୍ଡ ମିଳିବ ।

ସୁଶାନ୍ତ ଙ୍କୁ ନ୍ୟାୟ ଦେବା ପାଇଁ comment ରେ ଲେଖନ୍ତୁ ” justice for SSR” । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।