ଜଣେ କି 2 ଜଣ ନୁହେଁ ବରଂ ଏହି 7 ସେଲିବ୍ରିଟି କରିଛନ୍ତି 3 ଥର ଲେଖାଁ ବିବାହ, ନଂ 6 ତ ସବୁ ରେକର୍ଡ ହିଁ ଭାଙ୍ଗିଦେଲେ

ବଲୀଉଡ ଇଣ୍ଡଷ୍ଟ୍ରିରେ ବିବାହ କରିବା ଓ ପରେ ଅଲଗା ହୋଇଯିବା ଏକ ସାଧାରଣ କଥା ଅଟେ । ବଲୀଉଡରେ ଏମିତି ବହୁତ କଳାକାର ଅଛନ୍ତି ଯେଉଁମାନେ ପ୍ରଥମେ ବିବାହ କରିଲେ କିନ୍ତୁ ଯେତେବେଳେ ଏହା ସଫଳ ହେଲେ ନାହିଁ ତେବେ ସେ ଦ୍ଵିତୀୟ ବିବାହ କରିଲେ । ବଲୀଉଡରେ ପ୍ରଥମ ବିବାହ ପରେ ଦ୍ଵିତୀୟ ବିବାହ କରିବା ଏକ ସାଧାରଣ କଥା ଅଟେ, କିନ୍ତୁ ଯେତେବେଳେ କିଛି କଳାକାରମାନେ ତୃତୀୟ ଓ ଚତୁର୍ଥ ବିବାହ କରିଲେ ତେବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଆଜି ଆମେ ଆପଣଙ୍କୁ ସେହିଭଳି କିଛି କଳାକାରଙ୍କ ବିଷୟରେ କହିବୁ ।

କିଶୋର କୁମାର

କିଶୋର କୁମାରଙ୍କୁ ବଲୀଉଡ ଇଣ୍ଡଷ୍ଟ୍ରିର ଜଣେ ଏମିତି ବ୍ୟକ୍ତି ଅଟନ୍ତି ଯିଏକି ଗୋଟିଏ ନୁହେଁ ୪ ଥର ବିବାହ କରିଛନ୍ତି । କିଶୋର କୁମାର ପ୍ରଥମ ଥର ୧୯୫୦ରେ ରୁମା ଗୁହା ଠାକୁରତାଙ୍କ ସହ ବିବାହ କରିଥିଲେ । କିନ୍ତୁ ଏହି ବିବାହ ୮ ବର୍ଷ ପରେ ଭାଙ୍ଗିବା ପରେ ଜଣା ଶୁଣା ଅଭିନେତ୍ରୀ ମଧୁବାଲା ୧୯୬୦ରେ ବିବାହ କରିଥିଲେ । କିନ୍ତୁ ବିବାହ ପରେ ୯ ବର୍ଷ ପରେ ମଧୁବାଲାଙ୍କ ମୃତ୍ୟୁ ହୋଇଗଲା । କିଶୋର କୁମାର ତୃତୀୟ ପତ୍ନୀ ଯୋଗୀତା ବାଲିଙ୍କ ୨ ବର୍ଷ ରହିବା ପରେ ଏହି ସମ୍ପର୍କ ବି ଭାଙ୍ଗି ଗଲା । କିଶୋର କୁମାର ୧୯୮୦ରେ ଚତୁର୍ଥ ବିବାହ କରିଲେ । କିନ୍ତୁ ଏଥର କିଶୋର କୁମାର ଦୁନିଆକୁ ଅଳବିଦା କହି ଦେଲେ ।

କମଲ ହସନ

ବଲୀଉଡର ଅଭିନେତା କରଣ ସିଂହ ଗ୍ରୋବର ୨୦୦୮ରେ ଅଭିନେତ୍ରୀ ଶ୍ରଦ୍ଧା ନିଗମଙ୍କ ସହ, ୧୦ ମାସ ପରେ ଅଭିନେତ୍ରୀ ଜେନିଫର ୱିଂଗେଟ ଓ ୨୦୧୪ରେ ଅଭିନେତ୍ରୀ ବିପାଶା ବସୁଙ୍କ ସହ ବିବାହ କରିଛନ୍ତି ।

ସିଦ୍ଧାର୍ଥ ରୟ କପୁର

ବଲୀଉଡର ଜଣା ଶୁଣା ଅଭିନେତା ବିଦ୍ୟା ବାଳନଙ୍କ ସ୍ଵାମୀ ସିଦ୍ଧାର୍ଥ ରୟ କପୁର ପ୍ରଥମେ ନିଜର ପିଲାଦିନର ବନ୍ଧୁ ସହ ବିବାହ କରିଥିଲେ । ସେ ୨୦୧୧ରେ ଗୋଟିଏ ଟିଭି ପ୍ରଡ୍ୟୁସରକୁ ବିବାହ କରିଲେ । ଏହି ସମ୍ପର୍କ ବି ଅଧିକ ଦିନ ପର୍ଯ୍ୟନ୍ତ ଚାଲିଲା ନାହିଁ । ବର୍ଷ ୨୦୧୨ରେ ସିଦ୍ଧାର୍ଥ ରୟ କପୁର ଅଭିନେତ୍ରୀ ବିଦ୍ୟା ବାଳନଙ୍କୁ ବିବାହ କରିଲେ ।

ସଞ୍ଜୟ ଦତ୍ତ

ବଲୀଉଡର ସୁପରଷ୍ଟାର ସଞ୍ଜୟ ଦତ୍ତ ବି ୩ ଥର ବିବାହ କରିଛନ୍ତି । ସେ ସର୍ବେ ପ୍ରଥମେ ରିଚା ଶର୍ମାଙ୍କୁ ବିବାହ କରିଲେ । କିନ୍ତୁ ବର୍ଷ ୧୯୯୬ରେ ତାଙ୍କର ମୃତ୍ୟୁ ହୋଇଗଲା । ସଞ୍ଜୟ ଦତ୍ତ ୧୯୯୮ରେ ମଡେଲ ରିୟା ପିଲ୍ଲଈଙ୍କ ସହିତ ବିବାହ କରିଲେ । କିନ୍ତୁ ତାଙ୍କୁ ୨୦୦୫ରେ ତଲାକ ଦେଇ ଦେଲେ । ସଞ୍ଜୟ ଦତ୍ତ ମାନ୍ୟତା ଦତ୍ତଙ୍କୁ ବିବାହ କରିଲେ ।

ନୀଲିମା ଅଜୀମ

ନୀଲିମା ଅଜୀମ ପ୍ରଥମେ ପଙ୍କଜ କପୁର, ଦ୍ଵିତୀୟ ବିବାହ ରାଜେଶ ଖଟ୍ଟରଙ୍କ ସହ, ରାଜା ଅଲି ଖାନଙ୍କୁ କରିଲେ । କିନ୍ତୁ ଏହି ବିବାହ ବି ମାତ୍ର ୫ ବର୍ଷ ପର୍ଯ୍ୟନ୍ତ ଚାଲିଲା ।

ଅଦନାନ ସାମୀ

ପ୍ରସିଦ୍ଧ ଗାୟକ ଅଦନାନ ସାମୀ ବି ଗୋଟିଏ କିମ୍ବା ଦୁଇଟି ନୁହେଁ ୪ – ୪ ଥର ବିବାହ କରିଛନ୍ତି । କହିବାକୁ ଗଲେ ଅଦନାନ ସାମୀ ନିଜର ପ୍ରଥମ ପତ୍ନୀଙ୍କ ସହ ଦୁଇ ଥର ବିବାହ କରିଥିଲେ । ସେ ପାକିସ୍ତାନ ଅଭିନେତ୍ରୀ ଜେବା ବଖ୍ତିୟାରଙ୍କ ସହ ଓ ତୃତୀୟ ବିବାହ ଦୁବାଇ ବେସ୍ଡ ବିଜନେସୱୁମେନ ଅରବ ସବା ଗଲାଦରୀଙ୍କ ସହ କରିଥିଲେ । ୨୦୧୦ରେ ସେ ରୋୟା ସାମୀ ଖାନଙ୍କ ସହ କରିଛନ୍ତି ।

ବିଧୁ ବିନୋଦ ଚୋପଡ଼ା

୩ ଇଡିୟଟ ଭଳି ଫିଲ୍ମର ନିର୍ମାଣ କରିଥିବା ବିଧୁ ବିନୋଦ ଚୋପଡ଼ା ପ୍ରଥମେ ରେନୁ ସଲୁଜାଙ୍କ ସହିତ ଥିଲା । ତାଙ୍କର ଦ୍ଵିତୀୟ ପତ୍ନୀ ଶବନମ ସୁଖଦେବକୁ କରିଲେ । କିନ୍ତୁ ଦୁଇ ବିବାହ ଅସଫଳ ରହିବା ପରେ ସେ ତୃତୀୟ ବିବାହ ୧୯୯୦ରେ ଅନୁପମ ଚୋପଡାଙ୍କୁ କରିଲେ ।