Bollywood ର 5 ଅଭିନେତ୍ରୀ ଯେଉଁମାନେ କରିଛନ୍ତି କୋଟିପତି ବିଜନେସମ୍ୟାନ ସହ ବିବାହ, ଦେଖିଲେ ବିଶ୍ଵାସ ହେବନି

ଆପଣ ମାନେ ଏହି କଥା ଜାଣିଛନ୍ତି ଯେ ବଲୀଉଡ ଦୁନିଆରେ ଲୋକଙ୍କ ପାଇଁ ଟଙ୍କା ଠାରୁ ବଡ କିଛି ନାହିଁ, ତେବେ ଯେଉଁ ଅଭିନେତ୍ରୀ ମାନେ ଅଧିକ ଫିଲ୍ମ୍ସ କରି ପାରୁ ନାହାନ୍ତି ସେ ବଡ ବଡ ବୀଜନେସମେନ ସହ ବିବାହ କରନ୍ତି ଯାହା ଦ୍ଵାରା ତାଙ୍କ ଜୀବନ ସୁଖରେ କଟିବ ।

ତେବେ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ତେବେ ଆସନ୍ତୁ ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ଯିଏ ଚଳଚିତ୍ର ଦୁନିଆରେ କିଛି ଖାସ କଲେ ନାହିଁ କିନ୍ତୁ ଅଲଗା ଦୁନିଆରେ ଜିତି ଯାଇଛନ୍ତି ।

୧. ଋଙ୍କି ଖନ୍ନା :

ଆପଣ ମାନେ ଋଙ୍କିଙ୍କୁ ତାଙ୍କ ଅଭିନୟ ପାଇଁ ନଚେତ ତାଙ୍କ ସମ୍ପର୍କ ପାଇଁ ଜାଣିଥିବେ କାହିଁକିନା ଋଙ୍କି ଟ୍ଵିଙ୍କାଲ ଖନ୍ନା ଅଟନ୍ତି ଓ ଏହି ଦୁଇ ଅଭିନେତ୍ରୀ ମାନେ ରାଜେଶ ଖନ୍ନା ଝିଅ ଅଟନ୍ତି, ରାଜେଶ ଖନ୍ନା ନିଜ ସମୟର ବହୁତ ବଡ ଅଭିନେତା ଥିଲେ ଓ ତାଙ୍କ ପ୍ରାୟତଃ ଫିଲ୍ମ ସୁପର ଡୁପର ହିଟ ହଉଥିଲା । କିନ୍ତୁ ତାଙ୍କ ଝିଅ ଋଙ୍କି ଏତେ ପ୍ରସିଦ୍ଧ ହୋଇ ପାରିଲେ ନାହିଁ ଓ ଅନ୍ତିମରେ ଗୋଟେ ବଡ ବିଜନେସମେନ ଯାହାଙ୍କ ନାମ ସମୀର ସରନ ଅଟେ ତାଙ୍କ ସହ ବିବାହ କରିଛନ୍ତି।

୨. ଦିଆ ମିର୍ଜା :

ଆପଣ ମାନେ ଦିଆ ମିର୍ଜାଙ୍କୁ ଜାଣିଥିବେ କାହିଁକିନା ଦିଆ ଦେଖିବା ପାଇଁ ବହୁତ ସୁନ୍ଦରୀ ଅଟନ୍ତି ଓ କିଛି ଚଳଚିତ୍ରରେ କାମ ମଧ୍ୟ କରିଛନ୍ତି, ତେବେ ଅଧିକ ସଫଳତା ନ ପାଇବାରୁ ଦିଆ ନିଜ ଲଙ୍ଗ ଟର୍ମ ବୟଫ୍ରେଣ୍ଡ ସାହିଲ ସଂଘା ସହ ୨୦୧୪ରେ ବିବାହ କରିଥିଲେ ଯିଏ ଗୋଟେ ବହୁତ ବଡ ଉଦ୍ଯୋଗପତି ଅଟନ୍ତି ।

୩. ଶିଲ୍ପା ଶେଠୀ :

ଶିଲ୍ପା ସେଠୀଙ୍କୁ କିଏ ଅବା ଜାଣି ନାହାନ୍ତି ସେ ଏମିତି ଗୋଟେ ଅଭିନେତ୍ରୀ ଯିଏ ଏବେ ବି ନିଜ ଫିଟନେସ ପାଇଁ ପ୍ରସିଦ୍ଧ ଅଟନ୍ତି । ଶିଲ୍ପା ରାଜ କୁନ୍ଦ୍ରା ସହ ବିବାହ କରିଥିଲେ ତେବେ ଆପଣଙ୍କୁ ଆମେ ଏହା କହି ରଖୁଚୁ ଯେ ରାଜ କୁନ୍ଦ୍ରା ବିବାହିତ ଥିଲେ ଓ ଶିଳ୍ପାଙ୍କ ତାଙ୍କ ଜୀବନରେ ଆସିଲା ପରେ ନିଜ ପ୍ପ୍ର୍ଥାମ ସ୍ତ୍ରୀକୁ ଛାଡପତ୍ର ଦେଇ ଶିଳ୍ପାଙ୍କ ସହ ବିବାହ କରିଥିଲେ, ରାଜ କୁନ୍ଦ୍ରା ମଧ୍ୟ ବୀଜନେସମେନ ଅଟନ୍ତି ।

୪. ଇଶା ଦେଓଲ :

ଧର୍ମେନ୍ଦ୍ର ଓ ହେମାମାଲିନିଏନକେ ବଡ ଝିଅ ଇଶା ଦେଓଲ ବହୁତ ଫିଲ୍ମ୍ସରେ କାମ କରିଛନ୍ତି କିନ୍ତୁ କିଛି ପ୍ରସିଦ୍ଧତା ପ୍ରାପ୍ତ କରି ପାରିଲେ ନାହିଁ ସେ ନିଜ ମା ଭଳି କେବେ ହୋଇ ପାରିଲେ ନାହିଁ, ଯେତେବେଳେ ଚଳଚିତ୍ର ଦୁନିଆରେ କିଛି ସଫଳତା ପ୍ରାପ୍ତ ହେଲା ନାହିଁ ସେତେବେଳେ ଇଶା ନିଜ ବୟଫ୍ରେଣ୍ଡ ଭରତ ତକଧାନୀ ସହ ବିବାହ କଲେ ଯିଏ ହୀରା ବିଜନେସ କରନ୍ତି ବର୍ତମାନ ଦୁହେଁ ବହୁତ ଖୁସିରେ ଅଛନ୍ତି ।

୫. ବିଦ୍ୟା ବାଲନ :

ବିଦ୍ୟା ବାଲାନ ବହୁତ ପ୍ରସିଦ୍ଧ ଚଳଚିତ୍ରରେ କାମ କରିଛନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ସେ କୌଣସି ଅଭିନେତାଙ୍କ ସହ ନୁହ ବିଜନେସ ମେନ ସହ ବିବାହ କରିଛନ୍ତି ଯାହାଙ୍କ ନାମ ସିଦ୍ଧାର୍ଥ ରୟ କପୁର ଅଟେ । ସେ ଜଣେ ବହୁତ ବଡ ବିଜନେସ ମେନ ଅଟନ୍ତି ଓ ଦୁହିଙ୍କ ସମ୍ପର୍କ ବହୁତ ଭଲ ଚାଲିଛି ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।