ଗାଡି ପାର୍କିଂକୁ ନେଇ ଝଗଡ଼ା ହେବା ପରେ Bobby Mishra ଙ୍କ ପଡୋଶୀ Tapi Mishra କହିଲେ, “ବବି ସବୁବେଳେ ମୋ ସ୍ତ୍ରୀ ସହ…” ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ଓଡ଼ିଆ ଅଭିନେତା ବବି ମିଶ୍ର ଙ୍କ ବର୍ତ୍ତମାନ ର ଝ-ଗ-ଡା ବିଷୟ ରେ ନିଶ୍ଚିତ ଜାଣିଥିବେ । ତେବେ ବବି ମିଶ୍ର ନିଜର କ୍ୟାରିଆର ଆଲବମ ରୁ ଆରମ୍ଭ କରିଥିଲେ ତାଙ୍କ ର ଚୁଲବୁଲ ଅନ୍ଦାଜ ଲୋକ ମାନଙ୍କୁ ବହୁତ ପସନ୍ଦ ଆସେ ତେବେ ସେ ଆଲବମ ଛାଡି ସିନେମା ଜଗତରେ ପାଦ ରଖିଥିଲେ ଏବଂ ସେଠାରେ ସେ ଖଳନାୟକ ଭୂମିକା ରେ ଦେଖା ଦେଲେ ତେବେ ଲୋକମାନେ ତାଙ୍କୁ ସେହି ରୂପ ରେ ମଧ୍ୟ ବହୁତ ପସନ୍ଦ କରିଥିଲେ ।

ତେବେ ସେ ଅନେକ ସିନେମା ରେ କାମ କରିଛନ୍ତି । ଏବଂ ଆପଣ ଓଲିଉଡ ର ଆଉ ଜଣେ ଅଭିନେତା ତପି ମିଶ୍ର ଙ୍କୁ ମଧ୍ୟ ଜାଣିଥିବେ ସେ ମଧ୍ୟ ଖଳନାୟକ ଭୂମିକା ରେ ସିନେମା ରେ ଅଭିନୟ କରିଛନ୍ତି । ତେବେ କିଛିଦିନ ପୂର୍ବରୁ ବବି ମିଶ୍ର ଙ୍କ ଛାଡପତ୍ର ଖବର ବହୁତ ଚର୍ଚ୍ଚା ରେ ମଧ୍ୟ ଥିଲା । ତେବେ ଫୁଣି ଥରେ ବବି ମିଶ୍ର ଏକ ନୂଆ ଘଟଣା କୁ ନେଇ ଚର୍ଚ୍ଚା ରେ ଆସି ଯାଇଛନ୍ତି । ତେବେ ଆସନ୍ତୁ ସେହଜ ଘଟଣା ବିଷୟରେ ବିସ୍ତାର ପୁର୍ବକ ଆଲୋଚନା କରି ନେବା ।

ତେବେ ଘଟଣା ଏହା କି ବବି ମିଶ୍ର ଙ୍କ ସାନ ଭାଇ ଯେଉଁଠାରେ ନିଜ ଗାଡି ପାର୍କ କରନ୍ତି ସେଠାରେ ତାଙ୍କ ପଡୋଶୀ ତଥା ଅଭିନେତା ତପି ମିଶ୍ର ଗାଡି ପାର୍କ କରେଇ ଥିଲେ ତେବେ ଏହା ପରେ ତାଙ୍କ ଭାଇ ତପି ମିଶ୍ରଙ୍କ ଗ୍ୟାରେଜ ରେ ଯାଇ ଗାଡି ରଖିଦେଇ ଥିଲେ । ତେବେ ଏହି କଥା କୁ ନେଇ ଦୁଇ ଜଣଙ୍କ ଭିତରେ ଯୁ-କ୍ତି- ତ-ର୍କ ଚାଲିବା ପରେ ଏବଂ କିଛି ଧ-ମ-କ ଚ-ମ-କ ପରେ ତପି ମିଶ୍ର ବବି ମିଶ୍ର ଙ୍କ ନାମ ରେ ଥାନା ରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି ।

ତେବେ ତପି ମିଶ୍ର ଙ୍କ କହିବା ଅନୁସାରେ ବବି ମିଶ୍ର ଏବଂ ତାଙ୍କ ଭାଇ ଜବରଦସ୍ତ ତାଙ୍କ ଗ୍ୟାରେଜ ରେ ଗାଡି ରଖିଛନ୍ତି ଏବଂ ଏହି କଥା ପାଇଁ ଯେତେବେଳେ ଯୁ-କ୍ତି-ତ-ର୍କ ଚାଲିଲା ସେତେବେଳେ ସେ ରାଜା ଆଚାର୍ଯ୍ୟ ଙ୍କ ନାମ କୁ ଧରି ଜୀ-ଵ-ନ ରୁ ମା-ରି-ଦେ-ବା-ର ଧ-ମ-କ ମଧ୍ୟ ଦେଇଥିଲେ ଏବଂ ତପି ମିଶ୍ର ଯେତେବେଳେ ପୋଲିସ ଷ୍ଟେ-ସ-ନ କୁ ଯାଇଥିଲେ ସେତେବେଳେ ବବି ମିଶ୍ର ଏବଂ ତାଙ୍କ ଭାଇ ତପି ଙ୍କ ଘର କବାଟ କୁ ଆସି ବାଡେଇ ଏବଂ ତୋ ସ୍ୱାମୀ କୁ ମା-ରି ତୋତେ ଆଜି ବାହା ହେବା ଭଳି ଅ-ସା-ଦା-ଚ-ର-ଣ ବ୍ୟ-ବହାର କରିଥିଲେ ।

ତେଣୁ ସେଥିପାଇଁ ସେ ଥା-ନା ରେ ବବି ମିଶ୍ରଙ୍କ ନାମ ରେ ଏକ ଲିଖିତ ଅ-ଭି-ଯୋ-ଗ ଦେଇଛନ୍ତି । ତେବେ ବବି ମିଶ୍ର ଏହି ସବୁ ଅ-ଭି-ଯୋ-ଗ କୁ ଖ-ଣ୍ଡ-ନ କରିଛନ୍ତି ଏବଂ ସେ ଏହି ଭଳି କିଛି କହି ନାହାନ୍ତି ବୋଲି ମଧ୍ୟ ପୋଲିସ କୁ ଜଣାଇ ଛନ୍ତି । ତେବେ ଏ ନେଇ ପୋଲିସ ନିଜର ତ-ଦ-ନ୍ତ ମଧ୍ୟ ଜାରି ରଖିଛି । ଏଥିରେ ଆପଣଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ