କରୋନା ପରେ ବ୍ଲାକ ଫଙ୍ଗସ କାହିଁକି ହୋଇଥାଏ ? Dr. B. K. Mishra

ଭାରତରେ ବ୍ଲାକ ଫଙ୍ଗସ ପାଇଁ ଏବେ ଲୋକମାନେ ଖୁବ  ଆତଙ୍କିତ ଅଛନ୍ତି । ମାତ୍ର ଏହା ପାଇଁ ଆପଣ ଡରିବା ଆବଶ୍ୟକ ନୁହେଁ । କାରଣ ଦେଖନ୍ତୁ ଆମ ଦେଶରେ ଖୁବ ଅଧିକ ମାତ୍ରାରେ କରୋନା ବଢିବାରେ ଲାଗିଛି ମାତ୍ର ଏହା ବ୍ଲାକ ଫଙ୍ଗସ ଭି କରାଇବ ଏହାର କିଛି ମାଏନ ନାହିଁ ।

ଆପଣ ଯଦି ଉଭୟକୁ ହଠିକ ସେ ଦେଖିବେ ତାହେଲେ ଆପଣ ଜାଣିବେ କି ଏହା ଆମ ପାଇଁ କେତେ କମ ସଂଖ୍ଯାରେ ଅଛି । ମାତ୍ର ଏହା ମଧ୍ୟ ସତ କି ଏହା କରୋନା ପାଇଁ ସୃଷ୍ଟି ହୋଇ ଥାଏ । କରୋନା ହେଲେ ଆମ ସରିରରେ ଏହା ଲିମ୍ଫୋସାଇଟ କୁ କମ କରି ଥାଏ ଯାହା ପାଇଁ ରୋଗ ପ୍ରତିରୋଧକ ଶକ୍ତି ଖୁବ କମ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ସେଲ ଡିଭିସନ କମିବାରେ ଲାଗେ ଏହା HIV ରୋଗରେ ମଧ୍ୟ ହୋଇଥାଏ ।

ଯଦି ଆପଣଙ୍କ ଶରୀରରେ ଅଧିକ ସୁଗାର ଅଛି ଓ ଆପଣ ଙ୍କୁ ଏହା ସହ କରୋନା ହେଇଛି ତେବେ ଏହା ଖୁବ ଭଲ ଜାଗା ଯେଉଁ ତିରେ ବ୍ଲାକ ଫଙ୍ଗସ ହୋଇ ପାରିବ । ଗବେଷଣାରୁ ଜଣା ପଡିଛି କି କୋଭିଡ ହେଉଛି ନିଜ ଭିତରେ ଏକ ଅଧିକ ସୁଗାର ନେଇକି ଚାଲିବା ରୋଗ ମାନେ ଏହି ରୋଗ ହେଲେ ଆପଣଙ୍କ ଶରୀରରେ ଯାହାଭି ଲେହେ ସୁଗାର ଲେବଲ ବଢିବ । ଏହା ସହ ଯଦି ଆପଣ ଡାଇବେଟିସ ରେ ଅଛନ୍ତି ଓ ଆପଣଙ୍କୁ କରୋନା ହେଇଛି ତେବେ ଆପଣଙ୍କୁ ଷ୍ଟେରୋଏଡ ନେବାକୁ ପଡିବ ।

ଏହା ଦ୍ଵାରା ଆପଣଙ୍କ ଶରୀରରେ ଖୁବ ଅଧିକ ମାତ୍ରାରେ ସୁଗାର ଲେବଲ ବଢି ଚାଲିବ । ଆମକୁ ଏହା ଜଣା ନଥିଲା କି ଭାଇରାଲ ଇନଫେକସନ ଯଦି ଆମେ ତାଙ୍କୁ ଷ୍ଟେରୋଏଡ ଦେଇ ଦେବା ତେବେ ଏହା ଆହୁରି ଅଧିକ ମାତ୍ରାରେ ବଢିବାରେ ଲାଗିବ । ତେଣୁ ଆମେ ଏହାକୁ ସେତେବେଳେ ରୋଗୀକୁ ଦେବା ଉଚ୍ଚିତ ମାନେ କରୁ ଯେତେବେଳେ ଆମେ ଦେଖିବା କି ରୋଗୀର ଦେହ ଗୁରୁତ୍ତର ଅଛି ଓ ଏହାକୁ ନ ନେଲେ ରୋଗୀ ମରିବି ଯାଇ ପାରେ ସେତେବେଳେ ଆମେ ଏହା ରୋଗୀକୁ ଦେବା ଉଚିତ ମନେ କରୁ ।

ଆମେ ଦେଖିଥିବା ଆର ବର୍ଷ ଅଧିକ କରୋନା ରୋଗୀ ଆମେରିକା ରେ ଦେଖା ଯାଇଥିଲେ । ମାତ୍ର ସେଠାରେ ଅଧିକ ରୋଗୀ ଥାଇ ମଧ୍ୟ ସେଠାରେ ଏହି ବ୍ଲାକ ଫଙ୍ଗସ ଦେଖା ଯାଇ ନଥିଲା । ଏହାର କାରଣ ହେଉଛି ଆମ ଦେଶରେ ଅଶଧିକ ଡାଇବେଟିସ ରୋଗୀ ଅଛନ୍ତି । ଭାରତକୁ ଡାଇବେଟିସ ରୋଗୀଙ୍କ ରାଜଧାନୀ କୁହାଯାଏ । ଏହା ସହ ଯଦି ଆମେ ଆମ ଖାଦ୍ୟକୁ ଦେଖିବା ଆମ ଖାଦ୍ଯରେ ଅଧିକ ମାତ୍ରାରେ ଶ୍ଵେତସାର ଅଛି ।

ଏହା ସହ ଯେଉଁ ମାନଙ୍କୁ ଡାଇବେଟିସ ଅଛି ସେମାନେ ଇନସୁଲିନ ନେବା ପାଇଁ ମନ କରୁଛନ୍ତି ତାଙ୍କ ମତ ଅନୁସାରେ ଯଦି ସେମାନେ ଇନସୁଲିନ ନେବେ ତାହେଲେ ସେମାନଙ୍କୁ ଏହା ସବୁ ବେଳେ ନେବାକୁ ପଡିବ ।

ଏହା ପରେ ଆମେ ଦେଖିବା ଷ୍ଟେରୋଏଡ ମେଡ଼ିସିନ ଏତେ ମାତ୍ରାରେ ପଶ୍ଚିମ ଦେଶ ମାନଙ୍କ ରେ ଦେଖା ଯାଏନି, ଯାହା ଆମର ଏଠାରେ କେହି କେତେବେଳେ ଭି କିଣି ନେଇ ପାରିବ । ଏହା ସହ ଏହା ଭଲ ମଧ୍ୟ ହୋଇ ପାରିବ ମାତ୍ର ଏହା ପାଇଁ ଆପଣଙ୍କୁ ENT  ଡକ୍ଟର ଙ୍କୁ ଦେଖାଇବା ପଡିବ । ଏହା ଛୁଆ ରୋଗ ନୁହେଁ । ତେଣୁକରି ଆପଣ ଭୟଭୀତ ନ ହୋଇ ଏହାକୁ ସମୟ ଥିବା ଭିତରେ ଦେଖାଇବେ ଡାକ୍ତରଙ୍କୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ