ୱାଲ୍ଡ କପ 2019 – ବିରାଟ ଓ ରୋହିତଙ୍କ ପତ୍ନୀଙ୍କ ମଧ୍ୟରେ ଦେଖାଗଲା ଦୂରତା, ଲୋକମାନେ କହିଲେ କି …

ଯେତେବେଳେ ଦୁଇ ଜଣ ମଧ୍ୟରେ ଝଗଡା ହୋଇଯାଏ ତେବେ ତାଙ୍କର ବ୍ୟବହାରରେ ତାହା ଦେଖାଯାଇଥାଏ । ଏମିତି କେବଳ ସାଧାରଣ ଲୋକଙ୍କ ମଧ୍ୟରେ ହୋଇ ନଥାଏ ବରଂ ସେଲିବ୍ରିଟିମାନଙ୍କ ମଧ୍ୟରେ ବି ଦେଖାଯାଏ । ଏମିତି ହିଁ ଦେଖିବାକୁ ମିଳିଥିଲା ଶନିବାରର ICC World Cup ରେ ଯେତେବେଳେ ଭାରତ ନିଜର ଅନ୍ତିମ ଲିଗ ରେ ଶ୍ରୀଲଙ୍କାକୁ ସାତୋଟି ୱିକେଟ ରେ ହରାଇଲା ।

ଭାରତର ଏହି ବିଜୟରେ ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କୁ ହିରୋ କୁହାଗଲା କିନ୍ତୁ ବିରାଟ କୋହଲିଙ୍କର କପ୍ତାନି ବି କିଛି କମ ନୁହେଁ । ଟିମ ର ଏହି ଦୁଇ ହିରୋଙ୍କ ବ୍ୟତୀତ ଦର୍ଶକଙ୍କର ନଜର ପଡିଲା ପାମେଲିୟନରେ ବସିଥିବା ସେମାନଙ୍କ ପତ୍ନୀମାନଙ୍କ ଉପରେ । ବିରାଟ ଓ ରୋହିତଙ୍କ ପତ୍ନୀମାନଙ୍କ ମଧ୍ୟରେ ଦେଖାଗଲା ଦୂରତା ତ ଲୋକମାନେ ଏହାକୁ ଜମେଇ କି ଟ୍ରୋଲ କଲେ ।

ବିରାଟ ଓ ରୋହିତଙ୍କ ପତ୍ନୀଙ୍କ ମଧ୍ୟରେ ଦେଖାଗଲା ଦୂରତା

ବିରାଟଙ୍କ ପତ୍ନୀ ଅନୁସ୍କା ଶର୍ମା ଓ ରୋହିତଙ୍କ ପତ୍ନୀ ରୀତିକା ସଜଦେହଙ୍କର ବି ଖୁବ ଚର୍ଚ୍ଚା ହେଲା । ଦୁଇ ଜଣ VIP ଷ୍ଟାଣ୍ଡରେ ପତିମାନଙ୍କୁ ଚିଅର କରୁଥିବାର ଦେଖାଯାଇଥିଲେ । କିନ୍ତୁ ସେମାନଙ୍କ ମଧ୍ୟରେ ଦୂରତା କାହିଁକି ଥିଲା ଏହା ଲୋକଙ୍କ ମନରେ ଆସିଥିଲା । ସେହି ଫୋଟୋ କୁ ଲୋକମାନେ ଅଲଗା ଅଲଗା କ୍ୟାପ୍ସନ ରେ ସେୟାର କରୁଛନ୍ତି । ଜଣେ ୟୁଜର ଲେଖିଲେ ଦୁଇ ଜା’ ଙ୍କ ମଧ୍ୟରେ ପଡୁ ନାହିଁ କି ?

ମିଡିଆ ରିପୋର୍ଟ ଅନୁସାରେ ଗତ ବର୍ଷ ଇଂଲଣ୍ଡ କୁ ଟେଷ୍ଟ ସିରିଜ ଖେଳିବାକୁ ଟିମ ଭାରତ ଯାଇଥିଲା ଯେଉଁଥିରେ ରୋହିତ ଶର୍ମାଙ୍କୁ ସାମିଲ କରାଯାଇ ନଥିଲା । ଏହା ପରେ କ୍ୟାପଟେନ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ ମନମୁତାବ ଚାଲୁଥିବାର ଖବର ଆସିଥିଲା ।

ଏହି ମାମଲାରେ ଦୁଇ ଖେଳାଳୀଙ୍କର କୌଣସି ବୟାନ ଆସି ନାହିଁ ତଥାପି ଲୋକମାନେ ନିଜ ନିଜର ଅନ୍ଦାଜ ଲଗାଉଛନ୍ତି । ଏହା ପରେ ବିରାଟ କୋହଲିଙ୍କୁ ଏଥର ଏସିଆ କପ ରେ ଆରାମ ଦିଆଯାଇଛି, ଯେଉଁ କାରଣରୁ ରୋହିତଙ୍କୁ ଟିମ ର କ୍ଯାପଟେନ ପଦ ଦିଆ ଯାଇଛି । ଏବେ ବିରାଟ ଓ ରୋହିତଙ୍କ ମଧ୍ୟରେ ମନମୁତାବ କାରଣରୁ ସେମାନଙ୍କର ପତ୍ନୀମାନେ ଅଲଗା ବସିଛନ୍ତି କି ଅନ୍ୟ କିଛି କାରଣ ଅଛି ଏହା ତ ସମୟ ଆସିଲେ ହିଁ ଜଣା ପଡିବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।