Vastu Tips- ବିପଦକୁ ଟାଣି ଆଣନ୍ତି ଏହି ପଶୁ ପକ୍ଷୀ, ଆପଣଙ୍କ ଘରେ ଅଛନ୍ତି କି ? ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ ଆମ ଆଖପାଖରେ ଥିବା ତତ୍ତ୍ଵ ସର୍ବଦା ଆମକୁ କିଛି ନା କିଛି ସଙ୍କେତ ଦେଇଥାନ୍ତି । ଏହି ସଂକେତ ଦ୍ଵାରା ଆମେ ଶୁଭ ବା ଅଶୁଭ ସଂକେତ କଣ ହୋଇଥାଏ ତାହା ଜାଣିପାରି ଥାଉ । ଏହି ସଂକେତ ପଶୁପକ୍ଷୀ ମାନକ ଠାରୁ ମଧ୍ୟ ମିଳିଥାଏ ।

ଆଜି ଆମେ ଆପଣ ମାନଙ୍କୁ କେଉଁ ସବୁ ପଶୁପକ୍ଷୀଙ୍କ ଦ୍ଵାରା ଶୁଭ ବା ଅଶୁଭ ସଂକେତ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ । ୧- ବିରାଡି : ଯେଉଁ ଘରେ ବା ଆଖପାଖରେ ବିଲେଇ ଝଗଡା କରିଥାନ୍ତି ସେହି ଘରେ ସବୁବେଳେ ଝଗଡା ବା କଳହ ଲାଗି ରହିଥାଏ । ଘରେ ସର୍ବଦା ଅସାନ୍ତି ସୃଷ୍ଟି ହୋଇଥାଏ ।

୨- ଗାଈ : ଯେଉଁ ଘର ଆଗରେ ଗାଈ ଆସି ଶବ୍ଦ କରିଥାଏ ସେହି ଘରେ ସୁଖ ସମୃଦ୍ଧି ଆସିବାର ସଂକେତ ମିଳିଥାଏ ।

୩- କୁକୁର : ଯେଉଁ ଘରେ ବା ଘର ବାହାରେ କୁକୁର କାଣ୍ଡିବାର ଶବ୍ଦ ହୋଇଥାଏ ସେହି ଘରେ କିଛି ବିପଦ ଆସିବାର ସଂକେତ ମିଳିଥାଏ । ଏହି ସଂକେତ କାହାର ମୃ-ତ୍ୟୁ ସହ ଜଡିତ ହୋଇପାରେ ।

୪- ପିମ୍ପୁଡି : ଯଦି ଘରେ କଳା ପିମ୍ପୁଡି ଦେଖାଯାଏ ତେବେ ଧନ ବୃଦ୍ଧି ହେବାର ସଙ୍କେତ ମିଳିଥାଏ । ଯଦି ଘରେ ନାଲି ପିମ୍ପୁଡି ଦେଖାଯାଏ ତେବେ ଏହା କଳହର ସଂକେତ ଦେଇଥାଏ । ଘରେ ନାଲି ପିମ୍ପୁଡି ରହିଲେ ସର୍ବଦା ଝଗଡା ଲାଗି ରହିଥାଏ ।

୫- ମୟୁର :  ଯଦି ଘରେ ବା ଘର ବାହାରେ ମୟୂର ଦେଖାଯାଏ ତେବେ ଏହା ଶୁଭ ହୋଇଥାଏ । ଏହାର ଅର୍ଥ ହେଉଛି ଘରକୁ କୌଣସି ଖୁସି ଖବର ଆସିବାକୁ ଅଯାଉଛି ।

୬-  ବିଛା : ଘରେ ଯଦି ଗୋଟେ ଲାଇନରେ ବିଛା ଦେଖାଯାଏ ତେବେ ଆପଣଙ୍କ ଘରେ ଦରିଦ୍ରତା ଦେଖାଯାଏ । କିନ୍ତୁ ଯଦି ହଳଦିଆ ବିଛା ଦେଖାଯାଏ ତେବେ ଏହା ଶୁଭ ହୋଇଥାଏ । ହଳଦିଆ ବିଛା ଦେଖାଗଲେ ଧନ ପ୍ରାପ୍ତି ହୋଇଥାଏ ।

୭- ଚୁଚୁନ୍ଦ୍ରା : ଗୃହରେ ଚୁଚୁନ୍ଦ୍ରା ଦେଖାଗଲେ ମା ଲକ୍ଷ୍ମୀଙ୍କର ଆଗମନ ହେବାର ସଂକେତ ମିଳିଥାଏ । ଘରେ ଚୁଚୁନ୍ଦ୍ରା ଦେଖିବା ଶୁଭ ସଂକେତ ହୋଇଥାଏ ।

୮- କୋଇଲି : ଘରେ ବା ଘର ବାହାରେ କୋଇଲି ଦେଖିବା ଶୁଭ ହୋଲିଥାଏ । ଏହାର ଅର୍ଥ ହେଉଛି ଘରର ଉନ୍ନତି ହେବାକୁ ଯାଉଛି । ଯଦି କୋଇଲି ବା ପେଚା ଏକତ୍ର ହୋଇ ଘରର ଛାତ ଉପରେ ଦେଖାଯାଏ ତେବେ ଏହା ଅଶୁଭ ସଂକେତ ହୋଇଥାଏ ।

୯-  ଆହତ ପକ୍ଷୀ : ଯଦି ଆହତ ପକ୍ଷୀ ଗୃହର ଛାତ  ଉପରେ ପଡିଥାଏ ତେବେ ଏହାର ଅର୍ଥ ହେଉଛି ଘରେ କାହାର ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ଆହତ ପକ୍ଷୀ ଘରର କୌଣସି ଜାଗାରେ ପଡିଲେ ତାହା ଅଶୁଭ ସଂକେତ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।