ଅମିତ ଶାହାଙ୍କ ମାଷ୍ଟର ଷ୍ଟ୍ରୋକ, ଯେଉଁ IPS ବିନୟ ତିୱାରୀଙ୍କୁ ଯାଞ୍ଚରୁ ଅଟକାଇଥିଲେ, ତାଙ୍କୁ ଡେପୁଟେସନ ରେ ପଠାଇଲା CBI, ଆଉ ଏବେ…

ବିହାର ର ଆଇପିଏସ ଅଫିସର ବିନୟ ତିୱାରୀ ଯିଏ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା କେଶ୍ କୁ ତଦନ୍ତ କରିବାକୁ ବିହାର ପୋଲିସ ଙ୍କ ତରଫ ରୁ ମୁମ୍ବାଇ ଯାଇଥିଲେ ଏବଂ ତାଙ୍କୁ ବୃହନ୍ ମୁମ୍ବାଇ ମହାନଗର ପାଳିକା ( ଵିଏମସି) କ୍ୱାରେଣ୍ଟିନ ରେ ରଖି ଦେଇଥିଲେ । ସେ ଏବେ CBI ଡେପୁଟେଶନ ରେ ପହଞ୍ଚି ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ମାମଲା ର ତଦନ୍ତ କରିବା ଆରମ୍ଭ କରିଦେଇଛନ୍ତି ।

ଖବର ମିଳିଛି କି କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ୍ ଶାହା ଏହି କେଶ୍ ରେ ବିଚାର କରୁଛନ୍ତି । ସେ ବିନୟ ତିୱାରୀ ଙ୍କୁ ଡେପୁଟେସନ୍ ରେ CBI କୁ ପଠାଇବାକୁ ଭାବିଛନ୍ତି । କେବଳ ଏତିକି ନୁହଁ ସିବିଆଇ ର ଯେଉଁ ଟିମ ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ କେଶ୍ ର ତଦନ୍ତ କରୁଛନ୍ତି ବିନୟ ସେହି ଟିମ ର ଲିଡର ମଧ୍ୟ୍ୟ ଯାଇପାରନ୍ତି । କିନ୍ତୁ ବର୍ତମାନ ଯାଏଁ ଏହି କଥା ସ୍ପଷ୍ଟ ହେଇନାହିଁ କି ବିନୟ ତିୱାରୀ CBI ରେ ଯାଉଛନ୍ତି କି ନାହିଁ କିନ୍ତୁ ଇଣ୍ଟର୍ନେଟ୍ ରେ ଏହି ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇସାରିଛି । ସୋସିଆଲ ମିଡିଆ ରେ ଲୋକ ଏହି କଥା କୁ ବିଶ୍ୱାସ କରିବାରେ ଲାଗିଛନ୍ତି ।

ଛଡା ଗଲା କ୍ୱାରେଣ୍ଟିନରୁ:-

ଖବର ମିଳିଛି କି ଯେତେବେଳେ ବିନୟ ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ କେଶ୍ ତଦନ୍ତ ପାଇଁ ମୁମ୍ବାଇ ଆସିଥିଲେ ସେତେବେଳେ ବିଏମସି କୋରୋନା ନିୟମ ଅନୁଯାୟୀ ତାଙ୍କୁ କ୍ୱାରେଣ୍ଟିନ ରେ ରଖିଦେଇଥିଲେ କିନ୍ତୁ ବହୁତ୍ ବିବାଦ ହେବା ପରେ, ସୁପ୍ରିମ କୋର୍ଟ ରୁ ଅର୍ଡର୍ ଆସିବା ପରେ ବିଏମସୀ ତାଙ୍କୁ ଛାଡି ଦେଇଥିଲା । ଏହା ପରେ ବିନୟ କହିଥିଲେ ବିଏମସି ତାଙ୍କୁ ନୁହଁ ବରଂ ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ରହସ୍ୟ କୁ କ୍ୱାରେଣ୍ଟିନ କରିଦେଇଥିଲେ ।

ଛାଇ ଗଲେ ସୋସିଆଲ ମିଡ଼ିଆ ରେ

ବିନୟ ତିୱାରୀ ଙ୍କୁ କ୍ୱାରେଣ୍ଟିନ ରୁ ଛଡା ଯିବା ପରେ ବିନୟ ସୋସିଆଲ ମିଡ଼ିଆ ରେ ହୀରା ଚମକୁ ଥିବା ପରି ସାମ୍ନା କୁ ଆସିଛନ୍ତି । ବର୍ତମାନ ଇଣ୍ଟର୍ନେଟ୍ ରେ ଏହି ଖବର ବହୁତ୍ ଭାଇରାଲ୍ ହେଇଯାଇଛି କି ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ କେଶ୍ ତଦନ୍ତ ପାଇଁ ବିନୟ ତିୱାରୀ ଙ୍କୁ CBI କୁ ପଠା ଯାଉଛି ।

ଯଦି ବିନୟ ତିୱାରୀ ଙ୍କୁ ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ କେଶ୍ ତଦନ୍ତ କରିବା ପାଇଁ CBI କୁ ପଠାଯାଏ ତାହେଲେ ବିଏମସି ଏବଂ ମହାରାଷ୍ଟ୍ର ସରକାର ଙ୍କ ପାଇଁ ବହୁତ୍ ଲଜ୍ୟା ଦାୟକ କଥା ହେବ । କାରଣ ସେମାନେ ଆଇପିଏସ୍ ବିନୟ ତିୱାରୀ ଙ୍କୁ ସୁଶାନ୍ତ ସିଂ ରାଜପୁତ ଙ୍କ କେଶ୍ ତଦନ୍ତ କରିବାରୁ ଅଟକାଇବାକୁ ବହୁତ୍ ଚେଷ୍ଟା କରିଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।