ସବୁବେଳେ ବିଛଣାକୁ ଯିବା ପୂର୍ବରୁ ନାଭିରେ ପକାନ୍ତୁ ଏହି ତେଲର ୨ ବୁନ୍ଦା, ତାପରେ ଯାହା ହେବ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନମସ୍କାର ବନ୍ଧୁମାନେ । ଆପଣ ସମସ୍ତଙ୍କୁ ସ୍ଵାଗତ । ବନ୍ଧୁମାନେ ଏହି ଦୁନିଆରେ ସମସ୍ତେ ସୁସ୍ଥ ରହିବାକୁ ଚାହାନ୍ତି । କିନ୍ତୁ କେତେକ ଲୋକମାନେ ସୁସ୍ଥ ରହିବା ପାଇଁ ବାହାରେ ମିଳୁଥିବା କେମିକାଲ ଯୁକ୍ତ ଜିନିଷର ବ୍ୟବହାର କରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଘରେଲୁ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାର ବ୍ୟବହାର ଦ୍ଵାରା ଆପଣ ସବୁବେଳେ ସୁସ୍ଥ ରହିବେ ଓ ଆପଣଙ୍କୁ ବହୁତ ଲାଭ ବି ମିଳିବ ।

ବିଛଣା ଉପରକୁ ଯିବା ମାତ୍ରେ ହିଁ ନାଭିରେ ଲଗାଇ ଦିଅନ୍ତୁ ଏହି ତେଲକୁ –

ବନ୍ଧୁମାନେ ରାତିରେ ଶୋଇବା ସମୟରେ ଆପଣ ସବୁବେଳେ ନିଜ ନାଭିରେ ଦୁଇ ବୁନ୍ଦା ସୋରିଷ ତେଲ ପକାଇ ଶୋଇବାକୁ ଯାଆନ୍ତୁ । କାରଣ ଏହିଭଳି କରିବା ଦ୍ଵାରା ଶରୀରକୁ ବହୁତ ଲାଭ ମିଳିଥାଏ ଓ ଶରୀର ବହୁତ ସମୟ ପର୍ଯ୍ୟନ୍ତ ସୁସ୍ଥ ବି ରହିଥାଏ । ସୋରିଷ ତେଲ ନାଭିରେ ପକାଇବା ଦ୍ଵାରା ଆଖିର ଦୃଷ୍ଟିଶକ୍ତି ବଢିଥାଏ ଓ ଆଣ୍ଠୁ ବ୍ୟଥା ବି ଦୂର ହୋଇଯାଏ । ସେଥିପାଇଁ ଆପଣଙ୍କୁ ଏହି ଉପାୟର ବ୍ୟବହାର ନିଶ୍ଚିତ କରିବା ଉଚିତ ।

ଯଦି ଆପଣ ଏହାର ବ୍ୟବହାର ସବୁଦିନ କରିବେ ତେବେ ଆପଣ ଚିନ୍ତା ବି କରି ପାରିବେ ନାହିଁ କି ଆପଣଙ୍କ ଶରୀରକୁ କେଉଁ ସବୁ ଲାଭ ମିଳିବ । ବନ୍ଧୁମାନେ ଯଦି ଆପଣଙ୍କୁ ଏହି ସୂଚନାଟି ଭଲ ଲାଗିଛି ତ ଏହି ପୋସ୍ଟକୁ ଲାଇକ ଓ ଶେୟାର ନିଶ୍ଚିତ କରନ୍ତୁ । ଏହା ସହିତ କମେନ୍ଟରେ ନିଜର ପ୍ରତିକ୍ରିୟା ଓ ନିଜର ଭାବନାକୁ ଆମ ସହିତ ନିଶ୍ଚିତ ଶେୟାର କରନ୍ତୁ ।