ବିଛଣାକୁ ଯିବା ପୂର୍ବରୁ ଏହି ଅଙ୍ଗରେ ଲଗାଇ ଦିଅନ୍ତୁ ସୋରିଷ ତେଲ, ପୁଣି ଦେଖନ୍ତୁ ଚମତ୍କାର

ସୋରିଷ ତେଲର ବ୍ୟବହାର ପାଖପାଖି ସମସ୍ତଙ୍କ ଘରେ ହୋଇଥାଏ । କେହି କେହି ଖାଦ୍ୟ ତିଆରି କରିବା ପାଇଁ ବ୍ୟବହାର କରିଥାଏ ତ ଅନ୍ୟ ପଟେ କେତେକ ଲୋକମାନେ ଏହାକୁ ଶରୀରରେ ମାଲିସ କରିବା ପାଇଁ ବ୍ୟବହାର କରିଥାନ୍ତି । ସୋରିଷ ତେଲକୁ ସ୍ୱାସ୍ଥ୍ୟ ମାମଲାରେ ବହୁତ ହିଁ ଲାଭଦାୟକ କୁହାଯାଇଛି । ଏହି ତେଲରେ ବିଭିନ୍ନ ପ୍ରକାରର ଭିଟାମିନ, ମିନରଳ ଓ ଅନ୍ୟ କେତେକ ପୋଷାକ ତତ୍ଵ ହୋଇଥାଏ ।

ଯାହା ଶରୀର ପାଇଁ ବହୁତ ଲାଭଦାୟକ ଅଟେ । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ସୋରିଷ ତେଲ ସହ ଜଡିତ ଏକ ଲାଭକାରୀ ଉପାୟ ବିଷୟରେ କହିବାକୁ ଯାଉଛୁ । କହିବାକୁ ଗଲେ ଯଦି ଆପଣ ଶୋଇବା ପୂର୍ବରୁ ସୋରିଷ ତେଲକୁ ଶରୀରର କିଛି ଅଂସରେ ଲଗାଇବେ ତେବେ ଏଥିରୁ ଯେଉଁ ଲାଭ ମିଳିବ ତାହା ବିଷୟରେ ଆପଣ ଚିନ୍ତା ବି କରି ନ ଥିବେ । ଆଜି ଆମେ ଶରୀରର ସେହି ଅଙ୍ଗ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ସୋରିଷ ତେଲ ଲଗାଇବା ଦ୍ଵାରା କେତେକ ସମସ୍ୟା ଦୂର ହୋଇଯାଏ ।

ପାଦ ତଳେ

ସବୁଦିନ ରାତିରେ ଶୋଇବା ପୂର୍ବରୁ ଯଦି ଆପଣ ନିଜ ଗୋଡର ପାଦ ତଳେ ଅର୍ଥାତ ତଳି ପାଦରେ ସୋରିଷ ତେଲ ଲଗାଇ ନିଜ ପାଦକୁ ମାଲିସ କରିବେ ତେବେ ଆପଣଙ୍କ ଆଖିର ଦ୍ରୁଷ୍ଟିଶକ୍ତି ବୁଦ୍ଧି ହେବ । ଏହା ସହିତ ଯଦି ଆପଣଙ୍କୁ ରାତିରେ ନିଦ ଆସୁ ନାହିଁ ତେବେ ଆପଣ ଏହି ଉପାୟକୁ ବି କରି ପାରିବେ । ଏହା ଏକ ସବୁଠୁ ସହଜ ଓ ଘରେଲୁ ଓ ଲାଭଦାୟକ ଉପାୟ ଅଟେ ନିଦ ପାଇଁ ।

ଏହା ସହିତ ଏହା ଶରୀରକୁ ସୁସ୍ଥ ଓ ମଜବୁତ କରିଥାଏ । ଏହି ଉପାୟ ସମସ୍ତ ପୁରୁଷମାନଙ୍କ ପାଇଁ ସବୁଠୁ ଭଲ ଅଟେ । କିନ୍ତୁ ମହିଳାମାନେ ବି କରି ପାରିବେ । ସୋରିଷ ତେଲକୁ ପାଦରେ ମାଲିସ କରିବା ଦ୍ଵାରା ଭଲ ନିଦ ଆସିଥାଏ । ଏହା ଛଡା ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କ ସ୍ଵାଥ୍ୟ ବି ଭଲ ରହିଥାଏ । ଏହା ସହିତ ଶରୀରର କେତେକ ସମସ୍ୟାକୁ ଦୂର କରିଦିଏ ।

ନାଭି

ଏହା ଛଡା ବିଛଣାକୁ ଯିବା ପୂର୍ବରୁ ଯଦି ଆପଣ ନିଜର ନାଭିରେ ସୋରିଷ ତେଲ ଲଗାଇବେ ତେବେ ଏହା ଦ୍ଵାରା ଆପଣଙ୍କ ଓଠ ଫାଟିବ ନାହିଁ ଓ ଏହା ସହିତ ଆପଣଙ୍କ ଓଠ କୋମଲ ହୋଇଯିବ । ଏହା ଛଡା ନାଭିରେ ସୋରିଷ ତେଲ ଲଗାଇବା ଦ୍ଵାରା ଆପଣ ପେଟ ବ୍ୟଥାରୁ ବି ମୁକ୍ତି ପାଇ ଯିବେ ଓ ସବୁଠୁ ଭଲ କଥା ଏହା ଅଟେ କି ଏହିଭଳି କରିବା ଦ୍ଵାରା ଆପଣଙ୍କ ପାଚନ କ୍ରିୟା ବି ସଠିକ ରୂପରେ କାମ କରିଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।