Chanakya Niti- ବିବାହିତା ନାରୀମାନେ ଭୁଲରେ ବି କାହାକୁ ଦିଅନ୍ତୁ ନାହିଁ ନିଜର ଏହି 5 ଜିନିଷ, ସ୍ଵାମୀ ହୋଇଯାଏ ଭିକାରୀ

ହିନ୍ଦୁ ଧର୍ମରେ ମହିଳା ମାନକୁ ଦେବୀର ମାନ୍ୟତା ଦିଆଯାଇଛି । ଘରର ନାରୀଙ୍କୁ ସାକ୍ଷାତ ଦେବୀର ମାନ୍ୟତା ଦିଆଯାଏ । କିନ୍ତୁ ଯେଉଁ ଘରେ ନାରୀ ମାନଙ୍କୁ ସମାନ ମିଳେ ନାହି ସେହି ଘରେ ମା ଲକ୍ଷ୍ମୀଙ୍କର ବାସ ରହି ନ ଥାଏ । ତେଣୁ ପ୍ରତେକ ପୁରୁଷଙ୍କୁ ନାରୀ ମାନଙ୍କୁ ସମାନ ଦେବା ଉଚିତ । ଏମିତି କିଛି ନିୟମ ହିନ୍ଦୁ ଶାସ୍ତ୍ର ଅନୁସାରେ ରହିଛି ଯାହାକୁ ନାରୀ ମାନେ ଅନ୍ୟ କାହା ସହ ବାଣ୍ଟିବା ଅନୁଚିତ ସେଗୁଡିକ କଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ଘରର ନାରୀ ମାନଙ୍କୁ ଶ୍ରୀଙ୍ଗାରହୀନ ହେବା ଉଚିତ ନୁହେ । ନାରୀ ମାନଙ୍କ ଶରୀରରେ ସୁନା ବା ଚାନ୍ଦିର ଆଭୁଷଣ ରହିବା ଉଚିତ । ଯେଉଁ ଘରେ ନାରୀ ମାନଙ୍କ ଠାରେ ଏହି ସବୁ ନ ଥାଏ ସେହି ଘରେ ଦରିଦ୍ରତା ଦେଖାଯାଏ । ନାରୀ ମାନଙ୍କୁ ନିଜର କୌଣସି ମୂଲ୍ୟବାନ ଜିନିଷ ବା ବସ୍ତୁ ଅନ୍ୟ କୌଣସି ନାରୀକୁ ଦେବା ଉଚିତ ନୁହେ । ଏପରି କରିବା ଦ୍ଵାରା ନାରୀର କ୍ଷତି ହେବା ସହ ତା ଜୀବନ ସାଥିର ମଧ୍ୟ କ୍ଷତି ହୋଇଥାଏ ।

ଗୋଟେ ବିବାହିତ ନାରୀ ପାଇଁ ତା ମଙ୍ଗଳସୂତ୍ର ସବୁଠାରୁ ମହତ୍ଵପୂର୍ଣ୍ଣ ହୋଇଥାଏ । ତେଣୁ କୌଣସି ନାରୀକୁ ନିଜର ମଙ୍ଗଳସୂତ୍ର ଅନ୍ୟ କୌଣସି ନାରୀକୁ ଦେବା ଉଚିତ ନୁହେ । ହିନ୍ଦୁ ଶାସ୍ତ୍ର ଅନୁସାରେ ଜଣେ ନାରୀ ପାଇ ତା ସିନ୍ଦୁର ତାର ପରିଚୟ ହୋଇଥାଏ । ଜଣେ ନାରୀକୁ ନିଜ ସିନ୍ଦୁରକୁ କାହା ସହ ବାଣ୍ଟିବା ବା ଦାନ କରିବା ଉଚିତ ନୁହେ । ପ୍ରତେକ ନାରୀକୁ ସ୍ନାନ କରିବା ପରେ ମୁଣ୍ଡରେ ଓଢଣି ଦେଇ ସିନ୍ଦୁର ଲଗାଇବା ଉଚିତ । ବିବାହିତ ମହିଳା ମାନଙ୍କୁ ନିଜ କାଜଲ କାହାକୁ ଦେବା ଉଚିତ ନୁହେ ।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏପରି କରିବା ଦ୍ଵାରା ନିଜ ସ୍ବାମୀର ପ୍ରେମ ଗୋଟେ ନାରୀ ପ୍ରତି କମ ହୋଇଥାଏ । ବିବାହିତ ନାରୀଙ୍କୁ କେବେ ବି ନିଜେ ପିନ୍ଧିଥିବା ଚୁଡି କାହାକୁ ଦେବା ଉଚିତ ନୁହେ । ଏପରି କରିବା ଦ୍ଵାରା ସେହି ନାରୀର ଭାଗ୍ୟ ଅନ୍ୟ ଏକ ମହିଳା ପାଖକୁ ଚାଲି ଯାଇଥାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ କୌଣସି ବିବାହିତା ନାରୀଙ୍କୁ ନିଜ ମଥାର ଟିକିଲି ଅନ୍ୟ ନାରୀକୁ ଦେବା ଉଚିତ ନୁହେ ।

ଏପରି କରିବା ଦ୍ଵାରା ସେହି ନାରୀର ବୈବାହିକ ଜୀବନରେ ସମସ୍ଯା ଦେଖାଯାଏ । କୌଣସି ନାରୀକୁ ନିଜର ଗୋଡ ମୁଦି କୌଣସି ଅନ୍ୟ ନାରୀକୁ ଦେବା ଉଚିତ ନୁହେ । ଏପରି କରିବା ଦ୍ଵାରା ନାରୀର ଭାଗ୍ୟ ଖରାପ ହେବା ସହ ଆର୍ଥିକ ସମସ୍ଯା ମଧ୍ୟ ଦେଖାଯାଏ । କୌଣସି ନାରୀକୁ ନିଜ ବିବାହର ଯୋଡା ବା ଶାଢୀ କାହାକୁ ଦେବା ଉଚିତ ନୁହେ ।

କେତେକ ନାରୀ ମାନେ ନିଜର ବିବାହର ଯୋଡା ବା ଶାଢୀକୁ ନିଜ ଭଉଣୀ ବା ବନ୍ଧୁଙ୍କୁ ପିନ୍ଧିବାକୁ ଦେଇଥାନ୍ତି । କିନ୍ତୁ ଏପରି କରିବା ଦ୍ଵାରା ସେହି ନାରୀର କ୍ଷତି ହୋଇଥାଏ । ତେଣୁ ଉପରେ ଲିଖିତ କୌଣସି ସୁହାଗର ଜିନିଷ ଜଣେ ନାରୀକୁ ଅନ୍ୟ କାହାରୀକୁ ଦେବା ଉଚିତ ନୁହେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।