ବିବାହିତା ମହିଳା ମାନଙ୍କୁ ପୁନଃ ବିବାହ କରିଛନ୍ତି ଏହି ସବୁ ଭାରତୀୟ କ୍ରିକେଟର, ନା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନି, ସଚିନ, ରୋହିତ ଶର୍ମା ଙ୍କ ଭଳି ଖେଳାଳୀ ଲଭ ମ୍ୟାରେଜ କରିଛନ୍ତି । କିନ୍ତୁ ଏମିତି ବି କିଛି ଆଗଧାଡ଼ି ର ଖେଳାଳି ଅଛନ୍ତି ଯେଉଁମାନେ ବିବାହିତା ମହିଳା ମାନଙ୍କୁ ପୁଣି ଥରେ ବିବାହ କରିଛନ୍ତି । ପ୍ରେମ ବିବାହ ହିଁ କରିଛନ୍ତି । ପ୍ରେମ କରିବା ଅପରାଧ ନୁହେଁ । କିନ୍ତୁ କିଛି ଲୋକ ପ୍ରେମରେ ପ୍ରତାରଣା କରନ୍ତି ଏବଂ ଏହି କାରଣରୁ ସେମାନଙ୍କର ଜୀବନ ନଷ୍ଟ ହୋଇଯାଏ । ତଥାପି ଏହି ଆର୍ଟିକିଲ ରେ ଆମେ ଆପଣଙ୍କୁ କିଛି ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରକୃତ ପ୍ରେମ ଅଛି । ଏହି ଖେଳାଳିମାନେ ପ୍ରେମରେ ଅନ୍ଧ ହୋଇଗଲେ ଏବଂ ବିବାହିତ ମହିଳାମାନଙ୍କୁ ସେମାନଙ୍କର ଜୀବନ ସାଥୀ ଭାବରେ ବାଛିଲେ । ଏହି ଖେଳାଳୀମାନଙ୍କ ନାମ ଜାଣି ଆପଣ ଟିକେ ଆଶ୍ଚର୍ଯ୍ୟ ହୋଇପାରନ୍ତି । ତେବେ ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା ।

ଅନିଲ କୁମ୍ବଲେ-

ପୂର୍ବତନ ଲେଗ ସ୍ପିନର୍ ଅନିଲ୍ କୁମ୍ବଲେ ଭାରତୀୟ ଦଳର ଏହି ବିଶେଷ ବୋଲର ମାନଙ୍କ ତାଲିକାରେ ଆସନ୍ତି । ଅନିଲ୍ କୁମ୍ବଲେ ଙ୍କ ବିବାହ ଚେତନା ଙ୍କ ସହ ହୋଇଥିଲା । ଚେତନା ପୂର୍ବରୁ ବିବାହିତା ଥିଲେ କିନ୍ତୁ ତାଙ୍କ ସ୍ୱାମୀ ତାଙ୍କୁ ଛାଡି ଦେଇଥିଲେ । ଏହାପରେ ଚେତନା ଙ୍କ ସହ ଅନୀଲ ଙ୍କ ବିବାହ ହୋଇଥିଲା । ଅନୀଲ ଙ୍କର ପ୍ରଥମ ବିବାହ ସଫଳ ହୋଇନଥିଲା । କିନ୍ତୁ ଅନିଲ୍ କୁମ୍ବଲେ ଏବଂ ଚେତନା ପରସ୍ପର କୁ ବହୁତ ଭଲ ପାଆନ୍ତି । ବର୍ତ୍ତମାନ ପରସ୍ପର ଙ୍କ ସମ୍ପର୍କ ଖୁବ ଭଲ ରହିଛି ।

ଭେଙ୍କଟେସ୍ ପ୍ରସାଦ-

ଖୁବ୍ କମ୍ ଲୋକ ଜାଣନ୍ତି ଏହି ଭେଙ୍କଟେସ ପ୍ରସାଦଙ୍କୁ । ସେ ଭାରତୀୟ କ୍ରିକେଟ ଦଳ ଭାରତ ପାଇଁ ଭଲ କାର୍ଯ୍ୟକାରୀ ଥିଲେ । ସେ ତାଙ୍କ ସ୍ତ୍ରୀ ଜୟନ୍ତୀଙ୍କର ୨ ବର୍ଷ ପୁରୁଣା ବିବାହ ଥିବା ଜାଣି ମଧ୍ୟ ତାଙ୍କୁ ବିବାହ କରି ଥିଲେ । ଜୟନ୍ତୀ ଦ୍ୱିତୀୟ ଥର ପାଇଁ ଭେଙ୍କଟେଶ ପ୍ରସାଦଙ୍କୁ ବିବାହ କରିଥିଲେ । ସେମାନଙ୍କ ମଧ୍ୟରେ ମଧ୍ୟ ବହୁତ ଭଲ ପ୍ରେମ ସମ୍ପର୍କ ରହିଛି ।

ମୁରଲୀ ବିଜୟ-

ଚେନାଇ ସୁପର କିଙ୍ଗ ରୁ ଭାରତୀୟ ଟିମ କୁ ଆସିଥିଲେ ମୁରଲୀ ବିଜୟ । ସେ ଜଣେ ଭଲ ବ୍ୟାଟ୍ସମ୍ୟାନ ମଧ୍ୟ ଅଟନ୍ତି । ଭାରତୀୟ ଦଳର ଓପନର୍ ମୁରଲୀ ବିଜୟ ନିଜ କ୍ରିକେଟର ସାଙ୍ଗ ଦୀନେଶ କାର୍ତ୍ତିକଙ୍କ ପତ୍ନୀ ନିକିତାଙ୍କୁ ବିବାହ କରିଥିଲେ । ଏହି କାରଣରୁ ମୁରଲୀ ବିଜୟ ଏବଂ ଦୀନେଶ କାର୍ତ୍ତିକଙ୍କ ସମ୍ପର୍କ ଖରାପ ହୋଇଯାଇଥିଲା ।

ଦିନେଶ ଙ୍କୁ ବିବାହ କରି ମଧ୍ୟ ନିକିତା ମୁରଲୀ ଙ୍କୁ ପ୍ରେମ କରୁଥିଲେ । ମୁରଲୀ ବିଜୟ ଏବଂ ନିକିତା ପରସ୍ପରକୁ ଭଲ ପାଉଥିଲେ । ଏହି କାରଣରୁ ନିକିତା ଦୀନେଶ କାର୍ତ୍ତିକଙ୍କୁ ଛାଡପତ୍ର ଦେଇଥିଲେ । ଏବଂ ପରେ ମୁରଲୀ ବିଜୟ ଙ୍କୁ ବିବାହ କରି ନେଇଥିଲେ । ଏହା ଦ୍ୱାରା ଦିନେଶ କାର୍ତ୍ତିକ ଙ୍କୁ ଝଟକା ଲାଗିଥିଲା ।

ଶିଖର ଧବନ-

ଭାରତୀୟ ଦଳ ଓପନର୍ ଶିଖର ଧାୱନଙ୍କ ପ୍ରେମ କାହାଣୀ ଅତ୍ୟନ୍ତ ରୋମାଣ୍ଟିକ୍ । ଶିଖର ଧାୱନ ଫେସବୁକ ରେ ତାଙ୍କ ସ୍ତ୍ରୀ ଙ୍କୁ ପାଇଥିଲେ ଏବଂ ବିବାହ ମଧ୍ୟ କରିଥିଲେ । ଶିଖର ଧାୱନ ଆୟେଶା ମୁଖାର୍ଜୀଙ୍କ ପ୍ରେମରେ ପଡିଥିଲେ । କିନ୍ତୁ ଆୟେଶା ମୁଖାର୍ଜୀ ବିବାହିତ ଥିଲେ ଏବଂ ତାଙ୍କର ପ୍ରଥମ ସ୍ୱାମୀଙ୍କ ସହ ସମ୍ପର୍କ ଭାଙ୍ଗିଥିଲେ । ଆୟେଶା ମୁଖାର୍ଜୀଙ୍କ ପ୍ରଥମ ସ୍ୱାମୀଙ୍କଠାରୁ ଦୁଇଟି ଝିଅ ଥିଲେ । ଶିଖର ଧାୱନ ମଧ୍ୟ ସେହି ଝିଅମାନଙ୍କୁ ଗ୍ରହଣ କରିଥିଲେ । ଅୟସା ଏବଂ ଶିଖର ଙ୍କ ମଧ୍ୟରେ ଖୁବ ଭଲପାଇବା ରହିଛି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।