ବିବାହ ପରେ ମହିଳାଙ୍କ ଅଣ୍ଟା ଚଉଡା କାହିଁକି ହୋଇଯାଏ

କହିବାକୁ ଗଲେ ସମସ୍ତ ମହିଳା ଓ ପୁରୁଷଙ୍କ ଜୀବନରେ ଗୋଟିଏ ଇଚ୍ଛା ଥାଏ କି ସେ ବିବାହ ନିଶ୍ଚିତ କରିବେ । କହିବାକୁ ଗଲେ ବିବାହ ପରେ ଉଭୟ ପୁରୁଷ ଓ ମହିଳା ମଧ୍ୟରେ ବହୁତ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଆଜି ଆମେ ବିବାହ ପରେ ମହିଳାମାନଙ୍କ ମଧ୍ୟରେ ଆସୁଥିବା ଏକ ପରିବର୍ତ୍ତନ ବିଷୟରେ କଥାବାର୍ତ୍ତା କରିବା । କହିବାକୁ ଗଲେ ଆପଣମାନେ ପ୍ରାୟତଃ ଶୁଣିଥିବେ କି କିମ୍ବା ଦେଖିଥିବେ କି ମହିଳାମାନେ ବିବାହ ପରେ ମୋଟା ହୋଇ ଯାଆନ୍ତି ।

କିନ୍ତୁ ଏହା ପଛରେ ବିଭିନ୍ନ ପ୍ରକାରର କାରଣ ଅଛି । କିନ୍ତୁ ଆଜି ଆମେ ଯେଉଁ ବିଷୟରେ ଉପରେ ଚର୍ଚା କରୁଛୁ ତାହା କିଛି ଏହିଭଳି ଅଟେ କି ବିବାହ ପରେ ମହିଳାମାନଙ୍କ ଅଣ୍ଟା ଚଉଡା କାହିଁକି ହୋଇଯାଏ । ଏହାର କାରଣ ଜାଣିବା ପାଇଁ ଏକ ସର୍ବେ କରାଗଲା ଓ ସେଥିରେ ୧୮ ରୁ ୨୫ ବର୍ଷର ପାଖାପାଖି ୧୫୦ ଜଣ ମହିଳାମାନଙ୍କୁ ସାମିଲ କରାଗଲା ।

ଏହା ପରେ ଏଥିରୁ ଜଣା ପଡିଲା କି ବିବାହିତ ଝିଅ ଓ ଅବିବାହିତ ଝିଅମାନଙ୍କ ହିପ୍ସରେ ବହୁତ ଅନ୍ତର ଅଛି । ବିବାହିତ ମହିଳାମାନଙ୍କ ହିପ୍ସ ଅଧିକ ବଡ ଅଟେ କିନ୍ତୁ ଅବିବାହିତ ଝିଅମାନଙ୍କ ହିପ୍ସ ବିବାହିତ ମହିଳାମାନଙ୍କ ତୁଳନାରେ କମ ବିକଶିତ ଅଟେ ।

ବିବାହିତ ଜୀବନ

ବିବାହ ପରେ ଝିଅମାନେ ନିଜର ବିବାହିତ ଜୀବନରେ ଅଧିକ ବ୍ୟସ୍ତ ରହିଥାନ୍ତି । ଯେଉଁ କାରଣରୁ ସେ ନିଜର ଶରୀର ଉପରେ ଅଧିକ ଧ୍ୟାନ ଦେଇ ପାରନ୍ତି । କିନ୍ତୁ ବିବାହ ପୂର୍ବରୁ ଝିଅମାନେ ନିଜକୁ ଫିଟ ରଖିବା ପାଇଁ ଏକ୍ସରସାଇଜ ଓ ଯୋଗ ଇତ୍ୟାଦି କରନ୍ତି ଓ ସ୍ପେଶାଲ ଡାଇଟକୁ ଫଲୋ କରନ୍ତି । କାରଣ ତାଙ୍କୁ ନିଜର ଶରୀରକୁ ଫିଟ ରଖିବାର ଥାଏ । କିନ୍ତୁ ଯେତେବେଳେ କୌଣସି ଝିଅର ବିବାହ ହୋଇଯାଏ ତେବ ସେ ଏହି କଥାକୁ ଭୁଲି ଯାଏ । ଏମିତିରେ ନା ହିଁ ସେ ଏକ୍ସରସାଇଜ କରେ ଓ ନା ହିଁ ନିଜର ଡାଇଟକୁ ଫଲୋ କରେ । ଯେଉଁ କାରଣରୁ ତାଙ୍କର ଶରୀରରେ କିଛି ପରିବର୍ତ୍ତନ ଆସିବାକୁ ଲାଗେ ।

ହର୍ମୋନ୍ସ

ବିବାହ ପରେ ଝିଅମାନେ ନିଜର ଜୀବନସାଥିକୁ ଖୁସି କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରିଥାଏ । ନିଜର ଜୀବନସାଥିଙ୍କ ସହିତ ସମ୍ବନ୍ଧ କରିବା ଦ୍ଵାରା ଝିଅମାନଙ୍କ ଶରୀରରେ ହର୍ମୋନ୍ସର ପରିବର୍ତ୍ତନ ଆସିଥାଏ । ଯାହା ଦ୍ଵାରା ଝିଅମାନଙ୍କ ଶରୀରର ମାଂସପେଶୀ ଫୁଲିବାକୁ ଲାଗିଥାଏ ।

ଚିନ୍ତା

ବିବାହ ପରେ ଯେତେବେଳେ ଝିଅ କୌଣସି ନୂଆ ଘରକୁ ଯାଇଥାଏ ତେବେ ତାଙ୍କୁ ସେଠିକାର ଲୋକମାନଙ୍କ ସହିତ ଏଡଜେସ୍ଟ କରିବାରେ ଅଳ୍ପ ଅସୁବିଧା ହୋଇଥାଏ । ଏହିଭଳି ସ୍ଥିତିରେ ଝିଅମାନେ ଶଶୁର ଘର ସହିତ ଏଡଜେସ୍ଟ କରିବା ମଧ୍ୟରେ ନିଜ ଉପରେ ଧ୍ୟାନ ଦେବାକୁ ଭୁଲିଯାଆନ୍ତି । ଯାହା ଦ୍ଵାରା ତାହାର ଶରୀରର ଓଜନ ବଢିବାକୁ ଲାଗିଥାଏ ।

ଗର୍ଭବତ୍ତୀ ହେବା

ବିବାହ ପରେ ଝିଅମାନେ ଏକ ଶିଶୁର କାମନା କରିଥାନ୍ତି । ଏହିଭଳି ଅବସ୍ଥାରେ ଝିଅମାନଙ୍କ ଖାଦ୍ୟ ବଢିଯାଏ । ଯାହା ଦ୍ଵାରା ସେମାନେ ନିଜର ଶିଶୁକୁ ସୁରକ୍ଷିତ ଜନ୍ମ ଦେବେ । ଯେଉଁଥିରେ ତାଙ୍କର ଓଜନ ବଢିବାକୁ ଲାଗିଥାଏ ।

ସାମାଜିକ ଚେଞ୍ଜେସ

ବିବାହ ପୂର୍ବରୁ ସବୁ ଝିଅ ଚିନ୍ତା କରିଥାଏ କି ସେ ସୁନ୍ଦର ଦେଖାଯାଉ । ଯାହା ଦ୍ଵାରା ତାକୁ ଏକ ଭଲ ଜୀବନସାଥି ମିଳୁ । ବର୍ତ୍ତମାନ ସମୟରେ ଜୀବନନରେ ଆଗକୁ ବଢିବା ପାଇଁ ପର୍ସନୈଲିଟୀର ମହତ୍ୱପୂର୍ଣ ଯୋଗଦାନ ହୋଇଥାଏ । ସେଥିପାଇଁ ଝିଅମାନଙ୍କ ଉପରେ ଏହା ସାମାଜିକ ପ୍ରେସର ରହିଥାଏ କି ସେ ନିଜକୁ ମେଣ୍ଟନ କରି ରଖନ୍ତୁ ।

କିନ୍ତୁ ଯେତେବେଳେ ସେହି ଝିଅର ବିବାହ ହୋଇଯାଏ ତେବ ଏହି ପ୍ରେସର ନା ସଙ୍ଗେ ସମାନ ହୋଇଯାଏ । ସେଥିପାଇଁ ମହିଳାମାନଙ୍କୁ ନିଜର ଫିଟନେସକୁ ନେଇ ଦାୟିତ୍ଵ ହୀନତା ହୋଇ ଯାଆନ୍ତି । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।