ବିବାହର ଏତେ ଖୁସି କି କନ୍ୟାକୁ କୋଳରେ ଉଠାଇ ନଚିଲା ବର, ଭିଡିଓ ହେଲା ଭାଇରାଲ ! ଦେଖନ୍ତୁ

ଆପଣ ମାନେ ବହୁତ ବର ଓ କନ୍ୟାଙ୍କର ଭିଡିଓ ସୋସିଆଲ ମିଡିଆରେ ଦେଖି ଥିବେ । ଏହି ଭିଡିଓରେ କୌଣସି ବର, କନ୍ୟା ସହିତ ରୋମାନ୍ସ କରୁଛି ତ କେହି ଇଚ୍ଛା ନ ଥିବା ସତ୍ବେ ବି ଥଟ୍ଟାର ପାତ୍ର ହୋଇ ଯାଉଛି । କିଛି ଏମିତି ହିଁ ଏକ ଜବରଦସ୍ତ ଭିଡିଓ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । କହି ଦେଉଛୁ କି ଏହି ଭିଡିଓ ଏକ ବିବାହ ମଣ୍ଡପର ଅଟେ ।

କହିବାକୁ ଗଲେ ବାହାଘରରେ ସମସ୍ତେ ଖୁସିଥାନ୍ତି । କିନ୍ତୁ ବେଳେ ବେଳେ କିଛି ଲୋକମାନଙ୍କର ଖୁସି ଏତେ ବଢିଯାଏ କି ସେମାନେ ନିଜର ଖୁସିକୁ ଜାହିର କରିବା ପାଇଁ ଓଲଟା ପାଲଟା କାମ କରି ଦିଅନ୍ତି ।

ଆଜି ଆମେ ଯେଉଁ ଭିଡିଓ କଥା କହୁଛୁ, ସେଥିରେ ବର ନିଜ ବାହାଘରରେ କେତେ ଖୁସି ଅଛି, ଏହା ନଜର ଆସୁଛି । ଏହି ଭିଡିଓରେ ବର ନିଜର କନ୍ୟାକୁ କୋଳରେ ଉଠାଇ ନାଚୁଥିବାର ନଜର ଆସୁଛି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚାର ବିଷୟ ହୋଇଯାଇଛି । କିନ୍ତୁ କାହାକୁ ବି ଜଣା ନାହିଁ କି ଏହି ଭିଡିଓ କେଉଁଠିକାର ଅଟେ । କିନ୍ତୁ ସମସ୍ତେ ବରର ଡ୍ୟାନ୍ସ ଦେଖି ଏନଜୟ କରୁଛନ୍ତି ।

ଏହି ଭିଡିଓରେ ଆପଣ ଦେଖି ପାରିବେ କି ବିବାହ ମଣ୍ଡପରେ ବର ଏତେ ଖୁସି ଅଛି କି ଲୋକମାନଙ୍କ କଥା ନ ଭାବି ନିଜ ସ୍ତ୍ରୀକୁ ସମସ୍ତଙ୍କ ସାମ୍ନାରେ କୋଳରେ ଉଠାଇ ନେଉଛି ଓ ଡ୍ୟାନ୍ସ କରୁଛି । ଏହି ସମୟରେ ପାଖରେ ବସିଥିବା ଲୋକମାନେ ତାଙ୍କର ଡ୍ୟାନ୍ସ ଦେଖି ମଜା ନେଉଛନ୍ତି ।

ଭିଡିଓରେ କେତେବେଳେ ବର ନିଜ ସ୍ତ୍ରୀକୁ କୋଳରେ ଉଠାଉଛି ତ କେତେବେଳେ ସ୍ତ୍ରୀକୁ ଟାଣି ଧରି ଡ୍ୟାନ୍ସ କରୁଛି । କହିଦେଉଛୁ କି ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖିସାରିଛନ୍ତି ।

ଚାଲନ୍ତୁ ଦେଖିବା ସେହି ଧମାକେଦାର ଭିଡିଓ

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।